ଆମ ଓଡିଆ ଜାଗତ ର କଳାକାର ମାନେ ମଧ୍ୟ ଖୁବ ଆଗକୁ ଯାଇଛନ୍ତି । ଓଡିଆ ରେ ଆମେ ଯାହାକୁ ଯେମିତି ଭାବେ ଦେଖିବା ପାଇଁ ପାଉଛୁ ସେହି ଭଳି ଆମେ ତାଙ୍କୁ ତାଙ୍କ ପ୍ରକୃତ ଜୀବନ କୁ ଦେଖି ପାରୁନା । ଏହା ପାଇଁ ତାଙ୍କ ଫ୍ୟାନ୍ସ ମାନେ ସବୁ ବେଳେ ତାଙ୍କ ଜୀବନର କଥାକୁ ନେଇ ଆଗ୍ରହୀ ଥାନ୍ତି । କିନ୍ତୁ ଅନେକ ସମୟରେ ଆମେ ଆମ ଜୀବନକୁ ତାଙ୍କ ଜୀବନ ଅପେକ୍ଷା ଖରାପ ଭାବି ଥାଉ ଓ କିଛି ଜଣ ତାଙ୍କ ଜୀବନ ଠାରୁ ଆମ ଜୀବନ ଭଲ ହୋଇ ଥାଏ ।

ପରଦାରେ ଥିବା ଚେହେରା କେଉଁ ଭଳି ଜୀବନ ବଞ୍ଚି ଥାନ୍ତି ସେମାନେ ନିଜ ଜୀବନର କଥା ଅନୁସାରେ ତାଙ୍କ ଜୀବନ ଶୈଳୀ ଖୁବ ଭଲ ହେବ । ଏବେ ଆମେ କହିବାକି ଅନୁଚଉଧୁରୀ ଙ୍କ କଥା ଯିଏ କି ଆମକୁ ବହୁତ ଭଲ ଭଲ ଚଳଚିତ୍ର ଦେଇଛନ୍ତି ।
ତେବେ ଏହି ଅନୁସାରେ ସେ ନିଜ ଛୋଟ ବୟଶ ରୁ ସେ ବହୁତ କିଛି ପାଇ ଛନ୍ତି । ଅନେକ ହିରୋ ଙ୍କ ସହ ମଧ୍ୟ ତାଙ୍କ ଚଳଚିତ୍ର ଅଛି । ଅଭିନୟ ର ବହୁତ ନିପୁଣତା ସହ ସେ ଆଗକୁ ଯାଇଅଛନ୍ତି । କଳାର ଅଧିକ ସୁନ୍ଦର ବାର୍ତ୍ତା ମଧ୍ୟ ଆମେ ତାଙ୍କ ପାଖରୁ ଶିଖିଚେ ।

ତାଙ୍କ ଫିଗର ଯେମିତି ତାଙ୍କ ରୂପ ସେମିତି ଓ ଅଭିନୟ ମଧ୍ୟ ଠିକ ସେମିତି । ଏମିତି କେହି ନାଇ ଯେ କି ତାଙ୍କ ଅଭିନୟ ର ପ୍ରଶଂସା କରି ପାରିନି । ଏକ ସୁନାମ ଧନ୍ୟ ଚଳଚିତ୍ର ଅଭିନେତ୍ରୀ ଭାବେ ସେ ବହୁତ ଜାଗାରେ ପୁରସ୍କାର ମଧ୍ୟ ପାଇଛନ୍ତି ।
ଆପଣ ଏହା ମଧ୍ୟ ଜାଣିବା ଦରକାର କି ତାଙ୍କ ସୋସିଆଲ ମିଡିଆ ରେ ନିଜ ଫ୍ୟାନ୍ସ ମାନଙ୍କ ସହ ନିଜର କିଛି ଫୋଟୋ ସେୟାର କରିଛନ୍ତି । ସେ ଏହା ମଧ୍ୟ ସେୟାର କରିଛନ୍ତି କି ସେ କେଉଁ କେଉଁ ପ୍ରକାର ର ଲୋକଙ୍କ ସହ ରହୁଛନ୍ତି ଏହା ସହ ତାଙ୍କ ନିଜ କୁନି ଝିଅର ମଧ୍ୟ ଏକ ଫୋଟୋ ମଧ୍ୟ ସେୟାର କରୁଛନ୍ତି ।

ଏବେ ଭି ଅନୁଚଉଧୁରୀ ନିଜ ଜୀବନ ରେ ଅଧିକ ଧ୍ୟାନ ଦେଉଛନ୍ତି କେଉଁ ଜାଗାକୁ ଅତିଥି ଭାବେ ଯାଉ ଛନ୍ତି ନହେଲେ । ସେ ଆଉ ଗ୍ଲାମର ଦୁନିଆକୁ ଆସିବା ପାଇଁ ଚାହୁଁ ନାହାଁନ୍ତି । ଏହା ସହ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟ ଜାଣିବା ଦରକାର କି ତାଙ୍କ ଜୀବନ ଚଳଚିତ୍ର ର ଦୁନିଆ ଠାରୁ ଭି ଭଲ ଦେଖିବା ପାଇଁ ।
ତେବେ ଏହି ଫୋଟୋ ରେ ଦେଖନ୍ତୁ ଅନୁ କିଭଳି ସୁନ୍ଦର ଦେଖା ଯାଉଛନ୍ତି ଓ ତାଙ୍କ ସହ ଥିବା କୁନି ଝିଅ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ତେବେ ଅନୁଙ୍କୁ ଆମ ତରଫ ରୁ ଅନେକ ଶୁଭକାମନା ।
