ପ୍ରଥମଥର ପାଇଁ ଦେଖନ୍ତୁ ସୋଫିଆ ଆଲାମ୍ ଙ୍କ Family Album

ବନ୍ଧୁଗଣ ଆପଣ ମାନେ ଓଡିଆ ସିନେମା ଜଗତର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଅଭିନୟ ବ୍ଯତୀତ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ମଧ୍ୟ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । କିଛି କଳାକାର ମାନେ ନିଜର ପାରିବାରିକ ଜୀବନୀକୁ ନେଇ ତ ଆଉ କିଛି ନିଜର ଦାଂପତ୍ଯ ଜୀବନୀକୁ ନେଇ ବେସ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅହିନେତ୍ରୀ ସୋଫିଆ ଙ୍କ ପରିବାର ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ସୋଫିଆ ଆଲାମଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଅଭିନୟ କ୍ଯାରିୟର ରେ ଅନେକ ସାରା ଟିଭି ସିରିଏଲ ଓ ଓଡିଆ ଫିଲ୍ମ ରେ ଜବରଦସ୍ତ ଅଭିନୟ କରିବାର ନଜର ଆସିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତାଙ୍କର ଅନେକ ସିରିଏଲ ରହିଛି ଯେଉଁଥିରେ ସେ ଖୁବ ନିଖୁଣ ଅଭିନୟ କରି ଆଜି ବି ଲୋକଙ୍କ ମନରେ ଘର କରି ରହିଛନ୍ତି । ତେବେ ବିବାହ ପରେ ସେ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି ତାହା ଆପଣ ମାନେ ଜାଣିଥିବେ । ତେବେ ତାଙ୍କର ପରିବାର କହିବାକୁ ଗଲେ ତାଙ୍କ ସ୍ଵାମୀ, ଝିଅ ଅଟନ୍ତି ।

ଏହି ଭିଡିଓ ରେ ଆପଣ ମାନେ ସୋଫିଆ ଙ୍କ ସ୍ଵାମୀ ଙ୍କ ଫୋଟୋ ଦେଖିବା ସହ ତାଙ୍କ ଝିଅର ଫୋଟୋ ମଧ୍ୟ ଦେଖି ପାରିବେ । ସେ ତାଙ୍କର ଦାଂପତ୍ଯ ଜୀବନରେ ବେଶ ଆନନ୍ଦ ରେ ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ସୋଫିଆ ଆଗ ଅପେକ୍ଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

ଏହା ସହ ତାଙ୍କର ଲାଇଫ ଷ୍ଟାଇଲ ମଧ୍ୟ ବେଶ ପରିବର୍ତ୍ତନ ହୋଇ ଯାଇଛି । ସେ ତାଙ୍କ କୁନି ଝିଅଙ୍କ ସହ ବେଶ ହସ ଖୁସିରେ ସମୟ ଅତିବାହିତ କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତାଙ୍କର ଆଗାମୀ ଜୀବନ ଏମିତି ସୁଖମୟ ରହୁ ଏହା ଆମର କାମନା ।

ତେବେ ସେ ଅଭିନୟ ଦୁନିଆରେ ଆଉ ଅଭିନୟ କରିବେ କି ନାହି ତାହା କିଛି ସ୍ପଷ୍ଟ ହୋଇ ନାହି । ସେ ତାଙ୍କ ଜୀବନ କାଳ ମଧ୍ୟରେ ଏତେ ସୁନ୍ଦର ପର୍ଫୋମ ଦେଇଛନ୍ତି ଯାହା ଆଜି ବି ଲୋକଙ୍କ ମନରେ ଛବି ହୋଇ ରହି ଯାଇଛି । ଅଭିନେତ୍ରୀ ସୋଫିଆ ପୂର୍ବ ଅପେକ୍ଷା ନିଜର ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ସୋଫିଆ ଙ୍କ ପରିବାର କେମିତି ଲାଗିଲା ଆମକୁ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *