ଯେଉଁ ମାନେ କହୁଥିଲେ ଅନୁଭବଙ୍କ ରାଜନୈତିକ କ୍ୟାରିୟର ଖତମ ସେମାନେ ଏ ଦୃଶ୍ୟକୁ ଟିକେ ଭଲକି ଦେଖି ନିଅନ୍ତୁ । ଯେଉଁ ମାନେ କହୁଥିଲେ ସାଂସଦ ଅନୁଭବ ମହାନ୍ତି ଆଉ ରାଜନୀତିରେ ତିଷ୍ଠି ପାରିବେ ନାହି ସେମାନେ ଏ ଦୃଶ୍ୟକୁ ଭଲରେ ଦେଖନ୍ତୁ । ଯେଉଁ ମାନେ କହୁଥିଲେ ପାରିବାରିକ ବିବାଦରେ ଛନ୍ଦି ହେବା ପରେ ଅନୁଭବ ପୁରା ଖତମ ହୋଇଗଲେ ସେମାନେ ଏ ଦୃଶ୍ୟକୁ ଭଲରେ ଦେଖନ୍ତୁ ।
ହଁ ଦର୍ଶକ ବନ୍ଧୁ ଏ ଦୃଶ୍ୟ ହେଉଛି ବଜେଟ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦ ମାନଙ୍କୁ ଗୁରୁ ମନ୍ତ୍ର ଦେଉଛନ୍ତି ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏ କଥା ବି ନବୀନ ପଟ୍ଟନାୟକଙ୍କୁ ନେଇ ଜାଣନ୍ତି କି ସେ ଯାହାଙ୍କୁ ଭଲ ପାଆନ୍ତି ନାହି ତାଙ୍କୁ କେବେ ସାମ୍ନା କରନ୍ତି ନାହି କି ତାଙ୍କ ପାଇଁ ଦୁଆର ସବୁବେଳେ ବନ୍ଦ ହୋଇ ଯାଇଥାଏ ।
ଆଉ ଆଜି ଯେବେ ବଜେଟ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦ ମାନଙ୍କୁ ନବୀନ ଗୁରୁ ମନ୍ତ୍ର ଦେଉଛନ୍ତି ଠିକ ସେତିକି ବେଳେ ପ୍ରଥମ ଧାଡିର ଆଗରେ ବସିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ଏଥିରୁ ସ୍ପଷ୍ଟ ଭାବେ ବୁଝି ହେଉଛି କି ସନସଦ ଅନୁଭବ ମହାନ୍ତି କୁ ଏବେ ବି ଭଲ ପାଆନ୍ତି ଦଳର ସୁପ୍ରିମ ନବୀନ ପଟ୍ଟନାୟକ । କାରଣ ଦଳ କେତେବେଳେ କେଉଁ ଦାୟିତ୍ଵ ଦେବ ଅନୁଭବ ମହାନ୍ତିଙ୍କୁ ତାହା ଦଳ ନିସ୍ପତି ନେବ ।
ଆଉ ଦଳ ଯେଉଁ ନିସ୍ପତି ନେଇଛି ସେ କାର୍ଯ୍ୟ କରିଛନ୍ତି ଅନୁଭବ । ଦଳ ଯେଉଁଠି ଅନୁଭବ ଙ୍କୁ ଅନୁଭବ କରିଛି ଠିକ ସେତିକି ବେଳେ ଅନୁଭବ ମହାନ୍ତି ସେଠାରେ ଅଛନ୍ତି । ଆଉ ଯେବେ ଷ୍ଟାର ପ୍ରଚାର ତାଲିକାରୁ ନାମ ବାଦ ପଡିଲା ଆଉ ଯେବେ ଅନୁଭବ ପାରିବାରିକ ମାମଲାରେ ଛନ୍ଦି ହୋଇପଡିଲେ ବିରୋଧୀ ତ ଅନେକ କଥା କହିଲେ । କିନ୍ତୁ ସତ କଣ ଦୃଶ୍ୟରୂ ଜଣା ହେଉଛି ।
ଆଜିର ଓଡିଶାର ସ୍ଵାର୍ଥ ପାଇଁ ଦଳୀୟ ସାଂସଦ ମାନଙ୍କୁ ନବୀନ ଦେଉଛନ୍ତି ଗୁରୁ ମନ୍ତ୍ର । ଆଉ ଉଶ୍ଚାର୍ଗୀକୃତ ଲୋକ ସେବା କଲ୍ୟାଣ ପାଇଁ ଦେଉଛନ୍ତି ଆହ୍ଵାନ । ଆଉ ମିଥ୍ୟା ଅପପ୍ରଚାରକାରୀଙ୍କୁ ମୁହଁ ତୋଡ ଜବାବ ଦେବା ପାଇଁ ଦେଉଛନ୍ତି ସାଶ ନବୀନ ପଟ୍ଟନାୟକ । ଏଣିକି ଦିଲ୍ଲୀ ଦରବାରରେ ଦାବି ନୁହେଁ ଶାଣିତ ହେବ ରାଜ୍ୟର ଅଧିକାରର ଲଢେଇ । ଏଥିପାଇଁ ଦଳୀୟ ସାଂସଦ ମାନଙ୍କୁ ଇବାନ ଦେଉଛନ୍ତି ଗୁରୁ ମନ୍ତ୍ର ।
ସାଢେ 4 କୋଟି ଓଡିଆ ଙ୍କ ଦାବି ପୂରଣ ନ ହେବା ଯାଏଁ ବିଜୁ ଜନତା ଦଳ ସଂଗ୍ରାମ ଜାରି ରଖିବ । ସାଧାରଣ ଲୋକଙ୍କ ସହ ଜଡିତ ପ୍ରତେକ ସମସ୍ୟାର ସମାଧାନ କରିବା ଲାଗି ବିଜେଡି ସାଂସଦ ମାନେ ଏବେ ଲଢେଇ କରିବେ । ନିଜ ଅଧିକାର ପାଇଁ ସ୍ଵରକୁ ଆହୁରି ଶାଣିତ କରିବା ପାଇଁ ନବୀନ ଦେଇଛନ୍ତି ଗୁରୁ ମନ୍ତ୍ର ।
ଆଉ ଯେଉଁଠି ଉପସ୍ଥିତ ଅଛନ୍ତି କେନ୍ଦ୍ରାପଡା ସନସର ତଥା ସୁପର ଷ୍ଟାର ଅନୁଭବ ମହାନ୍ତି । ଅନୁଭବଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ବନ୍ଦ ହୋଇଯାଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।