ପୋଷ୍ଟାଲର ଦମଦାର Scheme, ଟଙ୍କା ରଖିଲେ ହୋଇଯିବ ଡବଲ୍… ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଚିନ୍ତା ନାହି କି କୌଣସି ସମସ୍ଯା ଅନହି । ଏହି ସ୍କିମରେ ଟଙ୍କା ରଖିଲେ ଟଙ୍କା ଡବଲ ହୋଇଯାଏ । ଯଦି ଆପଣ କୌଣସି ଜାଗାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଏହା ଠାରୁ ସୁରକ୍ଷିତ ସ୍ଥାନ ବା ଭଲ ଋଟର୍ନ କେଉଁଠି ପାଇବେ ନାହି । ପୋଷ୍ଟ ଅଫିସରେ ଏମିତି ଏକ ଦମାଦାର ସ୍କିମ ରହିଛି ଯେଉଁଠି ମିଳିଥାଏ ଭଲ ଋଟର୍ନ ସହ ଅନେକ ସୁବିଧା । ଏହି ସ୍କିମ ହେଉଛି ପୋଷ୍ଟ ଅଫିସର ଟାଇଆମ ଡିପୋଜିଟ ।

ପୋଷ୍ଟ ଅଫିସର TD ସ୍କିମରେ ଆପଣ ବର୍ଷେ, ୨ ବର୍ଷ, ୩ ବର୍ଷ ଓ ୫ ବର୍ଷ ପାଇଁ ଟଙ୍କା ଜମା କରି ପାରିବେ । ଏଥିରେ ୧ ବର୍ଷର ଅବଧି FD ଆକାଉଣ୍ଟରେ ୫.୫ ପ୍ରତିଶତ ସୁଧହାର ରହିଛି । ଏହା ସହ ୧ ବର୍ଷ ଓ ୩ ବର୍ଷ ଏଫଡିରେ ୫.୫ ପ୍ରତିଶତ ସୁଧ ହାର ରହିଛି । ପୋଷ୍ଟ ଅଫିସରେ ୫ ବର୍ଷର ଟାକ୍ସ ସେଭିଙ୍ଗ ଏଫଡିରେ ୬.୭ ପ୍ରତିଶତ ସୁଧାହାର ରହିଛି । ସୁଧ ଦେୟ ବାର୍ଷିକ ତ୍ରୟ ଆଧାରେ କରାଯାଏ କିନ୍ତୁ ପୋଷ୍ଟ ଅଫିସରେ ଅମସିକ ଆଧାରରେ ସୁଧ ହିସାବ କରାଯାଏ ।

ଯଦି କୌଣସି ବ୍ୟକ୍ତି ୧ ଲକ୍ଷ ଟଙ୍କାର ଜମାରେ ୫ ବର୍ଷ ମ୍ୟାଚୁରୀଟି ପିରିୟଡର ଟର୍ମ ଡିପୋଜିଟ ଖୋଲି ତାହା ହେଲେ ୬.୭ ପ୍ରତିଶତ ବାର୍ଷିକ ସୁଧ ହିସାବରେ ୫ ବର୍ଷ ପରେ ସେ ୧ ଲକ୍ଷ ୩୯ ହଜାର ୪ସହ ୭ ଟଙ୍କାର ମାଲିକ ହୋଇ ପାରିବେ । ଯଦି ଆପଣ ଟାଇମ ଡିପୋଜିଟ ସ୍କିମରେ ଟଙ୍କା ଲଗାଉଛନ୍ତି ତେବେ ଆପଣ ୬.୭ ପ୍ରତିଶତ ଦରରେ ସୁଧ ମିଳିଲେ ଆପଣ ଟଙ୍କା ଡବଲ ହେବାକୁ ପାଖାପାଖି ୧୦.୭୪ ବର୍ଷ ଅର୍ଥାତ ୧୨୯ ମାସ ଲାଗିବ ।

ପୋଷ୍ଟ ଅଫିସରେ ଟାଇମ ଡିପୋଜିଟ ସ୍କିମ କେହି ବି ଶିଂଗଲ ବ୍ୟକ୍ତି ଆକାଉଣ୍ଟ ଖୋଲି ପାରିବେ । ଏହା ସହ ୩ ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ । ୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ନାମରେ ପ୍ୟାରେନ୍ଟସ ମଧ୍ୟ ଆକାଉଣ୍ଟ ଖୋଲି ପାରିବେ ।

ସବୁ ପରେ ଟାଇମ ଡିପୋଜିଟ ସ୍କିମର ପ୍ରମୁଖ କଥା ହେଉଛି ବ୍ଯାଙ୍କ ଲୋନରେ ଏଠାରେ ଅଧିକ ସୁଧ ମିଳିବ । କେହି କେହି ଏହି ସ୍କିମକୁ ଡାକଘର ଏଫଡି ମଧ୍ୟ କହିଥାନ୍ତି । ଆପଣ ମାନେ ପୋଷ୍ଟ ଅଫିସ ଯାଇ ଏହା ବିଷୟରେ ଭଲ ଭାବେ ଜାଣି ଟଙ୍କା ନିବେଶ କରି ଏହାର ଭରପୁର ଫାଇଦା ଉଠାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କର ପୋଷ୍ଟ ଅଫିସର ଏହି ସ୍କିମ କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *