Please ମତେ ଛାଡିଦିଅ! ତମ ଗୋଡ ତଳେ ପଡୁଛି ମୋତେ ମୋ ଧନ ଠାରୁ…. ଦେଖନ୍ତୁ Video

ବନ୍ଧୁଗଣ କୁହାଯାଏ ପ୍ରେମ ଶାଶ୍ଵତ ପ୍ରେମ ମଙ୍ଗଳମୟ, ସତ୍ୟ ଆଉ ଚିରନ୍ତନ । ପ୍ରେମରେ ନ ଥାଏ ବାଧା ବିଘ୍ନ ପ୍ରେମ ଗାରେ ନ ଥାଏ ଧନୀ କି ଗରିବ । କିନ୍ତୁ ଏଠାରେ ପ୍ରେମର ସବୁ ସାଙ୍ଗ୍ଯା ମିଛ ପ୍ରେମର ସବୁ ଭାବନା ମିଛ । ଏଠାରେ ପ୍ରେମ ମିଛ ଆଉ ପାପ ଆଉ ପ୍ରେମ କରିଲେ ରାସ୍ତା ଉପରେ ଏମିତି ହୁଏ । ଆପଣ ମାନେ ବି ଠାରେ ଏହି ଭିଜୁଆଲ ଦେଖନ୍ତୁ ଆଉ କହିବେ ସତରେ ପ୍ରେମ ସତ ନୁହେଁ ପ୍ରେମ ପାପ । ଆଉ ଯେଉଁ ପାପକୁ ଏହି ପ୍ରେମୀ ଯୁଗଳ ମାନେ କରିଛନ୍ତି । ଏ ହେଉଛି ଭଲ ପାଇବାର ଶାସ୍ତି ଆଉ ପାଉଣା ଏ ହେଉଛି ମନ ଦେବାର ଧୋକା ।

ଦର୍ଶକ ବନ୍ଧୁ ଯେବେ ଛୋଟ ପିଲାଟି ନିଜ ବାପା ସହ ଦୋକାନକୁ ଯାଏ ବାପା କୁହେ ନିଜ ଇଚ୍ଛାରେ ଯାହା ଖାଇବା କଥା ଖା । ସେହି ପୁଅ ଚପଲ ଦୋକାନ ଗଲେ ନିଜ ମବନା ପସନ୍ଦର ଚପଲ ଆଉ ସାର୍ଟ ଦୋକାନ ସାର୍ଟ କିଣିଥଏ । କିନ୍ତୁ ସେହି ପୁଅ ବା ଝିଅ ଯେବେ ସାରା ଜୀବନ ଯାହା ସହ ରହିବେ ସେ ଅଧିକାର ତାଙ୍କ ପାଖରେ ନ ଥାଏ । କାରଣ ଆମ ସାଜମରେ ଘୃଣା ଆଖି ରେ ଦେଖାଯାଏ । ରେମ କରିଲେ ପାପ କରିଲି ବୋଲି କୁହାଯାଏ । କାରଣ ଆପଣ ଦେଖୁଥିବା ଏହି ଭିଡିଓ ରେ ପ୍ରେମକୁ ଭରସା କରି ପ୍ରେମିକ ଘରକୁ ଧାଇଁ ଆସିଥିଲା ପ୍ରେମିକା ।

ଆଉ ଝିଅର ପରିବାର କୁଆଡେ ଉଚ୍ଚ ଜାତିର ଆଉ ଝିଅ ଘର ଲୋକେ ଏହି ପ୍ରେମକୁ ଗ୍ରହଣ କରିଲେ ନାହି । ଯେବେ ଝିଅ ଘର ଲୋକେ ଖବର ପାଇଲେ ଝିଅ ଯାଇ ପୁଅ ଘରେ ଅଛି ଯାହାର ଜାତି ଆମ ଜାତି ଠାରୁ ନିଛ ସେତେବେକେ ନାଲି କାର ନେଇ ଆସିଲେ ଆଉ ନିଜ ଝିଅକୁ ଜୋର ଜବରଦସ୍ତ ଗାଡିରେ ବସାଇ ନେଇଗଲେ । ଏ ହେଉଛି ସେହି ସମୟରେ ଭିଡିଓ କେଉଁ ଭଳି ଭାବେ ଫିଲ୍ମ ଷ୍ଟାଇଲ ରେ ଝିଅକୁ ନେଇ ଯାଉଛନ୍ତି ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ବ୍ଲକ ବାଲି ପୋଖରୀ ଅଞ୍ଚଳର ।

ଯେଉଁ ଘଟଣା ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ଏହି ଭିଜୁଆଲ । ଆଉ ଯେଉଁ ଭିଡିଓ ପ୍ରେମର ସବୁ ସଜ୍ଞା କୁ ଭୁଲ ପ୍ରମାଣିତ କରିଛି । ଆଉ ପ୍ରେମ କରିଲେ ନିଜ ପରିବାର ଲୋକଙ୍କ ଦ୍ଵାରା କିପରି ରାସ୍ତା ରେ ନିଜର ସମ୍ମାନ ଯାଏ ତାହା ଏହି ଚିତ୍ର ପ୍ରମାଣ କରୁଛି ।

ଆଉ ପ୍ରମାଣ କରୁଛି ପ୍ରେମ ସତ ନୁହେଁ ପ୍ରେମ ପାପ । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରେମ କାହାଣୀ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *