ପ୍ରେମ ଓ ମୃ-ତ୍ୟୁ DJ ରୁ ଆରମ୍ଭ DJ ରେ ଶେଷ! Azexଙ୍କ ମୃ-ତ୍ୟୁ ମାମଲାରେ ମୁହଁ ଖୋଲିଲେ ସାଙ୍ଗ, କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଜିଜ୍ଞାସା ଧୋକା ଦେଉଥିଲା ଆରଜେଏକ୍ସ କୁ । ସାଙ୍ଗ ଖୋଲି ଦେଇଛନ୍ତି ଆରଜେଏକ୍ସ ଙ୍କ ପ୍ରେମିକା ଜିଜ୍ଞାସା ଙ୍କର ସବୁ ଗୁମର । ଗୋଟି ଗୋଟି କରି କହିଛନ୍ତି ସବୁ ସତ କଥା । ଯେଉଁଥି ପାଇଁ ଥିଲେ ସେ ମାନସିକ ଦୁଶ୍ଚିନ୍ତା ରେ । ଏଣେ ଆରଜେଏକ୍ସ ଙ୍କର ମା ଦେଇଛନ୍ତି ପୋଲିସ ଥାନାରେ ଅ-ଭି-ଯୋ-ଗ । 306 ଧାରାରେ ଏବେ ଲାଗିଛି ଏ-ଫା-ୟା-ର ।

ଯେଉଁଥି ରେ ଆବେଟ ମେଣ୍ଟ ଟୁ ସୁ-ସା-ଇ-ଟ ଅର୍ଥାତ ଜଣଙ୍କୁ ହ-ତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ଏଭଳି ସ-ଙ୍ଗି-ନ ଅ-ଭି-ଯୋ-ଗ କୁ ଭିତ୍ତି କରି ତଦନ୍ତ କରୁଛି ପୋଲିସ । 6 ମାସର ପ୍ରେମ ଥିଲା ଆଉ ଏପଟେ ତାଙ୍କ ପ୍ରେମିକା ଅନ୍ୟ ପୁଅଙ୍କ ସହ ସମ୍ପର୍କ ରଖୁଥିଲେ । ଯାହା ଜାଣି ସାରିଥିଲେ ଆରଜେଏକ୍ସ । ଯାହାର ଅଡିଓ କଲ ମଧ୍ୟ ସେ ଶୁଣିଥିଲେ ଏବଂ ତାଙ୍କ ସାଙ୍ଗ ଆରଜେଏକ୍ସ ଙ୍କ ସାଙ୍ଗ ତାଙ୍କୁ ଶୁଣାଇ ଥିଲେ ।

ଏମିତିକି ସାଙ୍ଗ ର ମନ ଭଲ ରଖିବା ପାଇଁ ସେ ପ୍ଳାନ ବି କରିଥିଲେ ଆଉ ସାଙ୍ଗ କୁ ଜୋତା ବି ଉପହାର ଦେଇଥିଲେ । ଯାହାକୁ ପିନ୍ଧି ସେ ତାଙ୍କର DJ ସୋ ବି କରିଥାନ୍ତେ । କିନ୍ତୁ ଭାଗ୍ୟ ର ବିଡମ୍ବନା ଏହା ହେଲା ନାହି । ଗୋଟେ ସାଙ୍ଗ ଏବେ ଆଉ ଗୋଟେ ସାଙ୍ଗ କୁ ଝୁରି ବହୁତ ମନ ଦୁଖ କରୁଛି । ସାଙ୍ଗକୁ ହରାଇ ଆଉ ଗୋଟେ ସାଙ୍ଗ କହୁଛି ମୋ ସାଙ୍ଗ କଣ ଆଉ ଫେରିବ । ସେ ଅଫେରା ରାଇଜକୁ ଚାଲି ଯାଇଛି ।

ହେଲେ ଯେଉଁ ଝିଅ ପାଇଁ ତାଙ୍କର ଜୀବନ ଯାଇଛି ତାକୁ ଦଣ୍ଡ ମିଳିବାର ଜରୁରତ ରହିଛି । ଆଉ ଏହି ଘଟଣା ଉପରେ ପୋଲିସ କୁ ସଠିକ ତଦନ୍ତ କରିବାର ଜରୁରତ ଅଛି । ସନ୍ଦେହର କଣ୍ଟା ଏବେ ଆସିଛି ପ୍ରେମିକା ଜିଜ୍ଞାସା ଅଦାକୁ । ଯିଏ କି ଆରଜେଏକ୍ସ ଙ୍କୁ ଆ-ତ୍ମ-ହ-ତ୍ୟା କରିବା ପାଇଁ ପ୍ରବର୍ତ୍ତାଇଛନ୍ତି । କଣ ଥିଲା ସେଭଳି କାରଣ ଯାହା ପାଇଁ ଦୁଇ ଜଣଙ୍କ ମଧ୍ୟରେ ମନାନ୍ତର ହୋଇଥିଲା ।

ଶୁଣିବାକୁ ମିଳିଛି ଜିଜ୍ଞାସା ଙ୍କ ସାଙ୍ଗ ରଶ୍ମୀ ଙ୍କ ପାଇଁ ସବୁ ନାଟ ସୃଷ୍ଟି ହୋଇଥିଲା । ଆଉ ଯାହା ପାଇଁ ମାନସିକ ଦୁଶ୍ଚିନ୍ତା ରେ ରହିଥିଲେ ଆରଜେଏକ୍ସ । ତେବେ ଦେଖିବାକୁ ବାକି ରହିଲା ପୋଲିସ 306 ଧାରାରେ ଯେଉଁ ଏ-ଫା-ୟା-ର ରୁଜୁ କରିଛି ତା ଉପରେ କେତେ ଦୂର ତଦନ୍ତ କରୁଛି । ପ୍ରେମିକା ଜିଜ୍ଞାସା ଙ୍କୁ କଣ ପ୍ରଶ୍ନ କରୁଛି ପୋଲିସ ଓ ଏହାର ଉତ୍ତର ଜିଜ୍ଞାସା କଣ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଯେଉଁ କାରଣ ପାଇଁ ଆରଜେଏକ୍ସ ଆ-ତ୍ମ-ହ-ତ୍ୟା କରିବାକୁ ବାଧ୍ୟ ହେଲେ ତାହା ବି ଏବେ ଜାଣିବାର ବାକି ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ନାମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *