ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି । ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳାଙ୍କ ସହ କରୁଥିଲେ ରୋମାନ୍ସ । ଟାୱେଲ ପିନ୍ଧା ଅବସ୍ଥାରେ ଧରିଲା ସ୍ତ୍ରୀ । ହଁ ଦର୍ଶକ ବନ୍ଧୁ ବିବାହିତା ହେବା ପରେ ବି ଅନ୍ୟ ସ୍ତ୍ରୀ ଙ୍କ ସହ ସମ୍ପର୍କ ଗଢି ଉଠିଥିଲା ଆଉ ଚାଲିଥିଲା ରୋମାନ୍ସ । ସ୍ଥାନ, କାଳ, ପାତ୍ର କିଛି ଦେଖିଲେ ନାହି । ବସ ଏହି ଖବର ଜାଣିବା ପରେ ରାଗି ପଞ୍ଚମ ହୋଇଗଲେ ସ୍ତ୍ରୀ । ଆଉ ତା ପରେ କେମିତି ଗୋଡେଇ ଗୋଡେଇ ମାଡ ମାରୁଛନ୍ତି ସ୍ତ୍ରୀ ସ୍ଵାମୀ କୁ ତାହାର ଭିଜୁଆଲ ଆପଣ ମାନେ ଏହି ଭାଇରାଲ ଭିଡିଓ ରେ ଦେଖି ପାରିବେ ।
ସୋସିଆଲ ମିଡିଆରେ ବର୍ତ୍ତମାନ କିଛି ସମୟ ହେବ ଏହି ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଯେଉଁଠି ଜଣେ ମହିଳା ନିଜ ସ୍ଵାମୀ ଙ୍କ ପରକ୍ରିୟା ପ୍ରୀତି ବିଷୟରେ ଜାଣିବା ପରେ ହାଇ ଭୋଲେଟେଜ ଡ୍ରାମା କରିଛନ୍ତି ତାହା ବି ପୁଣି ବିଚ ରାସ୍ତା ରେ । ସ୍ଵାମୀ ଙ୍କ ସହ ଝଗଡା କରିବା ସହ ସମ୍ପୃକ୍ତ ମହିଳା ତାଙ୍କୁ ଠେଲା ପେଲା କରିଛନ୍ତି । ଖାଲି ସ୍ଵାମୀ ନୁହେଁ ବରଂ ମହିଳା ଜଣଙ୍କ ତାଙ୍କ ପ୍ରେମିକା କୁ ବି ଛାଡି ନାହାନ୍ତି ।
ଯୁବତୀ ଙ୍କୁ ଧରିବା ପାଇଁ ସମ୍ପୃକ୍ତ ମହିଳା ଜଣକ ରାସ୍ତା ରେ ଗୋଡାଇ ଥିବାର ଭିଡିଓ ଭାଇରାଲ ହୋଇଛି । ଏହି ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳୁଛି କି ମହିଳା ଜଣକ ସ୍ଵାମୀ ଙ୍କ ସହ ରାସ୍ତା ରେ ଝଗଡା କରୁଛନ୍ତି । ଏହା ସହ ସ୍ବାମୀଙ୍କୁ ପାଟି ତୁଣ୍ଡ କରିବା ସହ ଠେଲା ପେଲା କରୁଛନ୍ତି । ଆଉ ବ୍ୟକ୍ତି ଜଣକ ସ୍ତ୍ରୀ ଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଲେ କିନ୍ତୁ କଣ ହେବ ଏଭଳି ଦୃଶ୍ୟ ଦେଖି କେଉଁ ସ୍ତ୍ରୀ ବା ସାନ୍ତ ରହିବ ।
ରାଗରେ ରକ୍ତ ଚାଉଳ ଚୋବାଉ ଥିବା ସ୍ତ୍ରୀ ଘରୁ ଭିତରୁ ଡ୍ରେସ ଆଣି ସ୍ଵାମୀ ଙ୍କ ଉପରେ ଫିଙ୍ଗି ଦେଇଥିଲେ । ସ୍ଵାମୀ ସ୍ତ୍ରୀ ପ୍ରେମିକା ମଧ୍ୟରେ ଚାଲିଥିବା ଏହି ହାଇ ଡ୍ରାମା କୁ ପଡୋଶୀ ଉପୋଭୋଗ କରିବାର ନଜର ଆସୁଛନ୍ତି । ଅନ୍ୟ ପକ୍ଷ ରେ ମହିଳା ଜଣକ ଟାୱେଲ ପିନ୍ଧି ଥିବା ଯୁବତୀ ଙ୍କୁ ଗୋଡେଇ ଗୋଡେଇ ପିଛା କରୁଛନ୍ତି । ଯିଏ କି ମହିଳା ଙ୍କ ସ୍ବାମୀଙ୍କ ପ୍ରେମିକା ବୋଲି କୁହା ଯାଉଛି । ସୂଚନା ଅନୁଯାୟୀ ଯୁବତୀ ଜଣକ ଘର ର ବାଲକୋନୀ କୁ ଯାଇ ତଳକୁ ଓଲହାବା ପାଇଁ ପ୍ରୟାସ କରୁଥିଲେ ।
ହେଲେ ଯେମିତି ତାଙ୍କ ହାତରୁ ଖସି ନ ପାରିବେ ଏ ନେଇ ମହିଳା ଜଣକ ତାଙ୍କୁ ଜଗିଛନ୍ତି । ଏହି ସମୟରେ ମହିଳାଙ୍କ ସ୍ଵାମୀ ସ୍ତ୍ରୀ ଙ୍କୁ ଆସି ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଘଟଣା ପୁରା ଓଲଟା ହୋଇଥିଲା । ରସତା ଉପରେ ସ୍ଵାମୀ ଙ୍କୁ ଠେଲା ପେଲା କରିଛନ୍ତି ସ୍ତ୍ରୀ । ତେବେ ଭିଡିଓ ଟି କେଉଁ ଜାଗର ତାହା ସ୍ପଷ୍ଟ ହୋଇ ନାହି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।