ଫୋନ ରେ କଣ ପାଇଁ ରହିଥାଏ ଫ୍ଲାଇଟ ମୋଡ । ଏହି ଫ୍ଲାଇଟ ମୋଡ ର ପ୍ରକୃତ କାମ କଣ ? କେତେବେଳେ ଏହାର ବ୍ଯବହର କରାଯାଏ ? ଉଡାଜାହାଜରେ ଫ୍ଲାଇଟ ମୋଡ ଅନ ନ କରିଲେ କଣ ହୁଏ ? ତେବେ ଦର୍ଶକ ବନ୍ଧୁ ଫ୍ଲାଇଟ ମୋଡ ହେଉଛି ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଅପ୍ସନ । ଆଜିକାଲିର ସ୍ମାର୍ଟ ଫୋନ ରେ କିଛି ଥାଉ କି ନ ଥାଉ ଫ୍ଲାଇଟ ମୋଡ ରହିବା ନିହାତି ଜରୁରୀ ଅଟେ ।
ଆମେ ଯେବେ ପେଲ୍ନ ରେ ଯାତ୍ରା କରିଥାଉ ସେହି ସମୟରେ ଆମକୁ ଫୋନ ଅଫ କରିବା ପାଇଁ କିମ୍ବ ଫ୍ଲାଇଟ ମୋଡ କରିବା ପାଇଁ କୁହାଯାଏ । ହେଲେ ଆପଣ ମାନେ କେବେ ଭାବିଛନ୍ତି ପ୍ଳେନ ରେ ଯାତ୍ରା କରିବା ସମୟରେ ଆମକୁ କଣ ପାଇଁ ଫ୍ଲାଇଟ ମୋଡ କରିବାକୁ କୁହାଯାଏ ? ଥରେ ଆପଣ ନିଜର ଫୋନ ସେଟିଂ କୁ ଯାଇ ଦେଖନ୍ତୁ । ସେଠାରେ ପ୍ଳେନ ର ଏକ ଅପ୍ସନ ଦେଖାଯିବ ।
ସେହି ଅପସନ କୁ ଆମେ ଅନେକ ସମୟରେ ବ୍ୟବହାର କରିଥାଉ । ଫୋନ କୁ ସ୍ଵିଜ ଅଫ କରିବାକୁ ଚାହିଁଲେ ଆମେ ଏହି ଅପ୍ସନ କୁ ବ୍ୟବହାର କରିଥାଉ । ଏହା ତ ଆମେ ସବୁ ଜାଣିଛେ ଫ୍ଲାଇଟ ମୋଡ ଅନ ହେଲେ ଫୋନ ଅନ ରହିବା ସହ ଅଫ ବି ହୋଇଯାଏ । ଫ୍ଲାଇଟ ମୋଡ ଅନ ହେଲା ଫୋନ ଟି ପୁରା ନେଟୱାର୍କ ସିଷ୍ଟମ ରୁ ଅଲଗା ହୋଇଯାଏ ।
ଯାହା ଦ୍ଵାରା ଫୋନ ରୁ କାହା ପାଖକୁ କଲ ଲାଗେ ନାହି କି ଇଣ୍ଟର ନେଟ ଆମେ ବ୍ୟବହାର କରି ପାରିବା ଆହି । ଆଜି ଆମେ ଆପଣଙ୍କୁ କହିବୁ ପ୍ରକୃତରେ ଫ୍ଲାଇଟ ମୋଡ ର କାମ କଣ ଓ ଏହାକୁ କେତେବେଳେ ବ୍ୟବହାର କରାଯାଏ । ପ୍ଳେନ ରେ ଯାତ୍ରା କରିବା ସମୟରେ ଯଦି ଫୋନ ଫ୍ଲାଇଟ ମୋଡ ଅପ୍ସନ ଅନ ନ କରିବା ତେବେ ମୋବାଇଲ ଫୋନ ର ସିଗନାଲ ବିମାନର କମ୍ୟୁନି ସିଷ୍ଟମ କୁ ବହୁଳ ମାତ୍ରା ରେ ପ୍ରଭାବିତ କରିଥାଏ ।
ଏହି କାରଣରୁ ବିମାନ ଉଡାଇଥିବା ପାଇଲଟ ଙ୍କୁ ଅନେକ ପ୍ରକାରର ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ପ୍ଳେନ ଉଡୁଥିବା ସମୟରେ ପାଇଲଟ ସବୁ ସମୟରେ କଣ୍ଟ୍ରୋଲ ରୁମ ସହ ସମ୍ପର୍କ ରେ ରହିଥାଏ । ଯଦି ଫୋନ ର ଫ୍ଲାଇଟ ମୋଡ ଅନ ରୁହେ ତେବେ ପାଇଲଟ କୁ ସୂଚନା ମିଳିବାରେ ଅସୁବିଧା ହୁଏ । ଯେମିତି ନେପାଳ ରେ ଏଟି ବିମାନରେ ହୋଇଥିଲା ।
ପ୍ଳେନ ରେ ଜଣେ ଯାତ୍ରୀ ଲାଇଭ କରୁଥିବାରୁ ପାଗ ସମ୍ପର୍କରେ ଠିକ ଭାବେ ସୂଚନା ପାଇ ପାରିଲେ ନାହି ପାଇଲଟ । ଯେଉଁଥି ପାଇଁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏଟି ବିମାନ । ଫୋନ ରେ ଫ୍ଲାଇଟ ମୋଡ ଅଫ ଥିଲେ ରେଡିଓ ଫ୍ରିକ୍ୟୁନେସି ରେ ଅସୁବିଧା ହୋଇଥାଏ । ଆଉ ଏଥିପାଇଁ ପ୍ଳେନ ରେ ଯିବା ସମୟରେ ଫ୍ଲାଇଟ ମୋଡ କୁ ଅନ କରିବାକୁ କୁହାଯାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।