ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ଯାଙ୍କରେ ଆକାଉଣ୍ଟ ଅଛି ତେବେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା । ଏହି ଟଙ୍କା ରେ ବ୍ଯାଙ୍କ ପକ୍ଷ ରୁ ଅନେକ ସୁବିଧା ପାଇ ପାରିବେ ବୋଲି ସୂଚନା ରହିଛି । ଯେଉଁ ମାନଙ୍କର ସାଲାରି ଆକାଉଣ୍ଟ ଏହି ବ୍ୟାଙ୍କ ରେ ରହିଛି ସେମାନେ ଏହାର ଲାଭ ପାଇ ପାରିବେ । ଏହା ବ୍ଯତୀତ ବ୍ଯାଙ୍କ ସ୍ପଷ୍ଟ କରିଛି ଯେ ଯେଉଁ ପ୍ରକାରର ଚାକିରି କରିଥିଲେ ସାଲାରି ଆକାଉଣ୍ଟ ବ୍ୟାଙ୍କରେ ରହିଥିବା ଆବଶ୍ୟକ ଅଟେ ।
ଯଦି ପଞ୍ଜାବ ବୟଙ୍କରେ ସାଲାରି ଆକାଉଣ୍ଟ ତେବେ ବ୍ଯାଙ୍କ ତରଫରୁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଏହି ଟଙ୍କା ବ୍ଯାଙ୍କରୁ ପାଇ ହେବ । କେତେବେଳେ ଲୋକଙ୍କର ପଞ୍ଜାବ ନ୍ୟାସନାଲ ବ୍ଯାଙ୍କରେ ସାଲାରି ଆକାଉଣ୍ଟ ଥାଇପାରେ ବା ସେଭିଙ୍ଗ ଆକାଉଣ୍ଟ ମଧ୍ୟ ଥାଇପାରେ । କିନ୍ତୁ ଏହି ସୁବିଧା ସେହି ମାନଙ୍କୁ ମିଳିବ ଯେଉଁ ମାନଙ୍କର ଆକାଉଣ୍ଟ ସାଲାରି ହୋଇଥିବ । ବ୍ଯାଙ୍କରେ ଆକାଉଣ୍ଟ ଖୋଲିବା ପରେ ଅନେକ ସ୍ଵତନ୍ତ୍ର ସୁବିଧା ଦିଆ ଯାଇଥାଏ ।
ବ୍ୟାଙ୍କ ତରଫରୁ ଆପଣ ୨୦ ଲକ୍ଷ ତାଙ୍କ ମଧ୍ୟ ପାଇ ପାରିବେ । ସୂଚନା ମୁତାବକ ବ୍ୟକ୍ତିଗତ ଦୁ-ର୍ଘ-ଟ-ଣା ବୀମା, ସ୍ଵୀପ ସୁବିଧା ପିଏମ ର ମୋଟ ଦରମା ଖାତା ଖୋଲିବାରେ ଉପଲବ୍ଧ ରହିଛି । ତେଣୁ ଆପଣ ମାନେ ଆପଣଙ୍କର ସାଲାରି ଆକାଉଣ୍ଟ ଖୋଲିବା ପରେ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ଏହି ସୁବିଧା ଯୋଗାଇ ଦେବ । ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ମୋ ଦରମା ଆକାଉଣ୍ଟ ଧାଡ଼ିଙ୍କୁ ୨୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଦୁ-ର୍ଘ-ଟ-ଣା ବୀମା ପ୍ରଦାନ କରି ପାରିବ । ଏହା ଛଡା ଗ୍ରାହକ ମାନେ ଖାତା ଖୋଲିବାରେ ଆହୁରି ଅନେକ ଲାଭ ପାଇ ପାରିବେ ।
ବ୍ୟାଙ୍କ ପକ୍ଷ ରୁ ଖାତା କୁ ୪ଟି ଶ୍ରେଣୀ ବିଭକ୍ତ କରା ଯାଇଛି । ପ୍ରଥମ ହେଉଛି ୧୦ରୁ ୨୫ହଜାର ମାସିକ ଦରମାକୁ ରୂପା ବର୍ଗରେ ବିଭକ୍ତ କରା ଯାଇଛି । ଦିତୀୟରେ ହେଉଛି ୨୫ରୁ ୭୫ହଜାର ମାସିକ ଦରମାକୁ ସୁନା ବର୍ଗରେ ଓ ତୃତୀୟରେ ୭୫ହଜାରରୁ ୧ଲକ୍ଷ ୫୦ହଜାର ମାସିକ ଦରମାକୁ ପ୍ରିମିୟମ ବର୍ଗରେ ବିଭକ୍ତ କରା ଯାଇଛି । ଚତୁର୍ଥରେ ହେଉଛି ୧ଲକ୍ଷ ୫୦ହଜାର ଅଧିକ ମାସିକ ଦରମାକୁ ପ୍ଲାଟିନମ ବର୍ଗରେ ବିଭକ୍ତ କରା ଯାଇଛି । ଯଦି ଆପଣ ମାନେ ଏହି ବ୍ୟାଙ୍କରେ ସାଲାରି ଆକାଉଣ୍ଟ ଖୋଲିବେ ତେବେ ସବୁ ପ୍ରକାରର ସୁବିଧା ପାଇ ପାରିବେ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ତରଫରୁ ସୂଚନା ଦିଆ ଯାଇଛି ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।