ଏ ଦୁନିଆରେ ପ୍ରେମ ଏମିତି ଏକ ପବିତ୍ର ବନ୍ଧନ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ପ୍ରେମ ବନ୍ଧନରେ ବାନ୍ଧି ହୋଇଗଲେ ଉଭୟ ପୁଅ ଓ ଝିଅ ଏକ ଅଲଗା ଦୁନିଆରେ ହଜି ଯାଇଥାନ୍ତି । ଠିକ ସେହିଭଳି ବନ୍ଧୁତ୍ଵ ମଧ୍ୟ ଏମିତି ଏକ ବନ୍ଧନ ଯାହା ଜୀବନ ସାରା ରହିଥାଏ । କୌଣସି ବ୍ୟକ୍ତି ସହ ବନ୍ଧୁତା କରିଲେ ସାରା ଜୀବନ ନିଭାଇବାକୁ ପଡିଥାଏ । ବନ୍ଧୁତାରେ ସବୁ କିଛି କରିବାକୁ ପଡିଥାଏ ।
କିନ୍ତୁ କଣ ବନ୍ଧୁଗଣ ଆପଣ ମାନେ ପ୍ରେମ ଓ ବନ୍ଧୁତା ମଧ୍ୟରେ କଣ ପାର୍ଥକ୍ଯ ରହିଛି ତାହା ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କ ଏହାର ସାରାଂଶ କଥା କହିବାକୁ ଯାଉଛୁ । ପ୍ରେମ ଓ ବନ୍ଧୁତା ମଧ୍ୟରେ କଣ ପ୍ରାଥକ୍ଯ ରହିଛି କହିବାକୁ ଗଲେ ଏହା ଅନର୍ଥର ଅର୍ଥ କଣ ଅଟେ । ଯେବେ ଅନର୍ଥ ହୋଇ ସାରିଛି ତେବେ ତାର ଅର୍ଥ କଣ ଆଉ କିଛି ନାହିଁ । ଠିକ ସେହିପରି ମିତ୍ରତା ରେ ଯଦି ଆପଣଙ୍କର କୌଣସି ସ୍ଵାର୍ଥ ରହିଛି ତେବେ ତାହାର କୌଣସି ମୂଲ୍ୟ ନ ଥାଏ ।
ମିତ୍ରତା ସର୍ବଦା ବିନା ସ୍ଵାର୍ଥ ରେ କରିବା ଉଚିତ । ଠିକ ସେହିଭଳି ସେ ପ୍ରେମ ରେ କଣ ଲାଭ ଥାଏ ଯେଉଁଥିରେ ଆପଣଙ୍କର କୌଣସି ସ୍ଵାର୍ଥ ରହିଥାଏ । ଜୀବନର ଏହି ଦୁଇଟି ସୋପାନ ପ୍ରେମ ଓ ବନ୍ଧୁତା ଏମିତି ଏକ ବନ୍ଧନ ଯେଉଁଥିରେ କିଛି ପାଇବାର ଆଶା ନ ରଖି ଦେବାକୁ ପଡିଥାଏ ବୋଲି ଭଗବାନ କୃଷ୍ଣ ମତ ଦେଇଛନ୍ତି । ପ୍ରତେକ ବ୍ୟକ୍ତି ନିଜର ଭାବନା, ସୁଖ ଓ ସମୟରେ କୌଣସି ଆଶା ରଖିଥାଏ ତେବେ ସେହି କ୍ଷେତ୍ର ରେ ମିତ୍ରତା ର କୌଣସି ଅର୍ଥ ନ ଥାଏ ।
ଯଦି କିଛି ପାଇବା ଆଶା ରେ କରୁଛ ତେବେ ସେ ପ୍ରେମର କୌଣସି ମୂଲ୍ୟ ନାହି । ଯିଏ ସଚ୍ଚା ପ୍ରେମ କରୁଥାଏ ତାହା ପାଖରେ କିଛି ପାଇବାର ଆବଶ୍ୟକତା ନ ଥାଏ । ବରଂ ସେହି ବ୍ୟକ୍ତିଙ୍କୁ କିଛି ନ ଇଚ୍ଛା କରି ମହଦୟା ସବୁ କିଛି ମିଳିଯାଏ । ଯାହା ପାଖରେ ଅଢେଇ ଅକ୍ଷର ର ପ୍ରେମ ରହିଛି ତାହା ପାଖରେ ଦୁନିଆର ସବୁଠାରୁ ମୂଲ୍ୟବାନ ବସ୍ତୁ ରହିଛି ବୋଲି ଭଗବାନ କୃଷ୍ଣ କହିଛନ୍ତି । ତେବେ ପ୍ରେମରେ କୌଣସି ସ୍ଵାର୍ଥ ନ ଥାଏ ବରଂ ଅନ୍ୟକୁ କିଛି ଦେବାକୁ ପଡିଥାଏ ।
ତାହା ହେଉଛି ଆପଣଙ୍କର ସଚ୍ଚା ଭଲ ପାଇବା ଯାହା ଆପଣଙ୍କ ସାଥି ଙ୍କୁ ବେସ ଆନନ୍ଦ ଦେବା ସହ ନିଜର ଅନୁଭବ କରାଇ ପାରିବ । ତେବେ ବନ୍ଧୁତା ମଧ୍ୟ ଠିକ ଏହିଭଳି କରିବାକୁ ପଡିଥାଏ । ବନ୍ଧୁତା ରେ ବିନା ସ୍ଵାର୍ଥ ରେ ଆପଣ ନିଜର ମିତ୍ରା ସହ ମିତ୍ରତା କରନ୍ତୁ । ଦେଖିବେ ଆପଣଙ୍କର ସବୁ ଦୁଖ ଦୂର ହେବା ସହ ଆପଣଙ୍କର ମନ ପ୍ରସନ୍ନ ରହିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।