ପିରିୟଡ଼ ସମୟରେ ଶାରୀରିକ ସମ୍ବନ୍ଧ ରଖବା ଠିକ୍ ନା ଭୁଲ ?

ବନ୍ଧୁଗଣ ସାଧାରଣତ ପିରିଏଡ ହେବା ମହିଳା ମାନଙ୍କର ଏକ ସାଧାରଣ ପ୍ରକ୍ରିୟା ଅଟେ ଆଉ ଏହା ପ୍ରକୃତି ର ନିୟମ ଅଟେ । ତେବେ ଏହି ସମୟରେ ମହିଳା ମାନଙ୍କୁ ଯେତେ ସମ୍ଭବ ରେଷ୍ଟ ନେବା ଉଚିତ । କାରଣ ପିରିଏଡ ସମୟରେ ଶରୀରରୁ ଅଧିକ ବ୍ରୀଡିଙ୍ଗ ହେବା କାରଣରୁ ମହିଳା ମାନେ ବହୁତ ଦୁର୍ବଳ ଅନୁଭବ କରିଥାନ୍ତି । କିଛି କିଛି ମହିଳା ମାନଙ୍କ କ୍ଷେତ୍ର ରେ ଶରୀରରୁ ଅଧିକ ବ୍ରୀଡିଙ୍ଗ ହେବା, ଶରୀର ଦୁର୍ବଳ ଲାଗିବା, ପେଟ କାଟିବା ଭଳି ସମସ୍ଯା ଦେଖା ଯାଇଥାଏ ।

କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ସମୟରେ ମହିଳା ମାନେ ଶାରୀରିକ ସମ୍ପର୍କ ରଖିବା କେତେ ଦୂର ହୋଇଥାଏ ? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ଭାବେ ।ଶାରୀରିକ ସମ୍ପର୍କ ରଖିବାକୁ ପ୍ରତେକ ପୁରୁଷ ଓ ନାରୀ ଇଛୁକ ହୋଇଥାନ୍ତି । କିନ୍ତୁ ଏହାର ଏକ ସଠିକ ସମୟ ରହିଥାଏ ଯାହା ପ୍ରତି ଉଭୟ ମହିଳା ଓ ପୁରୁଷ ଧ୍ୟାନ ଦେବା ଉଚିତ । ପିରିଏଡ ସମୟରେ ମହିଳା ମାନଙ୍କ କ୍ଷେତ୍ର ରେ ପେଟ କାଟିବା, ବାନ୍ତି ଲାଗିବା ଭଳି ବିଭିନ୍ନ ସମସ୍ଯା ଦେଖା ଦେଇଥାଏ ।

ଏହା ସହ ଅନେକ ମହିଳା ମାନଙ୍କର ଧାରଣା ରହିଛି ଏହି ସମୟରେ ସେକ୍ସ କରିବା ସୁରକ୍ଷିତ ଅଟେ । କିନ୍ତୁ ପିରିଏଡ ସମୟରେ ସେକ୍ସ ଶରୀର ପାଇଁ ହାନିକାରକ ବୋଲି ଜଣା ପଡିଛି । ପିରିଏଡ ସମୟରେ  ସେକ୍ସ କରିଲେ ଗର୍ଭ ଧାରଣ ଅଧିକ ରହିଥାଏ ବୋଲି ଅନେକ ମହିଳା ଭାବିଥାନ୍ତି । ହେଲେ ଏହା ଠିକ ନୁହେଁ । ଏହି ସମୟରେ ଗର୍ଭାଶୟ ଖୋଲା ରହି ଥିବାରୁ ଗର୍ଭ ଧାରଣ ହୋଇଥାଏ । ଏହି ସମୟରେ ସେକ୍ସ କରିବାକୁ ମହିଳା ମାନଙ୍କର ଅଧିକ ଇଚ୍ଛା ହୋଇଥାଏ । ତେଣୁ ଏହି ସମୟରେ ବିଶେଷ ଧ୍ୟାନ ଦେବାର ଜରୁରତ ଅଛି ।

ଯଦି ଏହି ସମୟରେ ସେକ୍ସ କରୁଥାନ୍ତି ତେବେ ସତର୍କ ରୁହନ୍ତୁ । ପିରିଏଡ ସମୟରେ ସେକ୍ସ କରିଲେ ମହିଳା ମାନଙ୍କ ଉପରେ ଅଧିକ ପ୍ରଭାବ ପଡିଥାଏ । ଏହି ସମୟରେ ସେକ୍ସ କରିଲେ ପେଟ କାଟିବା ଓ ବାନ୍ତି ଲାଗିବା ଭଳି ସମସ୍ଯା ଅଧିକ ଦିନ ଯାଏଁ ରହିଥାଏ । ତେଣୁ ପିରିଏଡ ସମୟରେ ଭୁଲରେ ବି ମହିଳା ମାନେ ନିଜ ସ୍ଵାମୀ ଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ।

ଏହା ଦ୍ଵାରା ଶରୀର ରେ ଖରାପ ପ୍ରଭାବ ପଡିଥାଏ । ଏହା ଶାସ୍ତ୍ର ଅନୁଯାୟୀ ମଧ୍ୟ ଗ୍ରହଣୀୟ ନୁହେଁ । ତେଣୁ ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *