ଗୋଟେ ବାପା ହିସାବରେ ତୁମେ ତୁମ ଛୁଆଙ୍କ ପାଇଁ କଣ କରୁଛ, ତା ପାଇଁ ବହୁତ ସାରା ସୁଖ ସୁବିଧା କରିଥାଉ । ବହୁତ ସାରା ଧାନ କମାଇ ଥାଉ, କଣ ଏହା ଉଚିତ ହୋଇଥାଏ ନିଜ ସନ୍ତାନ ମାନଙ୍କ ପାଇଁ । ଗୋଟେ ଚଢେଇକୁ ଦେଖିଛ ସେବି ସନ୍ତାନଙ୍କୁ ଜନ୍ମ ଦେଇଥାଏ । ସେ ତାକୁ ପାଳିଥାଏ ଓ ପୋଷିଥାଏ ଓ ଉଡିବା ଶିଖାଇ ଥାଏ ଔ ଭୋଜନର ପ୍ରବନ୍ଧ କରିବା ମଧ୍ୟ ଶିଖାଇ ଥାଏ ।
କିନ୍ତୁ ସେ ବଡ ହେବା ପରେ ତ ପାଇଁ ଅଲଗା ଘୋସଲା ବନାଇନଥାଏ । କାରଣ ଯଦି ସେ ସନ୍ତାନକୁ ସବୁ କିଛି ବନେଇକି ଦେଇଦେବ ତାହେଲେ ସନ୍ତାନ କଣ କରିବ । ସେ ତା ସନ୍ତାନକୁ ସେଇ ପର୍ଯ୍ୟନ୍ତ କରାଇ ଥାଏ ଯେତେବେଳେ ତା ସନ୍ତାନ ନିଜେ ଭୋଜନ ପ୍ରବନ୍ଧ କରିବାରେ ସକ୍ଷମ ହୋଇନଥାଏ । ଓ ତାର ଲାଭ ଏହା ମିଳିଥାଏ କି ତା ର ସନ୍ତାନ ଆତ୍ମା ନିର୍ଭରଶୀଳ ହୋଇଥାଏ ।
ସନ୍ତାନ ପାଇଁ ସେତିକି ସୁବିଧା ଦିଅନ୍ତୁ ଯେତିକି ଦରକାର ହୋଇଥାଏ, ମୋହ ତ୍ୟାଗ କରନ୍ତୁ ଆପଣଙ୍କ ମୋହ ତାକୁ କେବେ ଆତ୍ମନିର୍ଭରଶୀଳ କରିବାକୁ ଦେବନି । ନିଜ ସନ୍ତାନକୁ କର୍ମ କରିବା ଶିକ୍ଷାନ୍ତୁ, ଯଦି ଆପଣଙ୍କ ସନ୍ତାନ କର୍ମ କରିବା ଶିଖିଗଲା ସେ ଧନ ସ୍ଵୟଂ କମାଇଦେବ । ଯଦି ସେ ଅଳସ ଓ ଅକର୍ମଣ୍ୟ ହୋଇଗଲାତ ଆପଣଙ୍କର ସଞ୍ଚିତ ଧନରବି ନାସା କରିଦେବ ।
ସେଥିଲାଗି ନିଜ ସନ୍ତାନକୁ ନିଜ ଗୋଡରେ ଠିଆ ହେବା ଶିଖନ୍ତୁ । ସେ ଯଦି ନିଜେ କେବେ କିଛି ନକରିବ ତାହେଲେ ଅଳସୁଆ ହୋଇଯିବ ଓ ବାପା ମା ଙ୍କ ପରେ ସେ ବହୁତ ହଇରାଣ ହେବ । ସେତେବେଳେ ଆଉ କିଛି କରିହେବନି ସେ ଜୀବନସାର ଅସୁବିଧାର ସମ୍ମୁଖୀନ ହେବ । ଛୁଆ ମାନଙ୍କୁ ସବୁବେଳେ ଚେଷ୍ଟା କରନ୍ତୁ ଆତ୍ମନିର୍ଭରଶୀଳ ହେବା ପାଇଁ ତାଙ୍କୁ ସେହି ଭଳି ଶିକ୍ଷା ଦିଅନ୍ତୁ ଓ ସବୁବେଳେ କର୍ତବ୍ୟ କରିବା ପାଇଁ ଉସ୍ଚାହିତ କରନ୍ତୁ ।
ଏମିତି କରିବା ଦ୍ଵାରା ସେମାନେ ମଧ୍ୟ ତାଙ୍କ କର୍ତବ୍ୟ ପ୍ରତି ସଜାଗ ରହିବେ ଓ ଜୀବନରେ କେବେବି ହାରିବେନି । ସମୟ ଆସିଲେ ସନ୍ତାନ ନିଜେ ବୁଝି ପାରିବ ବାପା ଆମ ପାଇଁ କଣ କରିଛନ୍ତି ଓ କର୍ତବ୍ୟରେ କିଛି ଅବହେଳା କରିନାହାନ୍ତି ବୋଲି ବୁଝି ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।