ତାଣ୍ଡବ ଦେଖାଉଛି ଆମେରିକାର ପ୍ରକୃତି କରୁଛି ଭୟଙ୍କର ଖେଳ । ସତେ କି ପ୍ରକୃତି କରୁଛି ତାଣ୍ଡବ । ଆମେରିକାରେ ବୋଧେ ହୁଏ କେବେଭି ଦେଖି ନଥିବେ ଏପରି ଭୟଙ୍କର ଦ୍ରୁଶ୍ଯ । ଆକାଶ ରେ ପତର ପରି ଉଡିଲା ଘର ଛପର । କ୍ୟାମେରା ରେ କଏଦ ହେଲା ଭୟଙ୍କର ଘୂର୍ଣ୍ଣୀ ଝଡର ଦୃଶ୍ୟ । 15 ହଜାର ରୁ ଅଧିକ ଘର କ୍ଷତି ଗ୍ରସ୍ତ 3 ଜଣଙ୍କ ମୃତ୍ୟୁ । ଏହି ଭୟାନକର ଦୃଶ୍ୟ ସବୁ କିଛି ନଷ୍ଟ କରି ଦେଇଛି । ଏହା ଆମେରିକା ର କାନସାସ ସହରରେ ହୋଇ ଥିବା ଭୟଙ୍କର ଘୂର୍ଣ୍ଣି ଝଡର ଦୃଶ୍ୟ ।
ଏହାର ପ୍ରବଭାବ ଏତେ ଅଧିକା ଥିଲା କି ଘର ର ଛାପର ସବୁ ଆଡେ ଉଡି ଯାଇଥିଲା । ଅନେକ ଲୋକମାନେ ନିଜର ସବୁକିଛି ହରାଇ ଦେଇଥିଲେ । କେହି କିଛି ବୁଝିବା ଆଗରୁ ସବୁ କିଛି ଉଡାଇ ନେଇ ଥିଲା ଆଖି ପିଛୁଳାକେ । ଏହି ବ୍ୟାପକ କ୍ଷୟ କ୍ଷତି ହୋଇଥିଲା । ଯାହାର ଆକଳନ କରାଯାଇ ପାରିବ ନି ।
ଏହି କ୍ଷୟ କ୍ଷତି ଜନଜୀବନ କୁ ଯେତେ ପ୍ରଭାବିତ କରିଛି ତା ଠାରୁ ଅଧିକା ଲୋକମାନେ ଭୟ କରି ଯାଇଛନ୍ତି । କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ପରିବାର ଲୋକଙ୍କୁ ସେହି ଜାଗାରୁ ପାଇବା ପାଇଁ ଚେଷ୍ଟା କରୁଛନ୍ତି । କୁହାଯାଏ କି ଏହି ଭୟଙ୍କର ଘଟଣା ସଭିଙ୍କୁ ଆଚମ୍ବିତ କରି ଦେଇଛି ।
କୁହାଯାଏ କି ପ୍ରକୃତି ଆମକୁ ଅଭୁତ ସବୁ ବେଳେ ବହୁତ କିଛି ଦେଇ ଥାଏ ମାତ୍ର ଏହାକୁ ନଜର ନନ୍ଦାଜ କରିକି ଆମେ କେବେ ହେଲେ କିଛି କରି ପାରିବାନୀ । ଆମକୁ ଯିଏ ନିଜର ସବୁ କିଛି ଦେଇ ବଢେଇଛି । ମାତ୍ର ଆମେ ଏହାକୁ ଦେଖି କରିକି ଆଖି ବୁଜିବା ଭଳି କାମ କରିବା ଅନୁଚିତ ଅଟେ ।
ଆମେ ଆମ ସୁରକ୍ଷା ପାଇଁ ଆମ ସବୁ ଗଛ କୁ କଟିବାରେ ଲାଗୁଛୁ ଏହା ପରେ ମଧ୍ୟ ଆମେ ଆମ ଲୋଭକୁ ଅଟକାଇବା ପାଇଁ ଚେଷ୍ଟା କରିନୁ । 5000 ରୁ ଅଧିକା ଘରେ ଏହା ପାଇଁ ବରବାଦ ହୋଇଛି ଆଗକୁ ଯାଇକି ଏହା ଆହୁରି ଖରାପ ପରିଣାମ ଆଣି ଦେବ । ଏହା ସହ ବିଦ୍ୟୁତ ମଧ୍ୟ ଚାଲି ଯାଇଥିବାର ଜଣା ଯାଇଛି ।
ପ୍ରକୃତି ର ଏହି ନିୟମ ଆମକୁ ଚିନ୍ତାରେ ପକାଇ ଦେଉଛି । ତେବେ ଏବେ ସ୍ଥାନୀୟ ଲୋକମାନେ ଓ ସୋସିଆଲ ମିଡିଆ ରେ ଦେଖୁଥିବା ଲୋକମାନେ ଭୟବିତ ହୋଇଛନ୍ତି ସେଠାକାର କାଉନସିଲ ଏହାକୁ ରାଜ୍ୟର ସବୁ ଠାରୁ ବଡ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ।