ପ୍ରେମ ପରୀକ୍ଷା କାହିଁକି ନେଇଥାଏ ? Krishna Vani

ବନ୍ଧୁଗଣ ଆପଣ ନିଜ ଜୀବନରେ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମ ଯେବେ ହୁଏ ଜାତି, ଧର୍ମ କିଛି ବି ଦେଖେ ନାହିଁ । ପ୍ରେମରେ ପଡିଲେ ମଣିଷ ସବୁ କିଛି ଭୁଲିଯାଏ ଆଉ କିଛି ବି କରିବାକୁ ପ୍ରସ୍ତୁତ ରୁହେ । କିନ୍ତୁ ପ୍ରେମରେ ପଡିଥିବା ମଣିଷ କେତେ ଯେ କଷ୍ଟ ପାଏ ତାହା ସମସ୍ତେ ଜାଣି ନ ଥାନ୍ତି । ଯିଏ ପ୍ରେମ କରେ କେବଳ ସେ ହିଁ ଜାଣିଥାଏ । ତେବେ ପ୍ରେମ ରେ ମଣିଷ କୁ ଅଗ୍ନି ପରୀକ୍ଷା ମଧ୍ୟ ଦେବାକୁ ପଡିଥାଏ । କାରଣ ପ୍ରେମ କରିବା ଆଉ ତାକୁ ନିଭାଇବା ବହୁତ କଷ୍ଟ ।

ଏହି ଦୁଇ ଟି କଥାରେ ବହୁତ ପାର୍ଥକ୍ଯ ରହିଛି । ଆଜି ଆମେ ଜାଣିବା ପ୍ରେମ କଣ ପରୀକ୍ଷା ନେଇଥାଏ । ମଣିଷ ଜୀବନରେ ପ୍ରେମ କରିବା ତିନି ଲୋକ ମଧ୍ୟରେ ସବୁଠାରୁ କଠିନ ଯାତ୍ରା ହୋଇଥାଏ । କାରଣ ପ୍ରେମ ଦୁନିଆରେ ଶକ୍ତି ଭାବେ ବ୍ୟାପିଛି । ତେଣୁ ପ୍ରେମ ର ଯାତ୍ରା ସରଳ ହେବା ସମ୍ଭବ ନୁହେଁ । ଏହି ଯାତ୍ରା ଖାଲି ନାୟକ ବା ନାୟିକା ର ନୁହେଁ ବରଂ ଏହି ଯାତ୍ରା ରୁ ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ପଡିଥାଏ ।

ଯିଏ ପ୍ରେମ କରିଥାଏ ସେ ସବୁ ସଙ୍କଟ କୁ ପାର କରିବାର କ୍ଷମତା ରଖିଥାଏ । ପ୍ରେମ କରୁଥିବା ବ୍ୟକ୍ତି କୁ ଧୋକା ଖାଇବାକୁ ପଡିଥାଏ । କଠିନ ସ୍ଥିତି ର ସାମ୍ନା କରିବାକୁ ପଡିଥାଏ । ଆଉ ଏମିତି ସତରେ ହୋଇଥାଏ । ଯିଏ ପ୍ରେମ କରେ ତା ସହ ଏମିତି ନିଶ୍ଚୟ ହୋଇଥାଏ । ପ୍ରେମ କେତେବେଳେ କାହାକୁ ହେବ ତାହା କେହି କହି ପାରିବେ ନାହିଁ ।

ଯିଏ ପ୍ରେମକୁ ପାଇବାକୁ ଜିଦି କରେ ଦୁନିଆର ସବୁ ଜିନିଷ ସହଜ ହୋଇଯାଏ । କିନ୍ତୁ ପ୍ରେମର ରାସ୍ତା ବହୁତ କଠିନ ହୋଇଥାଏ । ପ୍ରେମରେ ପଡିଲେ ଯେବେ ଧୋକା ମିଳେ ସେତେବେଳେ ବ୍ୟକ୍ତି କାନ୍ଦି କାନ୍ଦି ନିଜକୁ ହରାଇ ବସେ । ପ୍ରେମର ଯାତ୍ରା କାହା ସହ ବି ହୋଇପାରେ । ଯେମିତି ରାଧା, ରୁକ୍ମଣି ଭଗବାନ କୃଷ୍ଣ ଙ୍କୁ ପ୍ରେମ କରୁଥିଲେ ।

ସେମାନଙ୍କର ପ୍ରେମ ର ଯାତ୍ରା ଥିଲା ଯେମିତି ଗୋଟେ ପ୍ରେମୀ ତାର ପ୍ରେମିକା କୁ ଭଲ ପାଏ । ପ୍ରଥମେ ପ୍ରେମ ହୁଏ ଆଉ ତା ପରେ କଷ୍ଟ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ପ୍ରେମ ରେ ପଡିଲେ କେତେ ଯେ ପରୀକ୍ଷା ଦେବାକୁ ପଡିଥାଏ ତାହା ପ୍ରେମ କରୁଥିବା ବ୍ୟକ୍ତି ଜାଣି ଥାଏ । ତା ପରେ ଯାଇ ପ୍ରେମ ର ଲକ୍ଷ୍ୟ ସ୍ଥଳରେ ବ୍ୟକ୍ତି ପହଞ୍ଚି ଥାଏ । ପ୍ରେମ ଏତେ ସହଜ ନୁହେଁ ।

ପ୍ରେମର କଠିନତା କୁ ଯିଏ ଥରେ ପାର କରି ନିଏ ସିଏ ତା ଜୀବନରେ ସବୁ କିଛି ସଫଳତା ହାସଲ କରିବାରେ ସକ୍ଷମ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *