ପ୍ରକୃତିରୁ ବିଜ୍ଞାନ ଆସିଛି ନା ବାହାରୁ କୁଆଡୁ ଆସିଛି.. ଯଦି ନ ମାନୁଛ ସ୍ତ୍ରୀ ସିନ୍ଦୁର ପୋଛିଦିଅ! ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇବା ବିବାଦକୁ ନେଇ କଣ କହୁଛନ୍ତି ବ୍ରାହ୍ମଣ ସମାଜ ଦେଖନ୍ତୁ Video

ଦର୍ଶକ ବନ୍ଧୁ ଅନେକ ସମୟରେ ହିନ୍ଦୁ ଧର୍ମ କୁ ନେଇ ବିବାଦ ଦେଖା ଯାଇଥାଏ । ଯାହାକୁ ନେଇ ଆମ ଓଡିଆ ପୂଜକ ମାନେ ଏହାର ପ୍ରତିବାଦ କରି ନିଜର ରାଏ ଦେଇଥାନ୍ତି । ଠିକ ସେହିଭଳି ଏକ ମାମଲା ଏବେ ସୋସିଆଲ ମିଡିଆ ସାମ୍ନାକୁ ଆସିଛି । ଯେଉଁଠି ପୂଜକ ମହାଶୟ ଜଣକ ହିନ୍ଦୁ ଧର୍ମକୁ ନେଇ କହିଛନ୍ତି ଯେ “ଆପଣ ତାଙ୍କୁ ବ୍ରାହ୍ମଣ କହୁଛନ୍ତି କିନ୍ତୁ ବ୍ରାହ୍ମଣ ପଇତା ପିନ୍ଧନ୍ତି ନାହି । ଏଟା କେଉଁଠି ଅଛି କେଉଁ ଦେଶରେ ଅଛି ଆପଣ ମାନେ ଜାଣିଛନ୍ତି ? ବ୍ରାହ୍ମଣ ମାନେ ଯେଉଁ ପଇତା ପିନ୍ଧନ୍ତି ତାହା ହେଉଛି ଯଜ୍ଞ ସୂତ ।

ଯେଉଁ ବ୍ରାମ୍ହଣ ଟି ଯଜ୍ଞ ପବିତ୍ର କୁ ଧାରଣ କରିକି ସାମନାରେ ବିଜୟ ମନ୍ତ୍ର ନେଇଥାଏ ସେ ବ୍ରାମ୍ହଣ ଟି ହେଉଛି ଶୁଦ୍ଧ ପବିତ୍ର । ବ୍ରମହାନ ମାନେ ଦେବତା ଙ୍କ ପୂଜିତ ଦ୍ଵାରା ଆସନ ଗ୍ରହଣ କରିଥାନ୍ତି । ପ୍ରକୃତି ରୁ ବିଜ୍ଞାନ ଆସିଛି ନା ବିଜ୍ଞାନ ଗୋଟେ ଜଗତ । ସାଇନ୍ସ ମାନୁ ନାହନ୍ତି ସେମାନେ କହୁଛନ୍ତି ଆମେ ହେତୁବାଦୀ । ସାଇନ୍ସ ର ଯିଏ ଚେୟାର ମ୍ୟାନ ସେ ନିଜେ ଧର୍ମ କୁ ଗ୍ରହଣ କରୁଛନ୍ତି ଧର୍ମ ଶାସ୍ତ୍ର ବୋଲି ମାନୁଛନ୍ତି ।

ଯେଉଁ ମାନେ କହୁଛନ୍ତି ଆମେ ବ୍ରାମ୍ହାଣ ନୁହଁ ତାଙ୍କ ସ୍ତ୍ରୀ ମାଙ୍କୁ ଗୋଟେ ପ୍ରଶ୍ନ କର ତାଙ୍କ ସ୍ତ୍ରୀ ଯେଉଁ ସିନ୍ଦୁର ପିନ୍ଧୁଛନ୍ତି କୌଣସି ଧର୍ମ ଗ୍ରହଣ କରିଥାଉ ନାଁ କାହିଁକି ସେମାନେ ନିଜର ସିନ୍ଦୁର ପୋଛି ଦେଉ ନାହାନ୍ତି କାହିଁକି ସିନ୍ଦୁର ପିନ୍ଧୁଛନ୍ତି । ଏଟା ହିନ୍ଦୁ ଧର୍ମ ସଂସ୍କୃତି ରେ ଅଛି । ଯଦି ସେ କୌଣସି ହିତିରିଆ ଧର୍ମ ପରମ୍ପରା ଗ୍ରହଣ କରିଛନ୍ତି ଖ୍ରୀଷ୍ଟିୟାନ ହେଉ ବା ମୁସ୍ଲିମ ହେଉ ସେ ତାଙ୍କ ସ୍ତ୍ରୀ ଙ୍କ ମଥା ରୁ ସିନ୍ଦୁର ପୋଛି ଦେବେ ।

ସିନ୍ଦୁର ଆମ ଧର୍ମ ରେ ନାହୁ ନ ପଇତା ଆମେ ପିନ୍ଧୁ ନାହୁଁ ଏଭଳି କହୁଥିବା ବ୍ୟକ୍ତି କେବେ ବ୍ରାମ୍ହଣ ହୋଇ ପାରିବ ନାହି । ଯିଏ ପ୍ରକୃତ ବ୍ରାମ୍ହଣ ତାର ଶିର ସିର ରେ ହିନ୍ଦୁ ଧର୍ମର ସଂସ୍କାର ରହିଥିବ । ଏଟା ଜାଣି ରଖିବା ଉଚିତ । ଆଉ ସନାତନ ଧର୍ମ ହେଉଛି ବଡ ଓ ମହାନ ସଂସ୍କୃତି । ଯାହାକୁ ଦେଖିବା ଲାଗି ବିଦେଶରୁ ଲୋକେ ଛୁଟି ଆସୁଛନ୍ତି । କିନ୍ତୁ ଆମର କିଛି ଲୋକ ମାନେ ଅର୍ଥ ରେ ପ୍ରଭାବିତ ହୋଇ ବିରିଆନୀ ବାଣ୍ଟି କି ଆମ ଧର୍ମ ନଷ୍ଟ କରୁଛନ୍ତି ।

ତେଣୁ ଏମାନେ ବିଦେଶୀ ମାନଙ୍କ ଠାରୁ କିଛି ଶିଖିବା ଦରକାର ଯେ ହେତୁ ଏମାନେ ଖ୍ରୀଷ୍ଟିୟାନ ହୋଇ ହିନ୍ଦୁ ଧର୍ମକୁ ଆପଣେଉଛନ୍ତି । ଆମ ହିନ୍ଦୁ ଧର୍ମ ସଂସ୍କୃତି ଏତେ ମହାନ ସେମାନେ ଏତେ ଖୁସିରେ ଗ୍ରହଣ କରୁଛନ୍ତି । ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ଦରକାର । କୌଣସି ନିୟମ ନାହି ଜାତି, ସଂପ୍ରଦାୟ ଉପରେ ଟିପ୍ପଣୀ ଦେବା । ତାଙ୍କର କୌଣସି ଅଧିକାର ନାହି” । ବନ୍ଧୁଗଣ ଆପଣଙ୍କର ପୂଜକ ମହାଶଯ ଦେଇଥିବା ଏଭଳି ମନ୍ତବ୍ୟ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *