ପ୍ରେମିକ କୁ ଧରି ଶୋଇଥିଲା ସ୍ତ୍ରୀ, ଧରିଦେଲେ ଗାଁ ଲୋକେ, ଆଉ ତା ପରେ ସ୍ତ୍ରୀ ଯାହା କହୁଛି ଶୁଣି ଆପଣଙ୍କ ଉଡିବ ହୋସ… ଦେଖନ୍ତୁ Video

ତୋ ପରି ସ୍ତ୍ରୀ କୁ ପାଇ ମୋ ଜୀବନ ଆଜି ବରବାତ ହୋଇଯାଇଛି । ମୋ ଇଜତ ମହତ ସବୁ ମାଟିରେ ମିଶି ଯାଇଛି । ମୁଁ ଏପଟେ ଘରେ ଛାଡି ବାହାରେ ଅଛି ଆଉ ତୁ ଟୋକା ମାନଙ୍କୁ ମୋ ଘରେ ପୁରାଇ ମୋ ଘରକୁ ଅପବିତ୍ର କରି ସାରିଲୁଣି । ମୁଁ ଏପଟେ ଘର ଚିନ୍ତା କରି ମରୁଛି ଆଉ ତୁ ସେପଟେ ଟୋକାଙ୍କୁ ଧରି ରାସଲୀଳା କରୁଛୁ । ତୋତେ ଟଙ୍କା ପଠାଇବାକୁ ମୁଁ ଏଠି ଖଟି ଖଟି ହାଲିଆ ହେଲିଣି ଆଉ ତୁ ପର ପୁରୁଷକୁ ଧରି ଶୋଉଛୁ । ତୋ ପାଇଁ ମୋ ପରିବାରର ମାନ ସମାନ ନଷ୍ଟ ହୋଇଯାଇଛି ।

ତୋତେ କଣ ଏଥିପାଇଁ ମୋ ସ୍ତ୍ରୀ କରି ଘରକୁ ଆଣିଥିଲି କଣ ଏ କାମ କରିବା ପାଇଁ ତୋ ହାତ ଧରି ହାତ ଧରି ବାହା ହୋଇଥିଲି । ମୁଁ ପର ପାଖରେ ରହି ଘୁଷୁରି ପରି ଖଟିବି ଆଉ ତୁ ମୋ ଘରେ ମୋ ବେଡ ରେ ପର ପୁରୁଷ ଙ୍କୁ ଧରି ରୋମାନ୍ସ କରିବୁ । ମୁଁ ତୋ ପାଇଁ ଦାମୀ ଦାମୀ ଶାଢୀ ପଠାଇବି ହେଲେ ତୁ ଏହାର ମହତ ବୁଝିଲୁ ନାହି । ତୁ ନିଜେ କାହା କୋଉ ସାମ୍ୟ ତା ସ୍ତ୍ରୀ ର ଏମିତି ରାସଲୀଳା କୁ ସହି ପାରିବ । ମୋ ଜାଗାକୁ ଆସି ତୁ ଥରେ ବିଚାର କର କେଉଁ ସ୍ଵାମୀର ଏପରି ପରକ୍ରିୟା ସମ୍ପର୍କକୁ ବରଦାସ୍ତ କରିବ ।

ତୁ ଯେମିତି ମୋ ଜୀବନକୁ ନଷ୍ଟ କରି ଦେଇଛୁ ମୁଁ ବି ତୋ ଜୀବନକୁ ସେମିତି ନଷ୍ଟ କରି ଦେବି । ତୋତେ କଠୋର ଦଣ୍ଡ ଦରକାର ଖାଲି ଅପେକ୍ଷା କର ପାପର ପ୍ରାୟଶ୍ଚିତ ତୁ ନିଶ୍ଚୟ କରିବୁ । ହଁ ଦର୍ଶକ ବନ୍ଧୁ ସାମ୍ୟ ଘରେ ନ ଥିବା ବେଳେ ଅନ୍ୟ ପୁରୁଷ କୁ ଧରି ସ୍ତ୍ରୀ କରୁଥିଲା ରୋମାନ୍ସ । ରୋମାନ୍ସ ରେ ଏତେ ମଜି ଯାଇଥିଲା ଯେ କେହି କାହାରିକୁ ଛାଡୁ ନ ଥିଲେ । ଗାଁ ଲୋକ ମାନେ ଦେଖିବା ପରେ ବି ସେମିତି ରୋମାନ୍ସ କରି ଚାଲୁଥିଲେ ସେମାନେ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଡମ୍ବା ବ୍ଲକ ଅନ୍ତର୍ଗତ କସିକିଆରି ଧାନପଲ୍ଲୀ ଗାଁ ରେ । ତେବେ ଘର ଭିତରେ ଦୁଇ ପ୍ରେମୀ ଯୁଗଳ ଧରା ପଡିବା ପରେ ଗାଁ ଲୋକେ ଉତ୍ତମ ମଧ୍ୟମ ଦେଇ ପୋଲିସ କୁ ଖବର ଦେଇଥିଲେ । ବହୁତ ଦୂର ବ୍ରହ୍ମପୁର ରେ ଥାଇ ଅନଲାଇନ ମାଧ୍ୟମରେ ସମ୍ପର୍କ ଯୋଡି ଦୁଇ ପୁରୁଷ ଗାଁ କୁ ଆସିଥିଲେ ।

ଆଉ ସ୍ଵାମୀ ଘରେ ନ ଥିବା ବେଳେ ସ୍ତ୍ରୀ ଜଣକ ରୋମାନ୍ସ କରୁଥିବା ବେଳେ ଧରା ପଡି ଯିବାରୁ ଜଣେ ଯୁବକ ସେଠାରୁ ଫେରାର ହୋଇ ଯାଇଥିଲେ । ତେବେ ଧରା ପଡିଥିବା ଯୁବକ ଓ ମହିଳା ଙ୍କୁ ଥାନା ରେ ଅଟକ ରଖିଥିବା କଥା ଜଣା ପଡିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *