ବନ୍ଧୁଗଣ ଯେବେ ଆପଣ କାହାକୁ ଭଲ ପାଇଥାନ୍ତି ତାଙ୍କୁ ହୃଦୟ ରୁ ଚାହିଁଥାନ୍ତି ତେବେ ତାଙ୍କୁ ଦେଖିବାକୁ ତାଙ୍କ ସହ କଥା ହେବାକୁ ବହୁତ ଇଚ୍ଛା ହେଉଥିବ ନିଶ୍ଚୟ । ପ୍ରେମରେ ଜାତି, ଧର୍ମ, ରଙ୍ଗ କିଛି ବି ଦେଖାଯାଏ ନାହିଁ । ବାସ ପ୍ରେମ ହୋଇଯାଏ ସମାନ ବାଲା ସହ । କିନ୍ତୁ ଏହା ଜରୁରୀ ନୁହେଁ କି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କୁ ମିଳିଯିବେ ।
ଅନେକ ଥର ମଣିଷ ପ୍ରେମରେ ଧୋକା ଖାଇଥାଏ । ଅନେକ ସମୟରେ ଆମେ ପ୍ରେମ କରି ବି ଆମକୁ ଆମର ସଚ୍ଚା ପ୍ରେମ ମିଳିପାରେ ନାହିଁ । କାରଣ ପୁଅ କି ଝିଅଙ୍କ ମଧ୍ୟରୁ ଜଣଙ୍କର କାହାର ଭୁଲ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏମିତି 3ଟି କଥା ଯାହା କେବଳ ସଚ୍ଚା ପ୍ରେମରେ ଦେଖିବାକୁ ମିଳିଥାଏ ।
1- ଯେଉଁ ବ୍ୟକ୍ତି ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବେ ସେ ପ୍ରତେକ ମୂହୁର୍ତ୍ତ ରେ ଆପଣଙ୍କର ଅପେକ୍ଷା କରିଥିବେ । ସେ ତାଙ୍କର ସବୁ ସମୟ ଆପଣଙ୍କ ପାଇଁ ବାହାର କରିବେ । ସେ ଆପଣଙ୍କ ପାଇଁ ପ୍ରତେକ ସ୍ଥିତି ରେ ପ୍ରେଜେଣ୍ଟ ରହିବେ । ଆପଣଙ୍କର ସାଥ ଦେବା ପାଇଁ । ତାଙ୍କ ପାଖରେ ସମୟ ନ ଥିଲେ ବି ସେ ଆପଣଙ୍କ ପାଇଁ ଯେମିତି ବି ହେଉ ସମୟ ବାହାର କରିବେ । ତାଙ୍କର ହୃଦୟର ସ୍ପନ୍ଦନରେ କେବଳ ଆପଣ ହିଁ ଥିବେ । ତେବେ ଜାଣିବେ ସେ ବ୍ୟକ୍ତିଙ୍କର ଆପଣଙ୍କ ପ୍ରତି ସଚ୍ଚା ପ୍ରେମ ରହିଛି ।
2- ମିଛ ପ୍ରେମ କରୁଥିବା ବ୍ୟକ୍ତିକୁ ଆରମ୍ଭରୁ ସବୁ କିଛି ଭଲ ଲାଗିଥାଏ । କିନ୍ତୁ ଧୀରେ ଧୀରେ ଏହି ସବୁ ଜିନିଷ କମ ହେବାରେ ଲାଗିଥାଏ । ଆଉ ଶେଷରେ ସମ୍ପର୍କ ଶେଷ ହୋଇଯାଏ । ଯଦି ଆପଣଙ୍କୁ ଆପଣଙ୍କ ସାଥିଙ୍କ କଥା ହର୍ଟ କରୁଛି ବା ତାଙ୍କ କଥାରେ ଆପଣଙ୍କ ମନ ଦୁଖ ହେଉଛି ତେବେ ଜାଣିବେ ସେ ଭଲ ପାଇବା ସଚ୍ଚା ଅଟେ । ଏଭଳି ପ୍ରେମେ ଏକ ତରଫା ହେଉ ନା କାହିଁକି । ଯଦି ଆପଣଙ୍କ କଥାରେ ତାଙ୍କୁ ଦୁଖ ହେଉଛି କିମ୍ବା ଆପଣଙ୍କ କୁହନ୍ତୁ କି ନ କୁହନ୍ତୁ ତାଙ୍କୁ ଫରକ ପଡୁଛି ତେବେ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ବୋଲି ଜଣାଇବେ ।
3- ଯଦି ଆପଣଙ୍କ ପାର୍ଟନର କମେଣ୍ଟମେଣ୍ଟ କରୁଛନ୍ତି କି ସେ କେବେ ଆପଣଙ୍କର ସାଥ ଛାଡିବେ ନାହିଁ କିମ୍ବା ଆପଣଙ୍କ ହାତ ଛାଡିବେ ନାହିଁ ଯେତେ ବଡ ବିପଦ ଆସିଲେ ବି । ଯଦି ଆପଣ ଦୁହେଁ ପରସ୍ପର ପାଇଁ କମେଣ୍ଟମେଣ୍ଟ କରିଛନ୍ତି ତେବେ ଆପଣଙ୍କ ରିଲେସନ ଦୀର୍ଘ ଦିନ ଯାଏଁ ତିଷ୍ଠି ରହୈବ । ଯଦି ସେ ଆପଣଙ୍କୁ ବିବାହ କରିବାକୁ କହୁଛନ୍ତି ତେବେ ଆପଣଙ୍କର ସମ୍ପର୍କ କେବେ ବି ଭାଙ୍ଗିବ ନାହିଁ । ତେବେ ଏଭଳି କ୍ଷେତ୍ରରେ ପ୍ରେମ ସଚ୍ଚା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।