ଦର୍ଶକ ବନ୍ଧୁ ଆଜିର ସମୟରେ ପିଲା ମାନେ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । କିଛି କିଛି ପିଲା ଏମିତି ଅଛନ୍ତି ଯେଉଁ ମାନେ ୨୪ ଘଣ୍ଟା ରୁ ୨୨ କି ୨୩ ଘଣ୍ଟା ପାଠ ପଢୁଛନ୍ତି ତଥାପି ତାଙ୍କର ପାଠ ଭଲ ହେଉ ନାହି । ଆଜିକାଲି ପୁଅ ହେଉ ବ ଝିଅ ସମସ୍ତେ ନିଜର ପାଠ ପଢା ରେ ବେଷ୍ଟ ଦେବାକୁ ପ୍ରୟାସ କରୁଛନ୍ତି । ଆଉ କିଛି ମାତ୍ରା ରେ ସଫଳ ମଧ୍ୟ ହେଉଛନ୍ତି । କିନ୍ତୁ ପାଠ ମାନେ ରଖିବାର କିଛି ଟ୍ରିକ ଜାଣିପାରିଲେ ଏତେ ସମୟ ପଢିବା ଦରକାର ହେବ ନାହି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଆଜିର ସମୟରେ ପାଠ ପଢା ବହୁତ କଷ୍ଟକର ହୋଇ ଗଲାଣି କହିଲେ ଛଳେ । କାରଣ ପୂର୍ବରୁ ଏତେ ସବୁ ବହି ନ ଥିଲା କିନ୍ତୁ ଆଜିର ସମୟରେ ଅଧିକ ବହି ହେବ କାରଣରୁ ପିଲା ମାନେ ଘଣ୍ଟା ଘଣ୍ଟା ଧରି ପଢୁଛନ୍ତି । କିନ୍ତୁ ପାଠ ଭଲ ଭାବେ ମାନେ ରଖିପାରୁ ନାହାନ୍ତି । ତେବେ ଏହାର କାରଣ ହେଉଛି ପିଲା ମାନଙ୍କର ଧ୍ୟାନ ଆଉ କେଉଁଠି ରହୁଛି ଯାହା ପାଇଁ ସେମାନେ ପାଠ ପ୍ରତି ଧ୍ୟାନ ଦେଇପାରୁ ନାହାନ୍ତି । ଉଦାହରଣ ଯଦି ପିଲା ମାନେ ଗୋଟେ ଗୀତ ଶୁଣୁଛନ୍ତି ତେବେ ତାହାକୁ ବହୁତ ଭଲ ଭାବେ ମନ ଦେଇ ଶୁଣୁଛନ୍ତି ଯେ ପର୍ଯ୍ୟନ୍ତ ଗୀତ ନ ସରିଛି ।
କିନ୍ତୁ ପାଠ କୁ ସେମିତି ଧ୍ୟାନ ଦେଇ ଶୁଣୁ ନାହାନ୍ତି କି ପଢୁ ନାହାନ୍ତି । ଯାହା ଫଳରେ ପାଠ ହେଉ ନାହି । ତେଣୁ ପ୍ରଥମ ଟ୍ରିକ ହେଉଛି ପୁଅ ହେଉ ବା ଝିଅ ହେଉ ଧୀର ସ୍ଥିର ହୋଇ ଗୋଟେ ଜାଗାରେ ବସିବା ଉଚିତ । ବସିବା ଦ୍ଵାରା ମାଇଣ୍ଡ ସ୍ଥିର ରହିବ ଆଉ ଯେଉଁ ପାଠ ଅଳ୍ପ ସମୟ ପାଇଁ ହେଉ ପଚର ପଢୀଥିଲେ ନିଶ୍ଚୟ ମାନେ ରହିବ । ଏହା ଛଡା ପିଲା ମାନେ ପଢିବା ବେଳେ ଏଣେତେଣେ ନଜର ରଖୁଛନ୍ତି ବା କୌଣସି କାମରେ ବ୍ୟସ୍ତ ରହୁଛନ୍ତି ଯାହା ପାଇଁ ସେମାନେ ଯେ କୌଣସି ବିଷୟ ପଢିଲେ ବି ତାର ପ୍ରାଟିଶ କରୁ ନାହାନ୍ତି ।
ଯାହା ଫଳରେ ଯଦି କେହି ପ୍ରଶ୍ନ ପଚାରୁଛନ୍ତି ତାର ଉତ୍ତର ଦେଲା ବେଳକୁ ସେମାନେ ଅନେକ ସମୟ ଭାବୁଛନ୍ତି । ଆଉ କିଛି ପିଲା ମାନେ ତ ସାଧାରଣ ପ୍ରଶ୍ନ ର ବି ଉତ୍ତର ଦେଇପାରୁ ନାହାନ୍ତି । ତେଣୁ ପ୍ରତେକ ଦିନ ପଢିବା ସହ ଯେଉଁ ପାଠ ପଢୁଛନ୍ତି ବା ଯେଉଁ ବିଷୟ ଉପରେ ପଢୁଛନ୍ତି ତାର ପ୍ରାଟିଶ କରନ୍ତୁ । ଦେଖିବେ ନିଶ୍ଚୟ ମନେ ରହିବ ।
ଯଦି ଆପଣଙ୍କୁ କେହି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ପଚାରିବେ ତେବେ ଯଦି ଆପଣ ପ୍ରତିଶ କରିଥିବେ ତେବେ ନିଶ୍ଚୟ ଉତ୍ତର ସଙ୍ଗେ ସଙ୍ଗେ ଦେଇ ଦେବେ । ତେଣୁ ଏହି ସବୁ ଟ୍ରିକ ଆପ୍ଳାଏ କରିଲେ ନିଶ୍ଚୟ ଭଲ ପାଠ ପଢିବେ ଆଉ ମନେ ରଖିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।