ସାମ୍ନାକୁ ଆସିଲେ Putinଙ୍କ ଡୁପ୍ଳିକେଟ, ଦେଖିବାକୁ ଅବିକଳ Putinଙ୍କ ପରି…. Video ଦେଖି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଚିନ୍ତାରେ ପଡିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । ତାଙ୍କୁ କେତେବେଳେ ବି ହତ୍ୟା କରା ଯାଇପାରେ । ଏଥିପାଇଁ ନିଜକୁ ସୁରକ୍ଷିତ ରଖିବା ପାଇଁ ପୁଟିନ ବ୍ଯବହର କରୁଛନ୍ତି ବଡି ଡବଲ । ବୈଠକରେ ବଡି ଡବଲକୁ ବ୍ୟବହାର କରିଛନ୍ତି କ୍ରେମଲୀନ । ଏହି ଡୁପ୍ଳିକେଟ ରାଷ୍ଟ୍ରପତି ଭବନର ପରିସରରେ ରହୁଛି । ପୁଟିନଙ୍କ ଭଳି ଦେଖାଯିବା ସହ ତାଙ୍କ ଭଳି ଚାଲୁଛନ୍ତି ଏହି ବଡି ଡବଲ । ୟୁକ୍ରେନ ଆକ୍ରମଣରେ ଧିମାସ୍ଥ କାରଣରୁ ୮ ସିର୍ସା ଜେନେରାଲଙ୍କୁ ବରଖାସ୍ତ କରିଥିଲେ ପୁଟିନ ।

ଏଣୁ ରାଗରେ ସେମାନେ ପୁଟିନଙ୍କୁ ହତ୍ୟା କରିବା ନେଇ ଯୋଜନା କରୁଥିବା କୁହା ଯାଉଛି । ତେଣୁ ପୁଟିନ ନିଜର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ସୁରକ୍ଷା ବଳ ମଧ୍ୟରେ ରହୁଛନ୍ତି ପୁଟିନ । ୟୁକ୍ରେନ-ଋଷ ଯୁଦ୍ଧରେ ଏ ଯାଏଁ ୧୮ହଜାର ଋଷ ସେନାଙ୍କ ମୃତ୍ୟୁ ହୋଇ ସାରିଲାଣି । ବହୁ ବରିଷ୍ଠ ସେନାଙ୍କ ମୃତ୍ୟୁ କାରଣରୁ ସେନାଙ୍କ ମଧ୍ୟରେ ମନୋବଳ ଭାଙ୍ଗି ଗଲାଣି । ଋଷ କ୍ୟାମ୍ପେନ ଏବେ ଜଣେ ବିନା ୱାର କମାଣ୍ଡରରେ ଚାଲିଛି । ପୂର୍ବ ରୁ ମଧ୍ୟ ପୁଟିନ ନିଜର ପରିବାରକୁ ଏକ ବଙ୍କର ଭିତରେ ରଖିଛନ୍ତି ସେମାନଙ୍କର ସୁରକ୍ଷା ପାଇଁ ।

ଦୀର୍ଘ ୪୦ ଦିନର ଯୁଦ୍ଧ ମଧ୍ୟରେ ୟୁକ୍ରେନ ରେ ଯେପରି ଭାବେ ତାଣ୍ଡବ ରଚାଇଛନ୍ତି ପୁଟିନ ତାହାର ଭୟ ମଧ୍ୟ ପୁଟିନଙ୍କ ଠାରେ ଦେଖା ଯାଇଛି । ଏହା ସହ ଅନ୍ୟ କୌଣସି ରାଷ୍ଟ୍ର ମଧ୍ୟ ପୁଟିନ ଙ୍କ ଉପରେ ଆକ୍ରମଣ କରି ପାରନ୍ତି ଯାହାର ଭୟ ପୁଟିନ ଙ୍କ ମଧ୍ୟରେ ରହିଛି । ଏବେ ଋଷ ସେନା ଯେଉଁ ଲଢେଇ ଜାରି ରଖିଛନ୍ତି ତାହା ବିନା କମାଣ୍ଡର ରେ ଚାଲିଛି । କାରଣ ପୁଟିନ ଅନେକ କମାଣ୍ଡର ମାନଙ୍କୁ ହଟାଇ ସାରିଛନ୍ତି । ଏମିତିକି ଅନୁମାନ କରା ଯାଉଛି ଆଗାମୀ ସମୟରେ ଯୁଦ୍ଧ ର ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

ପୁଟିନ ନିଜର ସୁରକ୍ଷା ପାଇଁ ନିଜେ ସାମନାକୁ ନ ଆସି ତାଙ୍କର ବଡି ଡବଲ ଆବ ଡୁପ୍ଳିକେଟ ଙ୍କୁ ବ୍ୟବହାର କରୁଛନ୍ତି । ଯିଏ ଠିକ ଦେଖିବାକୁ ତାଙ୍କ ଭଳି ପୁରା ଏକା । ବିଶେଷ ଭାବେ ଟ୍ରେନିଙ୍ଗ ଦିଆ ଯାଇଛି ବଡି ଡବଲ କୁ । ଅନ୍ୟ ମାନଙ୍କ ମନରେ ଭ୍ରମ ସୃଷ୍ଟି କରିବା ପାଇଁ ପୁଟିନ ଏଭଳି ପଦେକ୍ଷେପ ନେଇଛନ୍ତି ଯାହା ସୂତ୍ର ରୁ ଜଣା ପଡିଛି । କାରଣ ତାଙ୍କ ମନରେ ଏବେ ମୃତ୍ୟୁ ର ଭୟ ଦେଖା ଯାଇଛି ।

ପୁଟିନ ଙ୍କ ସୁରକ୍ଷା କି ନେଇ ସେ ନିଜେ ବହୁତ ଚିନ୍ତାରେ ଅଛନ୍ତି । ତେବେ ଆଗକୁ ଯୁଦ୍ଧ କେଉଁ ରୂପ ନେବା ତାହା କହିବା ସମ୍ଭବ ନୁହେଁ । ଏହାରି ମଧ୍ୟରେ ପୁଟିନ ଙ୍କ ଏଭଳି ବଡି ଡବଲ ବା ଡୁପ୍ଳିକେଟ ର ବ୍ୟବହାର କେତେ ଦୂର ଠିକ ହେବେ ତାହା ସମୟ କହିବ ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଯାନଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *