ପ୍ଲାଷ୍ଟିକ ସର୍ଜରି କରି ସୁନ୍ଦର ବନିଛନ୍ତି ଏହି 6 ଜଣ Star Kids, ଆଗରୁ ଦେଖା ଯାଉଥିଲେ ଏମିତି

ବଲିଉଡ ଇଣ୍ଡଷ୍ଟ୍ରି ରେ ବିଶେଷ କରି ଅଭିନେତ୍ରୀ ମାନେ ସୁନ୍ଦର ଦେଖିବାକୁ ବହୁତ କିଛି ଉପାୟ କରିଥାନ୍ତି । ସୁନ୍ଦର ଦେଖିବା ସବୁ ଅଭିନେତ୍ରୀ ଙ୍କ ଏକ ସ୍ଵପ୍ନ ରହିଥାଏ । ଏମିତି କେହି ଅଭିନେତ୍ରୀ ନାହାନ୍ତି ଯିଏ ନିଜର ସୁନ୍ଦରତା ବଢାଇବା ପାଇଁ ସର୍ଜରୀ କରି ନାହାନ୍ତି । କେହି ଅଭିନେତ୍ରୀ ମାନେ କସମେଟିକ ସର୍ଜରୀ କରି ନିଜର ନାକ, ଓଠ କୁ ଏକ ଅଲାଗ ରୂପ ଦେଇଛନ୍ତି । ବଲିଉଡରେ ପାଦ ଦେବା ପୂର୍ବରୁ ଏମିତି କିଛି ଅଭିନେତ୍ରୀ ମାନେ ନିଜର ପ୍ଲାଷ୍ଟିକ ସର୍ଜରୀ କରି ନିଜର ସୁନ୍ଦରତା ପାଇଁ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଜଗତରେ ନିଜକୁ ତିଷ୍ଠି ରଖିବା ପାଇଁ କେଉଁ ଅଭିନେତ୍ରୀ ମାନେ ପ୍ଲାଷ୍ଟିକ ସର୍ଜରୀ କରି ନିଜ ଲୁକକୁ ଅଲଗା ରୂପରେ ପେଶ କରିଛନ୍ତି ।

୧- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଅଛନ୍ତି । ସେ ବଲିଉଡରେ ପାଦ ଦେବା ପୂର୍ବରୁ ନିଜର ସୁନ୍ଦରତା ବୃଦ୍ଧି କରିବା ପାଇଁ ନାକ ଓ ଓଠ ବ୍ଯତୀତ ଶରୀରର ଅନ୍ୟ କିଛି ଭାଗ ସର୍ଜରୀ କରି ସାରିଛନ୍ତି ।

୨- ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ ଙ୍କୁ ନ୍ଯାଚୁରାଲ ବିୟୁଟି ବୋଲି କୁହାଯାଏ । କିନ୍ତୁ ବହୁତ କମ ଲୋକ ମାନେ ଜାଣିଛନ୍ତି କି ସେ ନିଜର ସୁନ୍ଦରତା ବଢାଇବା ପାଇଁ ପ୍ଲାଷ୍ଟିକ ଓ କସମେଟିକ ସର୍ଜରୀ କରି ସାରିଛନ୍ତି । ମହେଶ ଭଟ୍ଟଙ୍କ ଝିଅ ଆଲିୟା ନିଜର ନାକ, ଓଠ ଓ ମୁହଁର ସର୍ଜରୀ କରିଛନ୍ତି ।

୩- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପଟୋଦୀ ଖାନଦାନର ଝିଅ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ବଲିଉଡ ଜଗତରେ ଆସିବା ପୂର୍ବରୁ ନିଜର ସର୍ଜରୀ କରି ସାରିଛନ୍ତି । ସାରା ଖୁବସୁରତ ଦେଖିବା ପାଇଁ ନାକର ସର୍ଜରୀ କରିଛନ୍ତି ଯାହା ଖୁବ ଲୋକେ ଜାଣିଛନ୍ତି ।

୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଷ୍ଟାର ଅନିଲ କପୁରଙ୍କ ସୋନମ କପୁର ନିଜର ସୁନ୍ଦରତା ବଢାଇବା ପାଇଁ ବ୍ରସ ଏନହାସମେଣ୍ଟ ସର୍ଜରୀ କରିଛନ୍ତି । ଏହା ସହ ସେ ନିଜର ଲିପ ସର୍ଜରୀ ମଧ୍ୟ କରିଛନ୍ତି ।

୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି କରିନା କପୁର ଖାନ ଯିଏ ନିଜର ଫେସ ଠିକ କରିବା ପାଇଁ ସର୍ଜରୀର ସାହାରା ନେଇଛନ୍ତି । ସେ ତାଙ୍କ ଫେସର ଚିପ ଏନ୍ସଲାନ୍ସ ସର୍ଜରୀ କରିଛନ୍ତି । ଏହା ସହ କରିନା ନିଜର ନାକରା ମଧ୍ୟ ସର୍ଜରୀ କରିଛନ୍ତି ଯାହାର ଖୁଲାସା ଏ ଯାଏଁ ହୋଇ ନାହି ।

୬- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି କପୁର ଖାନଦାନର ଲାଡଲି ଝିଅ କରିସ୍ମା କପୁର ବଲିଉଡରେ ନିଜର ଏଣ୍ଟ୍ରି ପାଇଁ ଅନେକ ଥର କସମେଟିକ ସର୍ଜରୀ କରି ସାରିଛନ୍ତି । ଯାହା ପାଇଁ ସେ ଆଗ ଅପେକ୍ଷା ଆଜିକା ଡେଟରେ ବହୁତ ଗରଜେସ ଲାଗୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *