ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ପ୍ରତେକ ଦିନ କିଛି ନା କିଛି ଘଟଣା ନେଇ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଲୋକେ ଏହାର ପ୍ରତିବାଦ କରୁଛନ୍ତି ତ ଆଉ କିଛି ଭିଡିଓ କୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି । ତେବେ ଅନେକ ସମୟରେ ଡେକହ ଯାଉଛି ଚକିତ କରି ଦେଲା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ବୁଝି ହେବ ନାହି କଣ ସବୁ ଘଟି ଯାଉଛି କିମ୍ବା ଏମିତି ବି କଣ ହୋଇପାରେ ଏଭଳି ନାନା ପ୍ରଶ୍ନ ମନରେ ଉଙ୍କି ମାରିଥାଏ । ବର୍ତ୍ତମାନ ସମୟରେ ସେହି ଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ହଠାତ ପଥର ଫଟାଇ ପିଛା କାଳି ପରି ବାହାରିଲା ପାଣି । ପାଣିର ବେଗ ଏତେ ଅଧିକ ଥିଲା ଯେ ତାହାକୁ ଅଟକାଇବା ଅସମ୍ଭବ ହୋଇ ପଡିଲା । ତେବେ ଏହା କେମିତି ଓ କାହିଁକି ପଥର ଫଟେଇ ପାଣି ବାହାରିଲା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅନେକ ସମୟରେ ଦୁନିଆରେ ଘଟୁଥିବା ଅନେକ ପ୍ରାକୃତିକ ଦୃଶ୍ୟ ସାମନା କୁ ଆସିଥାଏ । ଯାହା ଆମକୁ ଭିନ୍ନ ଏକେ ଭାବନା ଆଡକୁ ନେଇଯାଏ । ଏମିତି କି କାହିଁକି ଏପରି ହେଲା ଆମେ ଭାବିବା ପାଇଁ ବାଧ୍ୟ ହୋଇଥାଉ । କିନ୍ତୁ କୌଣସି ଉତ୍ତର ଆମ ପାଖରେ ନ ଥାଏ ।
ତେବେ ଆପଣ ମାନେ ଏହି ଭିଡିଓ ରେ ଦୃଶ୍ୟ ଦେଖିଲେ ସମାନ କଥା ଭାବିବେ କିନ୍ତୁ ଉତ୍ତର ପାଇବେ ଅନହି । ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ କେମିତି ପଥର ଫଟାଇ ଗୋଟେ ସ୍ଥାନ ରୁ ଭାରି ଜୋର ରେ ପାଣି ବାହାରୁଛି । ଆଉ ଏହି ଦୃଶ୍ୟ କୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଭାଇରାଲ ହୋଇଥିବା ଏହି ଭିଡିଓ ରେ ଦେଖିବାକୁ ମିଳୁଛି କି ପଥର ମଝି ରୁ ପ୍ରଖର ବେଗରେ ପଣି ବାହାରୁଛି । ଲୋକ ମାନେ ପ୍ରଶ୍ନ କରୁଛନ୍ତି ଏଠାରେ ପାଣିର ପ୍ରଖରତା କେଉଁଠୁ ଆସୁଛି ? ଲୋକ ମାନେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ।
ବର୍ତ୍ତମାନ ସୁଧା ଏହି ଭିଡିଓ କୁ ୧୦ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି । ଏମିତିକି ଲକ୍ଷ ଲକ୍ଷ କମେଣ୍ଟ ମଧ୍ୟ ଲୋକେ ଏହି ଭିଡିଓ କୁ ଦେଖି ଦେଉଛନ୍ତି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ । ହେଲେ କାହିଁକି ଏମିତି ଉତ୍ତର ତାହା ସ୍ପଷ୍ଟ ହୋଇ ନାହି ।
ତେବେ ଏହି ଘଟଣା ଟି କେଉଁଠି ଘଟିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି କି ଏହାର କାରଣ କଣ ହୋଇପାରେ ତାହା ମଧ୍ୟ ସୂଚନା ମିଳି ନାହି । ତେବେ ସେ ଯାହା ବି ହେଉ ସୋସିଆଲ ମିଡିଆରେ କିନ୍ତୁ ଏହି ଭିଡିଓ ଟି ବେଶ ଚର୍ଚ୍ଚା ରେ ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଦୃଶ୍ୟ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।