ବନ୍ଧୁଗଣ ୟୁକ୍ରେନ ଓ ଋଷିଆ ମଧ୍ୟରେ ଦୀର୍ଘ ୧୬ ଦିନ ବିତି ଯାଇଥିଲେ ମଧ୍ୟ ଯୁଦ୍ଧ ସରିବାର ନାଁ ନେଉ ନାହି । ୟୁକ୍ରେନର ରାଜଧାନୀ କିଭ ଉପରେ ଋଷିଆ ରାଷ୍ଟ୍ରପତି ବୁଲଡୋଜର ଏବେ ଆଉ କେତେ ଦିନ ବାକି ରହିଲା ଓ ଏହି ଯୁଦ୍ଧ ସମୟରେ ପିଏମ ମୋଦୀଙ୍କ ନୂଆ ଧମାକା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପିଏମ ମୋଦୀ କିଛି ଘୋଷଣା କରିଛନ୍ତି । ଋଷିଆର ସୈନ୍ୟ ମାନେ ଏବେ ବି ୟୁକ୍ରେନ ଉପରେ ରକେଟ ମାଡ କରୁଛନ୍ତି ।
ଋଷିଆ ଲଗାତାର ଭାବେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହ କବଜା କରିବାରେ ଲାଗିଛି । ଋଷିଆର ହାୱାଇ ଆକ୍ରମଣ କିଭ ଉପରତେ ହୋଇ ସାରିଛି । କୁହା ଯାଉଛି ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ କିଭ ଉପରେ ଋଷିଆ କବାଜ କରିନେବ । ଏହି ଯୁଦ୍ଧରେ ଭାରତର ଷ୍ଟାଣ୍ଡ କିଛି ନୂ ରହିଛି ।
ପଶ୍ଚିମୀ ଦେଶ ଚାହୁଁଥିଲେ କି ଭାରତ ଏହି ଯୁଦ୍ଧରେ ସିଧା ସଳଖ ହସ୍ତକ୍ଷେପ କରିବା ସହ ଋଷିଆ ବିରୁଦ୍ଧରେ ଯାଇ ୟୁକ୍ରେନର ସହଯୋଗ କରୁ । କିନ୍ତୁ ଭାରତ କାହା ଦବାବରେ ଆସିଲା ନାହି । ଯେବେବି ୟୁକ୍ରେନରେ ଭୋଟିଂ ହେଲା ଭାରତ ଅଂଶଗ୍ରହଣ କରିଲା ନାହି । ଏବେ ପିଏମ ମୋଦୀ ଦୁଇ ଦେଶର ଯୁଦ୍ଧକୁ ନେଇ ଯେଉଁ କଥା କହିଛନ୍ତି ତାହାକୁ ଋଷିଆ, ୟୁକ୍ରେନ, ଆମେରିକା ସମତେ ସବୁ ଦେଶ ଗୁଡିକ ଜାଣିବା ଉଚିତ ।
ପିଏମ ମୋଦୀ କହିଛନ୍ତି ଯେ ଯେଉଁ ଯୁଦ୍ଧ ଚାଲିଛି ତାହା ପ୍ରତେକ୍ଷ ଓ ପରୋକ୍ଷ ଭାବରେ ଦୁନିଆର ସବୁ ଦେଶ ଉପରେ ପଡୁଛି, ଭାରତ ଶାନ୍ତିର ପକ୍ଷରେ ଅଛି, ଆଲୋଚନା କରି ସମାଧାନ କରିବାର ପକ୍ଷରେ ଅଛି, କିନ୍ତୁ ଯେଉଁ ଦେଶ ସିଧା ସଳଖ ଯୁଦ୍ଧ କରୁଛନ୍ତି ଭାରତର ସେମାନଙ୍କ ଠାରୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷା ଦ୍ରୁଷ୍ଟିରୁ ଶିକ୍ଷା, ରାଜନୈତିକ ଦ୍ରୁଷ୍ଟିରୁ ସମ୍ଭଧ ରହିଛି ।
ମୋଦୀଙ୍କ ବୟାନ ହିଁ ଭାରତର ଷ୍ଟାଣ୍ଡ ଅଟେ । ଯେଉଁ ଦେଶ ଏବେ ବି ଭାରତକୁ ନେଇ ଭୁଲ ଧାରଣାରେ ରହିଛି ସେମାନଙ୍କୁ ଏହି ବୟାନ ବୁଝିବା ଉଚିତ । ମୋଦୀ ସିଧା ସଳଖ କହିଛନ୍ତି ଯେ ଭାରତ ଆଲୋଚନା ଦ୍ଵାରା ସମାଧାନ କରିବାକୁ ଇଚ୍ଛା ରଖିଥାଏ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦୁଇ ଥର ଓ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ତିନି ଥର ଆଲୋଚନା କରି ସାରିଛନ୍ତି ।
ମୋଦୀ ଦୁଇ ଦେଶର ରାଷ୍ଟ୍ରପତିଙ୍କୁ ଯୁଦ୍ଧ ବନ୍ଦ କରି ଆଲୋଚନା ମଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ପଶ୍ଚିମୀ ଦେଶ ଠାରୁ ଆରମ୍ଭ କରି ଜେଲେନସ୍କିଙ୍କୁ ଲାଗୁଛି ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କେବଳ ମୋଦୀ ମନାଇ ପାରିବେ । ୟୁକ୍ରେନର ବିଦେଶୀ ମନ୍ତ୍ରୀ ଅମଧ୍ୟ ମୋଦୀଙ୍କୁ ଅପିଲ କରିଥିଲେ କି ସେ ଏହି ଯୁଦ୍ଧ ରୋକିବା ପାଇଁ ପୁଟିନଙ୍କ ସହ କଥା ହେବେ । ଭାରତ ବୁଦ୍ଧର ଦେଶ ଅଟେ ଯାହା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ପକ୍ଷରେ ଅଛି ।
ବନ୍ଧୁଗଣ ଆପଣ ମାନଙ୍କର ପିଏମ ମୋଦୀଙ୍କ ମନ୍ତବ୍ୟ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।