କୋରୋନାର ନୂଆ ଭ୍ୟାରିଆଣ୍ଟ Omicron ବ୍ୟାପିବା ଯୋଗୁ ପୁଣି ଥରେ ସାରା ଦେଶରେ ହୋଇପାରେ Lockdown ଓ Shutdown

ନମସ୍କାର ବନ୍ଧୁଗଣ । ପୁଣି ଫେରିଲା କୋରୋନା ଭୟ । ବିଶ୍ଵର ୭୦ଟି ଦେଶକୁ ଅମଡି ଗଲାଣି କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଧୀରେ ଧୀରେ ଏହା ସାରା ପୃଥିବୀକୁ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଭାରତର ଲୋକ ମାନେ ଅଧିକ ଭୟଭୀତ ହେବାର ନଜର ଆସୁଛନ୍ତି । ଜୀବନ ଜୀବିକାକୁ ନେଇ ପୁରା ବିଶ୍ଵ ଆତଙ୍କିତ ହୋଇ ପଡିଛି । ଜାନୁଆରୀ ଆରମ୍ବରୁ ବିଶ୍ବରେ ଓମିକ୍ରନର ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ ।

ମୃ-ତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ଆବଢିଲେ ପୁଣି ଠାରେ ସାରା ଦେଶରେ ତାଲା ବନ୍ଦ ହୋଇପାରେ ବୋଲି କୁହା ଯାଉଛି । କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଦୃଷ୍ଟ ଗତିରେ ସଂକ୍ରମିତ ହୋଇ ଥିବାରୁ ସମସ୍ତେ ସତର୍କ ରହିବାକୁ କହିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ । ଏବେ ସୁଧା ଦେଶର ପ୍ରାୟ ୭୦ଟି ଦେଶକୁ ଓମିକ୍ରନ ଚୂନି ଥିବା ବେଳେ ପୁଣି ଠାରେ ଲକ ଡାଉନ ଓ ସଟ ଡାଉନର ସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ତରଫରୁ ସୂଚନା ମିଳିଛି ।

କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଚିହ୍ନଟ କରିବା ପାଇଁ ସ୍ପେଶାଲ କୀଟ ପ୍ରସ୍ତୁ କରି ସାରିଛି ICMRI । ଆସନ୍ତା ସପ୍ତାହରେ ଏହି ନୂଆ କୀଟ ବଜାରେ ଉପଲବ୍ଧ ହୋଇପାରେ ବୋଲି ସୂଚନା ରହିଛି । ଯାହା ସାହାଜ୍ୟରେ ଓମିକ୍ରନ ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ମାତ୍ର ୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ ପାରିବ ।

ଏବେ ଭାରତରେ ୧୦ଟି ରାଜ୍ୟରେ ଓମିକ୍ରନ ପହଞ୍ଚି ସାରିଛି । ମହାରାଷ୍ଟ୍ର, ରାଜସ୍ଥାନ, କେରାଳ, କର୍ଣ୍ଣାଟକ, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜୁରାଟ, ତାମିଲନାଡୁ, ତେଲେଙ୍ଗାନା ଆନ୍ଧ୍ର ପ୍ରଦେଶରେ ଚିହ୍ନଟ ହୋଇଛି ଓମିକ୍ରନ । ଦେଶରେ ଓମିକ୍ରନଙ୍କ ସଂଖ୍ୟା ୧୦୦ ତାପୀ ଥିବା ବେଳେ ଆତଙ୍କିତ ହୋଇ ପଡିଛନ୍ତି ଦ୍ସବାସୀ ।

ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଙ୍କୁ କ୍ଵାରେନ୍ଟେଡ ରେ ରଖାଯିବା ସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସ କରା ଯାଉଛି । ଆଉ କିଛି ଦିନ ପରେ ପୁରା ଦେଶ ଓମିକ୍ରନ କବଳକୁ ଆସିଯିବ ବୋଲି ସୂଚନା ରହିଛି । ଏଥିପାଇଁ ପୂର୍ବ ଭଳି ସାରା ଦେଶରେ ଲକ ଡାଉନ ଓ ସଟ ଡାଉନ ପ୍ରକ୍ରିୟା ଜାରି ହୋଇପାରେ ବୋଲି କୁହା ଯାଉଛି ।

ଏ ନେଇ ସରକାର କିଛି ସ୍ପଷ୍ଟ କରି ନ ଥିବା ବେଳେ ସାଧାରଣ ଲୋକ ମାନେ ଜୀବନ ଜୀବିକା କୁ ନେଇ ବେଶ ଆତଙ୍କିତ ହୋଇ ପଡିଛନ୍ତି । ତେବେ ଆଗକୁ କେଉଁ ଭଳି ପରିସ୍ଥିତି ସୃଷ୍ଟି ହେବ ତାହା କିଛି ହେଉ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *