ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାକିସ୍ତାନ ନିଜର ଲ-ଜ୍ୟା ଭୁଲି ଗଲାଣି । ଦେଶ ଚଲାଉ ପାରୁ ନାହାନ୍ତି ପାକିସ୍ତାନର ମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ଦିନକୁ ଦିନ କାଙ୍ଗାଳ ଅବସ୍ଥାକୁ ଯାଉଛି । ପାକିସ୍ତାନରେ ନାଁ ଖାଇବାକୁ ଅଛି ନାଁ ଟଙ୍କା ଅଛି । ପାକିସ୍ତାନର ଏପରି ଆର୍ଥିକ ସ୍ଥିତି ହୋଇ ପଡିଛି କିପରି ଦେଶକୁ ଚଳାଇବେ ତାହାକୁ ନେଇ ଚି-ନ୍ତା-ରେ ପଡିଛନ୍ତି ଇମ୍ରାନ ଖାନ । କଥାରେ ଅଛି ଅଭାବ ନଷ୍ଟ କରେ ସ୍ଵଭାବ । ଠିକ ସେହିଭଳି ସ୍ଥିତି ରହିଛି ପାକିସ୍ତାନର । ପାଖରେ ଟଙ୍କା ନ ଥିବାରୁ ଅନେକ ସ୍ଥାନରୁ ରୁଣ ଉଠାଉଛନ୍ତି ଇମ୍ରାନ ଖାନ ।
ରୁଣ ଏମିତି ନେଉଛନ୍ତି ପୂର୍ବତନ ମନ୍ତ୍ରୀଙ୍କ ରେକର୍ଡ ବହଙ୍ଗି ଦେଲେଣି ଇମ୍ରାନ ସ-ର-କା-ର । ଏଥର ସାଉଦି ଆରବର ରାଜ୍କୁମାର ଇମ୍ରାନଙ୍କୁ ୩ ବିଲିୟନ ଆମେରିକାନ ଡଲାରର ରୁଣ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ରୁଣ ନେବାରେ ପାକ ସରାକର ପ୍ରଥମ ସ୍ଥାନରେ ଅଛନ୍ତି । ଏହା ସହ ପାକିସ୍ତାନରେ ମନ୍ତ୍ରୀ ହେବା ପରେ ଇମ୍ରାନଙ୍କ ରୁଣ ୧୮୫ ପ୍ରତିଶତ ବୃଦ୍ଧି ପାଇଛି । ପାକିସ୍ତାନର ସ୍ଥିତି ଏମିତି ହେଲାଣି ଯେ ୪୦% ଭାଗ ଅନ୍ୟ ଦେଶ ରୁଣ ଦେଇଥିବରୁ ଚାଲିଛି ।
ଜୁନ ୫ ୨୦୧୩ରେ ନବାବ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ୨୦୧୭ରେ ସାହବାଜ ସରିଫ ଓ ସହିଦ ଖକାନ ଅକାସି ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ପରେ ନାସୀର-ଉଲ- ମୁଲ୍କଜୁନ ୧ ୨୦୧୮ ରୁ ଅଗଷ୍ଟ ୧୮ ନ୨୦୧୮ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେ ବେଳକୁ ପାକିସ୍ତାନର ରୁଣ ହାର ବୃଦ୍ଧି ପାଇ ୭୩.୩ ବିଲିୟନ ଡଲାର କୁ ବୃଦ୍ଧି ପାଇଥିଲା । ଅଗଷ୍ଟ ୧୮ ୨୦୧୮ରେ ଇମରାନ ଖାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହା ପରେ ନୂଆ ନୂଆ ରୁଣ ନେବାରେ କରିବାରେ ପାକିସ୍ତାନ ରେକର୍ଡ କରିଥିଲା ।
ଅଗଷ୍ଟ ୨୦୧୮ରୁ ଡିସେମ୍ବର ୨୦୨୦ ଯାଏଁ ପାକିସ୍ତାନ ଚୀନ, ସାଉଡି ସମେତ ଅନେକ ଦେଶରୁ ୪୨.୪ ବିଲିୟନ ଡଲାର ର ରୁଣ ନେଇ ସାରିଛି । ଏହା ଶ ପାକିସ୍ତାନର ମୋଟ ରୁଣ ୧୧୫.୭ ବିଲିୟନ ଡଲାର ରେ ପହଞ୍ଚିଛି । ସବୁଠାରୁ ଗୁରତ୍ଵପୂର୍ଣ୍ଣ କଥା ହେଉଛି ପାକିସ୍ତାନ ଦେଶ ଋଣରେ ବୁଡି ରହିଥିଲେ ମଧ୍ୟ କୌଣସି ଚିନ୍ତା ପ୍ରକାଶ କରୁ ନାହାନ୍ତି ଇମ୍ରାନ ଖାନ । ଓଲଟା ଅନ୍ୟ ଦେଶରେ ନିଜକୁ ଦେଶକୁ ଚଳାଇବା ପାଇଁ ହାତ ପତାଉଛନ୍ତି ଇମ୍ରାନ ଖାନ । କୁହା ଯାଉଛି ଯେ ଅନ୍ତ ରାଷ୍ଟ୍ର ମାନେ ପାକିସ୍ତାନ କୁ ରୁଣ ଦେବା ପାଇଁ ଅଗ୍ରାହ୍ୟ ପ୍ରକାଶ କରୁଥିଲେ ମଧ୍ୟ ରୁଣ ମାଗିବାକୁ ବନ୍ଦ କରୁ ନାହାନ୍ତି ପାକ ସ-ର-କା-ର ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।