ପାଖେଇ ଯାଅ ଜୀବନ୍ତ ହୃତପିଣ୍ଡ ଯାଉଛି! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ମଣିଷର ମୃ-ତ୍ୟୁ ପରେ ତାର ହୃତପିଣ୍ଡ କାମ କରିବା ବନ୍ଦ ହୋଇ ଯାଇଥାଏ । ଏହା ପ୍ରକୃତି ର ନିୟମ ଅଟେ । ତେବେ କାହାର ହାର୍ଟ ଟ୍ରାନ୍ସ ପ୍ଳାଣ୍ଟ କରାଯାଏ ତେବେ ବ୍ଯକ୍ତିର ହାର୍ଟ ପ୍ରଥମେ କଢା ଯାଇଥାଏ । ଅନେକ ସମୟରେ ସୋସିଆଲ ମିଡିଆରେ ହାର୍ଟ ଜନିତ ଘଟଣାକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଛି ।

ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି । ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ନିଆରା ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓ ର ଭିଜୁଆଲ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ଆପଣ ବି ଏହି ଭିଡିଓ ବିଶାରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ସଂପୂର୍ଣ୍ଣ ବିବରଣୀ । ସୂଚନା ଅନୁଯାୟୀ ଯାଉଛି ଜୀବନ୍ତ ହୃତପିଣ୍ଡ ତାହା ପୁଣି ଜୀବନ୍ତ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଜୀବନ୍ତ ହୃତପିଣ୍ଡ କୁ କାଦ ସୁରକ୍ଷା ବଳରେ ନିଆ ଯାଇଛି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଲାଇଭ ହାର୍ଟ ଯାଉଛି ।

ତେବେ ଏଭଳି ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଠାରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ହାର୍ଟ ଜୀବନ୍ତ ଥିବାର ଜଣା ପଡିଛି ଯାହାର ଲାଇଭ ହୋଇଛି । ବଞ୍ଚିଥିବା ମଣିଷର ହାର୍ଟ କେଉଁଠା କୁ ଯାଉଛି ତାହା ର ସ୍ପଷ୍ଟ ସୂଚନା ମିଳି ନାହି । କିନ୍ତୁ ହାର୍ଟ କୁ ପ୍ରଥମେ ଲିଫ୍ଟ ସାହାର୍ଯ୍ୟ ରେ ସୁରକ୍ଷା ଭାବେ ନିଆ ଯାଇଛି ।

ତା ପରେ ଗାଡି ରେ ରଖାଯାଇ ତାହାକୁ ସ୍ଥାନାନ୍ତର କରା ଯାଇଛି । ଜୀବନ୍ତ ହାର ନେବା ସହ ପୋଲିସ ମାନଙ୍କର କଡା ସୁରକ୍ଷା ରହିଛି । ଏହା ସହ ଡାକ୍ତରୀ ଟିମ ମଧ୍ୟ ସେଠାରେ ଉପସ୍ଥିତ ରହି ସୁରକ୍ଷିତ ଭାବେ ହରତ କୁ ନେଇ ଯାଉ ଥିବାର ଲାଇଭ ଭିଡିଓ ରେ ନଜର ଆସୁଛି ।

ତେବେ ଏହି ହାର୍ଟ ଟି କାହାର ଓ କଣ ପାଇଁ ଏବଂ କେଉଁଠି କୁ ଯାଇଛି ତାହା ର କିଛି ସ୍ପଷ୍ଟ ସୂଚନା ମିଳି ନାହି । ତେବେ ବୋଧ ହୁଏ ପ୍ରଥମ ଥର ପାଇଁ କୌଣସି ମଣିଷ ର ଜୀବନ୍ତ ହାର୍ଟ ଏଭଳି ଭାବେ ନିଆ ଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଦେଖା ଯାଉଛି । ଆଉ ଏହି ଭିଡିଓ କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *