ପଇସା ଗଣି ଗଣି ଥକିଯିବେ ଦୀର୍ଘ 172 ବର୍ଷ ପରେ ଜୁନ 14 ରେ “ଯୋଗିନୀ ଏକାଦଶି” ରେ ଏହି ରାଶି ହେବେ କୋଟିପତି

ଆଷାଢ ମାସର କୃଷ୍ଣ ପକ୍ଷ ର ଏକାଦଶୀ କୁ ଯୋଗିନୀ ଏକାଦଶୀ ପାଳନ କରାଯାଏ । ଏହି ବ୍ରତ କରୁଥିବା ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହେବା ସହ ସମସ୍ତ ପାପ କ୍ଷୟ ହୋଇଥାଏ । ଏହି ଥର ଜୁନ 14 ତାରିଖ ବୁଧବାର ଦିନ ପଡିବାକୁ ଯାଉଛି ଯୋଗିନୀ ଏକାଦଶୀ ପଡିବାକୁ ଯାଉଛି । ଏହି ଦିନ ଭଗବାନ ବିଶୁଣୁ ଙ୍କୁ ବିଶେଷ ଭାବେ ପୂଜା କରାଯାଏ । ଏହି ବ୍ରତ କରିବାର ଅର୍ଥ 88 ହଜାର ପୂଜକ ଙ୍କୁ ଭୋଜନ କରାଇବା ସହ ସମାନ ହୋଇଥାଏ । ତେବେ ଯୋଗିନୀ ଏକାଦଶୀ ରେ ଗ୍ରହ ମାନଙ୍କର ସଂଯୋଗ କାରଣରୁ କିଛି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମକର ରାଶି : ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଆପଣଙ୍କ ଉପରେ ମେହରବାନ ଅଛନ୍ତି । ଜୀବନର ସବୁ ଦୁଃଖ କଷ୍ଟ ଦୂର ହେବ । ଯେଉଁ କମାରେ ଆପଣ ସଫଳତା ପ୍ରାପ୍ତ କରିବାକୁ ଚାହୁଁଥିଲେ ତାହା ପୂରଣ ହେବ । ଉଧାର ଦେଇଥିବା ଟଙ୍କା ଫେରି ପାଇବେ ।

ମେଷ ରାଶି ; ଏହି ସମୟରେ ଶୁଭ ମହା ସଂଯୋଗ କାରଣରୁ ଆପଣଙ୍କୁ ଲାଭଦାୟକ ସ୍ଥିତି ଦେଖିବାକୁ ମିଳିବ । ଧନ ଲାଭର ଯୋଗ ଅଛି । ଭବିଷ୍ୟତ ପାଇଁ ଯେଉଁ ଯୋଜନା କରିଛନ୍ତି ତାହା ସଫଳ ହେବା ସହ ଏହା ଉପରେ କାର୍ଯ୍ୟ କରନ୍ତୁ ।

କନ୍ୟା ରାଶି : ଆପଣଙ୍କ ପାଇଁ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ କୃପାରୁ ଖୁସି ର ଭଣ୍ଡାର ନେଇକି ଆସୁଛି । ପରିବାରରେ ସୁଖ ଶାନ୍ତି ଆସିବ । ଅଟକିଥିବା କାମ ପୂରଣ ହେବ । ଜୀବନ ସାଥିଙ୍କ ସହ ପ୍ରେମ ବଢିବ ।

ମୀନ ରାଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଆପଣଙ୍କ ଉପରେ ମେହରବାନ ଅଛନ୍ତି । ଯେ କୌଣସି ନୂଆ ବିଜନେସ ଆରମ୍ଭ କରିବେ ସେଥିରେ ବଡ ସଫଳତା ପାଇବେ । ବ୍ୟବସାୟରେ ଭାରି ଧନ ଲାଭ ହେବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଏବେ ଖୁସି ହିଁ ଖୁସି ଆସିବାକୁ ଯାଉଛି । କାର୍ଯ୍ୟ ଓ ବିଚାରର ଏକାଗ୍ରତା ଆସିବ । ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରି ଅଲଗା ପରିଚୟ ସୃଷ୍ଟି କରିବେ । ଅଚାନକ ଧନ ଲାଭ ହେବ ।

ତୁଳା ରାଶି : ଆପଣଙ୍କ ଉପରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

ବୃଷ ରାଶି : କରଜ ରୁ ମୁକ୍ତି ପାଇବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଆପଣ ନୂଆ ଘର ବା ଗାଡି କିଣିପାରନ୍ତି । ସାମାଜିକ ରୂପରେ ଅଲଗା ଅପରିଚୟ ପାଇବେ । ପରିବାରର ପୂର୍ଣ୍ଣ ସହଯୋଗ ମିଳିବ ।

ବିଛା ରାଶି : ଅନେକ ବଡ ବଡ ଫାଇଦା ମିଳିବ । ଚାକିରିରେ ପଦୋନ୍ନତି ହେବ । ପରିବାରରେ ନୂଆ ଜିନିଷର ଆଗମନ ହେବ । ବ୍ୟାପାର ଓ ବ୍ୟବସାୟରେ ଧନ ଲାଭ ହେବ । ଚାକିରିରେ ଉନ୍ନତି ହେବ । ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *