ବନ୍ଧୁଗଣ ଆଜିର ଡିଜିଟାଲ ସମୟରେ UPI ରେ ବହୁଳ ମାତ୍ରା ରେ ଟ୍ରାଞ୍ଜାକସନ କରା ଯାଉଛି । ପ୍ରତେକ ବ୍ୟକ୍ତି ଆଜିକାଲି ଗୁଗୁଲ ପେ, ଫୋନ ପେ ରେ ଟଙ୍କା ଟ୍ରାଞ୍ଜାକସନ କରୁଛନ୍ତି । କେହି ବି ଆଉ କ୍ୟାସ ପେମେଣ୍ଟ ଦେଉ ନାହାନ୍ତି । କୌଣସି ମଲ ହେଉ ବା ଅନ୍ୟ କୌଣସି ସପିଙ୍ଗ ସ୍ଥାନ ହେଉ ସବୁ ଆଡେ ଗୁଗୁଲ ପେ ଓ ଫୋନ ପେ ର ବହୁଳ ମାତ୍ରା ରେ ବ୍ୟବହାର ହେଉଛି । ତେବେ ଟ୍ରାଞ୍ଜାକସନ ଅଧିକ ହେବା କାରଣରୁ କିଛି ସମସ୍ଯା ମଧ୍ୟ ଅନେକ ସମୟରେ ଦେଖା ଯାଉଛି ।
ଯାହା ଫଳରେ ତାଙ୍କ ଟ୍ରାଞ୍ଜାକସନ ହେବା ରେ ବିଳମ୍ବ ଘଟୁଛି । ତେବେ ଆପଣ ମାନେ ଅନ ଲାଇନ ଟ୍ରାଞ୍ଜାକସନ କରୁଛନ୍ତି ତେବେ ଜାଣି ନିଅନ୍ତୁ ଏହି ନୂଆ ନିୟମ । ଏଥର ମନ ଇଚ୍ଛା ପଠାଇ ପାରିବେ ନାହି ଟଙ୍କା । ବହୁତ ଜଲ୍ଦି ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ । ହଁ ଆଜ୍ଞା ଏବେ ଫୋନ ପେ ଓ ଗୁଗୁଲ ପେ ରେ ଲାଗୁ ହେବ ନୂଆ ନିୟମ । ଏବେ ମନ ଇଚ୍ଛା କେଉଁଠି କି ବି ଟଙ୍କା ପଠାଇ ପାରିବେ ନାହି ଗ୍ରାହକ ମାନେ । ଏବେ ମନ ଇଚ୍ଛା ଟଙ୍କା ପଠାଇବା ଉପରେ ଲାଗୁ ହେବ ରୋକ ।
UPI ଡିଜିଟାଲ ଅପରେଟ କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ନିକଟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ସହ ଆଲୋଚନା କରିଛି । ଯଦି ଦେଖିବା ବର୍ତ୍ତମାନ UPI ପେମେଣ୍ଟ ଆପ ରେ କୌଣସି ଟ୍ରାଞ୍ଜାକସନ ର ଲିମିଟ ନାହି । ଆପଣ ଯେତେ ଟଙ୍କା ଚାହିଁ ବେ ସେତେ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ କରି ପାରିବେ । ତେବେ ୟୁଜର୍ସ ଙ୍କ ଆକାଉଣ୍ଟ ର ସୁରକ୍ଷା କୁ ଦ୍ରୁଷ୍ଟି ରେ ରଖି ଥାଇ ପାର୍ଟି ଆପ ପାଇଁ ୩୦ ପ୍ରତିଶତ ଭଲ୍ଯୁମ କ୍ଯପା ଲାଗି NPSI ପ୍ରସ୍ତାବ ଦେଇଛି ।
ଯଦି ୟୁପିଆଇ ପେମେଣ୍ଟ ଆପ ରେ ଟ୍ରାଞ୍ଜାକସନ ଲିମିଟ ଲାଗୁ ନାହି ତେବେ ବର୍ତ୍ତମାନ ସୁଧା କୌଣସି ନିସ୍ପତି ନିଆଯାଇ ନାହି ତେବେ ଚଳିତ ମାସ ଶେଷ ସୁଧା ଏହି ବିଷୟାରେ NPSI ନିସ୍ପତି ନେଇପାରେ ବୋଲି ଅନୁମାନ କରା ଯାଉଛି । ତେବେ ଟ୍ରାଞ୍ଜାକସନ ଲିମିଟ ଲଗଉ କରିବା ପାଇଁ NPSI ଏଭଳି ନିସ୍ପତି ନେଇଛି ଯାହା ବହୁତ ଜଲ୍ଦି ଲାଗୁ ହେବାର ଅନୁମାନ କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।