ଗଡକାରୀଙ୍କ ବଡ ବୟାନ: 5 ବର୍ଷରେ ରାସ୍ତାରୁ ହଟିବ ସବୁ Petrol ଗାଡି… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଗଡକାରୀ ଙ୍କ ବଡ ବୟାନ ବର୍ତ୍ତମାନ ସାମନାକୁ ଆସିଛି । ଆଗାମୀ ୫ ବର୍ଷ ଭିତରେ ବନ୍ଦ ହେବ ସବୁ ପେଟ୍ରୋଲ ଗାଡି । ଏଣିକି ଗ୍ଯାସ ରେ ଚାଲିବ ସବୁ ପେଟ୍ରୋଲ ଗାଡି । ଆଉ ମାତ୍ର ୫ ବର୍ଷ । ରାସ୍ତା ରେ ଚାଲୁଥିବା ସବୁ ପେଟ୍ରୋଲ ବନ୍ଦ ହୋଇଯିବ ବୋଲି କେନ୍ଦ୍ର ଓ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀ ବୟାନ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ରାସ୍ତା ରୁ ଏହି ସବୁ ଗାଡି ହଟିଲେ ପ୍ରଦ୍ଯୁଶଣ କମିବା ସହ ଇଲେକ୍ଟ୍ରି ଗାଡିର ଚାହିଦା ବଢିବ ବୋଲି ସେ କହିଛନ୍ତି ।

ଗଡକାରୀ ଆହୁରି କହୁଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଚାଲୁଥିବା ପେଟ୍ରୋଲ ଚାଳିତ ଗାଡି ମୋଟୋର ସବୁ ଗାୟବ ହୋଇଯିବ । ଏହା ସାହା ଆଗାମୀ ଦିନରେ ଦେଶରେ ଆଉ ପେଟ୍ରୋଲ ର ଆବଶ୍ୟକତା ପଡିବ ନାହି ବୋଲି ନିତିନ ଗଡକାରୀ କହିଛନ୍ତି । ଆଉ ନିତିନ ଗଡକାରୀ ଙ୍କ ଏହି ବୟାନକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏମିତି ପେଟ୍ରୋଲ ର ସ୍ଥାନ ଆଉ କେତେ ଦିନ ରହିବ ବୋଲି କୁହା ଯାଉଛି । କେବଳ କାର ନୁହେଁ ବରଂ ବାଇକ ଓ ବଡ ବଡ ଜାଣ ମଧ୍ୟ ଗ୍ରୀନ ହାଇଡ୍ରୋଜେନ ଓ ସିଏନଜି ରେ ଚାଲିବ ବୋଲି ନିତିନ ଗଡକାରୀ କହିଛନ୍ତି । ମହାରାଷ୍ଟ୍ର ର ଅଙ୍କୋଲା ସ୍ଥିତ କୃଷି ବିଦ୍ୟାଳୟର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏପରି ଦାବି କରିଛନ୍ତି ସଡକ ପରିବାହନ ମନ୍ତ୍ରୀ ନିତିନ ଗଡକାରୀ ।

ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ନିଜର ରୋକଠୋକ ନିସ୍ପତି କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ଗଡକାରୀ । ତେବେ ସଡକ ସୁରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ସବୁଜ ଶକ୍ତି ଉପରେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି ନିତିନ ଗଡକାରୀ । ନିକଟରେ ହାଇଡ୍ରୋଜେନ ଚାଳିତ କାର କୁ ନେଇ ଚର୍ଚ୍ଚା ରେ ରହିଥିଲେ ନିତିନ ଗଡକାରୀ ।

ତେବେ ପୁଣି ଥରେ ୫ ବର୍ଷରେ ରାସ୍ତା ରେ ପେଟ୍ରୋଲ ଗାଡି ହଟିବା ନେଇ ଏବେ ଚିନ୍ତା ରେ ଗାଡି ମାଲିକ ମାନେ । ତେବେ ନିତିନ ଗଡକାରୀ ନିଜର ଏଭଳି ନିସ୍ପତି କୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ରେ ରହିଛନ୍ତି । ତେବେ ୫ ବର୍ଷ ମଧ୍ୟରେ ଯଦି ପେଟ୍ରୋଲ ଗାଡି ବନ୍ଦ ହୋଇଯାଏ ତେବେ ଗାଡି ମାଲିକ ମାନଙ୍କର ବ୍ୟବସାୟ ଉପରେ ନିଶ୍ଚିନ୍ତ ଭାବେ ପ୍ରଭାବ ପଡି ବୋଲି ଆଶଙ୍କା ରହିଛି ।

ଅନ୍ୟ ଦ୍ରୁଷ୍ଟି ରେ ଦେଖିବାକୁ ଗଲେ ଯଦି ଗ୍ଯାସ ରେ ଗାଡି ଚାଲିବ ତେବେ ପରିବେଶ ସୁରକ୍ଷା ହେବ ସହ ବାୟୁ ପ୍ରଦ୍ଯୁଶଣ କମ ହୋଇପାରିବ ଯାହା ଅନୁମାନ କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀ ଙ୍କ ଏଭଳି ବୟାନ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *