ଓଲିଉଡ ସୁପରଷ୍ଟାର Babushan Mahantiଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହେଲା ଗୁରତର… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଓଲିଉଡ ରେ ରାଜ କରି ପାରିଛନ୍ତି ଆଉ ଦର୍ଶକ ମାନଙ୍କର ଅତି ପ୍ରିୟା ଷ୍ଟାର ଭାବେ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ଆସିଛି । ବାବୁସାନ ମହାନ୍ତିଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ଅଛନ୍ତି ତେଣୁ ତାଙ୍କୁ ଭୁବନେଶ୍ବର ରେ ଏକ ଘରୋଇ ମେଡିକଳରେ ଚିକିତ୍ସା କରା ଯାଉଛି । ବାବୁସାନ ହସ୍ପିଟାଲ ରେ ବେଡ ରେ ସୋଇଥିବାର ଏକ ପୋଷ୍ଟ କରିଛନ୍ତି ଦମନ ଫିଲ୍ମର ନିର୍ଦ୍ଦେଶକ ।

କିଛି ଦିନ ତଳେ ତାଙ୍କ ଆଗାମୀ ଫିଲ୍ମ ଡବଙ୍ଗ ପାଇଁ ଲଦାଖ ଯାଇଥିଲେ ଆଉ ସେଠାରେ ବାଇକ ଚଳାଇବା ସମୟରେ ଅକ୍ସିଜେନ ସ୍ତର କମି ଯାଇଥିଲା । ଭୁବନେଶ୍ଵର ଫେରିବା ପରେ ଅତଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି । ପ୍ରାୟ ୩ ରୁ ୪ ଦିନ ହେଲା ସେ ମେଡିକାଲରେ ଅଛନ୍ତି । ତାଙ୍କର ପୂର୍ବ ଅପେକ୍ଷା ସ୍ଵାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି କୁହାଯାଉଛି ।

ଲଦାଖ ରେ ସେ ନିଜ ଫିଲ୍ମ ଦମନ ର ପ୍ରମୋଶନ ପାଇଁ ଯାଇଥିଲେ ଆଉ ସେଠାରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ତାଙ୍କୁ କଷ୍ଟ ହୋଇଥିଲା । ଏହା ପରେ ସେ ଓଡିଶା ଫେରିଥିଲେ ଆଉ ଭଲ ମଧ୍ୟ ଥିଲେ କିନ୍ତୁ ହଠାତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଛି ଯାହା ସୂଚନା ମିଳିଛି ।

ଏହା ସହ ବାବୁସାନ ଙ୍କ ଗୋଡ ରେ ମଧ୍ୟ ଯନ୍ତ୍ରଣା ହେଉଛି ଯାହାର ଚିକିତ୍ସା ଏବେ ବି ଜାରି ରହିଛି । ଗତ କାଲି ବିଳମ୍ବିତ ରାତିରେ ଦମନ ଫିଲ୍ମ ର ପ୍ରଯୋଜକ କହିଛନ୍ତି ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯେତେ ଖାରପ ରହିଥିଲା ଏବେ କିନ୍ତୁ ଭଲ ଅଛି । ହୁଏ ତ ଆଜି ସୁଧା ତାଙ୍କୁ ମେଡିକାଲ ରେ ଡିଶ୍ଚାର୍ଜ କରା ଯାଇପାରେ ବୋଲି ସୂତ୍ର ରୁ ଜଣା ପଡିଛି ।

ତେବେ ଦମନ ଫିଲ୍ମ ର ପ୍ରମୋଶନ ପାଇଁ ବାବୁସାନ ଙ୍କ ଉପସ୍ଥିତି ରହିବା ନିହାତି ହାରୁରୀ ଅଟେ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେଣୁ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ଫିଲ୍ମ ର ପ୍ରମୋଶନ କେବଳ ଓଡିଶା ନୁହେଁ ବରଂ ଓଡିଶା ବାହାରେ ମଧ୍ୟ କରା ଯିବାର ପ୍ରୋଗ୍ରାମ ରହିଛି ।

ତେବେ ବାବୁସାନ ବହୁତ ଜଲ୍ଦି ସୁସ୍ଥ ହୋଇ ଜାଣନ୍ତୁ ତାଙ୍କର ପ୍ରଯୋଜକ ଫେସବୁକ ରେ ପୋଷ୍ଟ କରିଛନ୍ତି ଗତ କାଲି । ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ମହାନ୍ତି ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *