ଆଜି ଆମେ କହିବା ପାଇଁ ଯାଉଥିବା ପକ୍ଷୀକି ଆମେ ସାଧାରଣ ଭାବେ ଜାଣିଛେ ଏହା ଏମିତି ସେମିତି ପକ୍ଷୀ ନୁହେଁ । ଏହି ପକ୍ଷୀ କୁ ଦେଖିଲେ ଏହା ଗରୁଡ ପକ୍ଷୀ ବୋଲି କୁହାଯାଉଛି । ଗ୍ରାମ ବାଶି ମାନେ ଏହାଙ୍କୁ ପୂଜା ମଧ୍ୟ କରୁଛନ୍ତି । କିଛି ପିଲାମାନେ ଗାଁ ରୁ ଗାଈ ଚରେଇବା ପାଇଁ ଯାଇଥିବା ବେଳେ ଏହାକୁ ପାଇଥିଲେ । ଏହା ଛୋଟ ଥିବା ବେଳେ ଏହାର ଆବାଜ କିଛି ସାପର ଫୁଙ୍କାର ଭଳି ଅଛି ।
ତେବେ ଗ୍ରାମବାଶି ଙ୍କ ମତରେ ଆହୁରି 2 କିମ୍ବା 3 ଟି ଚଢେଇ ମାନ ଅଛନ୍ତି ଏହି ଜାଗାରେ । ତାକୁ ପ୍ରସାଶନ ନେବା ଦରକାର ବୋଲି କୁହାଯାଉଛି । ଏହି ପକ୍ଷୀର ବିଷୟରେ କାହାକୁ କହିବା ଦରକାର ନାଇ କୁହାଯାଏ କି ପୌରାଣିକ ଯୁଗରେ ଏହାଙ୍କୁ ପୂଜା କରା ଯାଉଥିଲା କେବଳ ସେତିକି ନୁହେଁ ଏହା ଭଗବାନ ବିଷ୍ଣୁଙ୍କ ବ୍ବାହାନ ମଧ୍ୟ ।
ହିନ୍ଦୁ ଶାସ୍ତ୍ର ଅନୁସାରେ ଏହାର ମହତ୍ଵ ଅନେକ ଥିବା ବେଳେ ଏହା ମଧ୍ୟ ସତ୍ୟ ଅଟେ କି ଏମାନେ ବିଲୁପ୍ତ ହୋଇ ଯାଇଥିଲେ । କିନ୍ତୁ ଦେଖିବା ପାଇଁ ଯିବା ତ ଏହା ଏକ ଚମତ୍କାର ଠାରୁ କମ ନୁହେଁ କି ଏହା ଏକ ଗରୁଡ ପକ୍ଷୀ । ଏହା ପୁଣି ଓଡିଶାର ଲୋକମାନଙ୍କ ଦ୍ଵାରା ଦେଖା ଯାଉଥିବାରୁ ଏହା ପାଇଁ ଲୋକମାନେ ଏହାଙ୍କୁ ଠାକୁର ଭାବି ପୂଜା କରୁଛନ୍ତି ।
ଏହାକୁ ଆଉ ଏକ ମତରୁ ଗରୁଡ ପକ୍ଷୀ ବୋଲି କୁହାଯାଉଛି କାରଣ ହେଉଛି କି ଏହାର ଆବାଜ ସାଧାରଣ ପକ୍ଷୀ ମାନଙ୍କ ଭଳି ନୁହେଁ କୁହାଯାଏ କି ଆଗକାଳରେ ଗରୁଡ ପକ୍ଷୀ ମାନେ ସାପ କୁ ଖାଉ ଥିଲେ ଏବେ ଏହା ଏକ ବରଦାନ କି ଏକ ବିରଳ ପକ୍ଷୀ ମାନେ ଏବେ ଧାରାରେ ଅଛନ୍ତି ।
ଏହା ଭି ମାନ୍ୟ କରା ଯାଉଛି କି କଲି ଯୁଗରେ ଭଗବାନ ବିଷ୍ଣୁ ଜଗନ୍ନାଥ ରୂପରେ ପୁରୀ ରେ ଥିବାରୁ ଏହି ପକ୍ଷୀ ଓଡିଶାରୁ ହିଁ ମିଳିଛି । ଏକ ପାଖରେ ବିଶ୍ଵାଶ ଓ ଅନ୍ୟପକ୍ଷରେ ବିଜ୍ଞାନ । ହୁଏତ ଏହାକୁ ନେଇ ସରକାର ପରୀକ୍ଷଣ କରି ପାରନ୍ତି କିଛି ମତ ଦେଇ ପାରନ୍ତି ଏହି ଚଢେଇ କି ନେଇକି ।
ଏହା ଏବେ କେଉଁ ପକ୍ଷୀ ଧାର୍ଯ୍ୟ ହୋଇନି ଯେହେତୁ ଏହା ଦେଖିବା ପାଇଁ ଗରୁଡ ଭଳି ମୁହଁ ଓ ସେହି ବ୍ଭାଳି ଫୁଙ୍କାର କରୁଛି ତେଣୁ କରି ଏହାକୁ ଗରୁଡ ପକ୍ଷୀ ବୋଲି ପୂଜା କରାଯାଉଛି । ଏହାକୁ ନେଇ ଅନେକ ମତ ଭେଦ ହୋଇ ପାରେ କିନ୍ତୁ ଏବେ ସରକାର ର ଏହା ପ୍ରଥମ କର୍ତ୍ତବ୍ୟ ହେବା କଥାକି ସେ ଏହି ଭଳି ବିରଳ ପ୍ରଜାତିକୁ ସୁରକ୍ଷା ପ୍ରଦାନ କରିବା କଥା ।
ତେବେ ଗ୍ରାମବାଶି ମାନେ ଏହା ମଧ୍ୟ କହୁଛନ୍ତି କି ଏହି ଛୋଟ ପକ୍ଷୀ ଛୁଆଟି ବେଙ୍ଗ ଖାଉଛି ଆଉ କିଛି ଖାଉନି ଯେତେବେଳେ କି ଏହାର ଡେଣା ମଧ୍ୟ ଭଲ ଭାବେ ଆସିନୀ । ଏତେ ଛୋଟ ପକ୍ଷୀ ବେଙ୍ଗ ଭଳି ଜୀବ ଖାଉଛି ତେଣୁ ଏହା ମଧ୍ୟ ଏକ କାରଣ ଯାହା ପାଇଁ ଏହାକୁ ଗରୁଡ ପକ୍ଷୀ କୁହାଯାଉଛି ।