ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପିକଚର ପଜଲ ଗେମ । ଏଥିପାଇଁ ଆପଣଙ୍କୁ ମାତ୍ର ୧୦ ସେକେଣ୍ଡ ର ସମୟ ଦିଆଯିବ । ଯଦି ଆପଣ ୧୦ ସେକେଣ୍ଡ ମଧ୍ୟରେ ଉତ୍ତର ଦେବେ ତେବେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା ପଜଲ ଗେମ । ନିଶ୍ଚୟ ଆପଣଙ୍କୁ ଏହି ପଜାଲ ଗେମ ବହୁତ ଭଲ ଲାଗିବ ବୋଲି ଆମେ ଆଶା କରୁଛୁ । ଏଥିରେ ଆପଣ କିଛି ଚିତ୍ର ସାହାଜ୍ୟ ରେ ନାମ ଜାଣି ପାରିବେ ଯାହା ଆଜିର ମଜାଦାର ବିଷୟ ବସ୍ତୁ ରହିଛି ଆପଣଙ୍କ ପାଇଁ ।
ପଜଲ ୧- ଏହି ପଜଲ ରେ ଆପଣଙ୍କୁ ଓମ ଓ କାର ର ଚିତ୍ର ଦେଖା ଯାଇଛି । ଆଉ ପ୍ରଶ୍ନ ରହିଛି ପୁଅର ନାମ କଣ ?
ଉତ୍ତର- ଓମକାର
ପଜଲ ୨- ଏହି ପଜଲ ରେ ଆପଣଙ୍କୁ ଚନ୍ଦ୍ର, କାନ, ପିମ୍ପୁଡି ର ଚିତ୍ର ଦେଖା ଯାଇଛି । ତେବେ ପୁଅର ନାମ କଣ ?
ଉତ୍ତର- ଚନ୍ଦ୍ରକାନ୍ତ
ପଜଲ ୩: ଏହି ପଜାଲ ରେ ଆପଣଙ୍କୁ ବି ଓ ପିନ ର ଚିତ୍ର ଦେଖା ଯାଇଛି । ତେବେ ପୁଅର ନାମ କଣ ?
ଉତ୍ତର- ବିପିନ
ପଜଲ ୪: ଏହି ପଜଲ ରେ ଆପଣଙ୍କୁ ବେଲ ଓ ଜିମ ର ଚିତ୍ର ଦେଖା ଯାଇକି । ତେବେ ଦେଶର ନାମ କଣ ?
ଉତ୍ତର- ବେଲଜିୟମ
ପଜଲ ୫ : ଏହି ପଜଲ ରେ ଆପଣଙ୍କୁ A ଓ ତାଲା ର ଚିତ୍ର ଦେଖା ଯାଇଛି । ତେବେ ପୁଅର ନାମ କଣ ?
ଉତ୍ତର- ଆଲୋକ
ପଜାଲ ୬ : ଏହି ପଜଲ ରେ ଆପଣଙ୍କୁ ଚାହା ଓ ନା ର ଚିତ୍ର ଦେଖା ଯାଇଅଛି । ତେବେ ଝିଅର ନାମ କଣ ?
ଉତ୍ତର- ଟିନା
ପଜଲ ୭ : ଏହି ପଜଲ ରେ ଆପଣଙ୍କୁ ଆସ ଓ ଓକେ ର ଚିତ୍ର ଦେଖା ଯାଇଛି । ତେବେ ପୁଅର ନାମ କଣ ?
ଉତ୍ତର- ଅଶୋକ
ପଜଲ ୮ : ଏହି ପଜଲ ରେ ଆପଣଙ୍କୁ ଛାଇ ଓ ଶବ୍ଦ କରୁଥିବା ମାଇକ ର ଚିତ୍ର ଦେଖା ଯାଇଛି । ତେବେ ପୁଅର ନାମ କଣ ?
ଉତ୍ତର- କିଶୋର
ପଜଲ ୯ : ଏହି ପଜଲ ରେ ଆପଣଙ୍କୁ O ଓ ମ୍ୟାନ ର ଚିତ୍ର ଦେଖା ଯାଉଛି । ତେବେ ଦେଶର ନାମ କଣ ?
ଉତ୍ତର- ଓମାନ
ପଜଲ ୧୦ : ଏହି ପଜଲ ରେ ଆପଣଙ୍କୁ ହୃଦୟ ବା ଦିଲ ଏବଂ ଲି ର ଚିତ୍ର ଦେଖା ଯାଇଛି । ତେବେ ସହର ର ନାମ କଣ ?
ଉତ୍ତର- ଦିଲ୍ଲୀ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।