ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଜି ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ହିରାବେନ ମୋଦୀ ଙ୍କ ପରଲୋକ ଘଟିଛି । ଆଜି ସକାଳୁ ହିରାବେନ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ହିରାବେନ ଗତ ୨ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅହମଦାବାଦ ର ଏକ ହସପିଟାଲ ରେ ଭର୍ତ୍ତି କରା ଯାଇଥିଲା ।
ହିରାବେନ ଙ୍କ ପରଲୋକ ନେଇ ନିଜେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ସୂଚନା ଦେଇଛନ୍ତି । ଏକ କୋହଭରା ଟ୍ଵିଟ ରେ ମୋଦୀ ଲେଖିଛନ୍ତି କି ଭଗବାନଙ୍କ ନିକଟରେ ଏକ ଗୌରବମୟ ସପ୍ତାଦ୍ଦିର ଅନ୍ତ ହୋଇଛି । ମା ଜଣେ ନିସ୍ଵାର୍ଥପର କର୍ମଯୋଗୀ ଥିଲେ ବୋଲି ମୋଦୀ ଲେଖିଛନ୍ତି । ଏ ଦୁଖଦ ଖବର ଆସି ହଞ୍ଚିଛି ଆଜି ଭୋର ୩ଟା ୩୦ ମିନିଟ ରେ ହିରାବେନ ଙ୍କ ପରଲୋକ ଘଟିଛି ।
ହିରାବେନ ମୋଦୀ ଙ୍କ ଭାଇଙ୍କ ସହ ଗାଁ ରେ ରହୁଥିଲେ । ମୋଦୀ ଯେବେ ଗୁଜୁରାଟ ଯାଇଥାନ୍ତି କୌଣସି ବଡ କାମ ପାଇଁ ସେତେବେଳେ ଫୋନ ରେ ନିଜ ମା ଙ୍କ ସହ କଥା ହୋଇଥାନ୍ତି । ମା ଙ୍କୁ ଦେଖା କରିବାକୁ ମଧ୍ୟ ଯାଇଥାନ୍ତି ମୋଦୀ । ମୋଦୀ ଙ୍କୁ ମା କିଭଳି ଉପହାର ଦେଉଛନ୍ତି ତାହାର ଚିତ୍ର ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ମା ଙ୍କ ସହ ଭୋଜନର ଦୃଶ୍ୟ ମଧ୍ୟ ଭିଡିଓ ରେ ନଜର ଆସୁଛି ।
ତାଙ୍କ ମା ଙ୍କର ନିଧନ ହେବା ବହୁତ ବଡ କ୍ଷତି ହୋଇଛି ବୋଲି ମୋଦୀ କହିଛନ୍ତି । ମୋଦୀ ଙ୍କ ମା ଙ୍କ ପରଲୋକ ପରେ ସେ ସେଠାକୁ ଯିବା ପାଇଁ ବାହାରି ଯାଇଛନ୍ତି । ମୋଦୀ ଙ୍କ ମା ଙ୍କ ପରଲୋକ ସମସ୍ତଙ୍କୁ ଦୁଖ ଦେଇଛି । ଖାସ କରି ମୋଦୀ ଯିଏ କି ନିଜ ମା ଙ୍କୁ ବହୁତ ଭଲ ପାଇଥାନ୍ତି ସେ ପୂରାପୂରି ଭାଙ୍ଗି ପଡିଛନ୍ତି । ୨୦୧୨ ରେ ମୋଦୀ ଙ୍କ ମା କହି ଦେଇଥିଲେ ସେ ପ୍ରଧାନ ମନ୍ତ୍ରୀ ହେବେ ବୋଲି ।
ଆଉ ୨୦୧୪ ରେ ମୋଦୀ ଶପଥ ପାଠ କରିଥିଲେ ମଧ୍ୟ । ୧୦୦ ବର୍ଷ ବୟସରେ ହିରାବେନ ଙ୍କ ପରଲୋକ ଘଟିଛି ଯାହାକୁ ନେଇ ଏବେ ସରା ଦେଶରେ ଶୋକର ଛାୟା ଖେଳି ଯାଇଛି । ବର୍ତ୍ତମାନ ମୋଦୀ ଦିଲ୍ଲୀ ରୁ ବାହାରି ସାରିଛନ୍ତି ବହୁତ ଜଲ୍ଦି ଅହମ୍ମଦାବାଦ ରେ ପହଞ୍ଚିବେ ବୋଲି ସୂଚନା ରହିଛି । ମୋଦୀ କୋହଭରା ହୋଇ ଟ୍ଵିଟ କରି ନିଜ ମା ଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି ।
ମା ଙ୍କ ସ୍ୱାସ୍ଥ୍ୟ ଖରାପ ହେବା ନେଇ ମୋଦୀ ହସ୍ପିଟାଲ ଯାଇଥିଲେ ଆଉ ସେଠାରେ ସେ ସୁସ୍ଥ ଥିବା ସୂଚନା ପାଇ ମୋଦୀ ଫେରି ଆସିଥିଲେ । କିନ୍ତୁ ଆଜି ଭୋର ସମୟରେ ହିରାବେନ ଙ୍କ ମୃତ୍ୟୁ ଘଟିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।