ପୁଣି ଥରେ ଶିତ କାକର ରାତିରେ Tapaswini ନିଜ ସ୍ଵାମୀ Sumit ଙ୍କ ଘର ଆଗରେ ଦେଲେ ଧାରଣା, କଣ କହୁଛନ୍ତି ଦେଖନ୍ତୁ Video

ବହୁ ଚର୍ଚ୍ଚିତ ବ୍ରଂହପୁର ସହରର ତପସ୍ଵିନି ଦାସଙ୍କ ଲଢେଇ ପୁଣି ଥରେ ଆରମ୍ଭ ହୋଇଛି । ବୋଧ ହୁଏ ଏହା ହିଁ ପେରମା । ଶୀତ କାକର ରାତିରେ ଆଗ ପଛ ନ ଭାବି ସବୁ କିଛି ପଛରେ ପକାଇ ଘରର ଚାରି କାନ୍ଥକୁ ତୁଚ୍ଛ ମାନେ ନିଜ ସ୍ଵାମୀଙ୍କ ପାଇଁ ସଂଘର୍ଷ ଜାରି ରଖିଛନ୍ତି ତପସ୍ଵିନୀ । ଅନେକଙ୍କ ପାଇଁ ପ୍ରେରଣାର ଏଭଳି ଏକ ସ୍ରୋତ ପାଲଟିଛନ୍ତି ତପସ୍ଵିନୀ ନ୍ଯାହ ପାଇଁ ତାଙ୍କୁ ପ୍ରଶଂସା ନ କରି ରହିହେବ ନାହି ।

ତପସ୍ଵିନୀଙ୍କୁ ନ୍ୟାୟ ମିଳିବ କି ନାହି ସେ ସୁମିତଙ୍କ ସହ ସଂସାର କରିବେ କି ନାହି ତାହା କହିହେବ ନାହି । କିନ୍ତୁ ତାଙ୍କର ସାହସ, ଚେଷ୍ଟା ଆଜି ତାଙ୍କୁ ସମସ୍ତଙ୍କ ଆଗରେ ସମାନ ପଦ ସ୍ଥାନରେ ପହଞ୍ଚାଇ ପାରିଛି । କୋର୍ଟର ନିର୍ଦେଶ ଏ ଯାଏଁ ତାଙ୍କ ସପକ୍ଷରେ ଆସି ନ ଥ୍ଲେ ମଧ୍ୟ ହାର ମାନି ନାହାନ୍ତି ତପସ୍ଵିନୀ । ପ୍ରମିଳା ମାଉସୀଙ୍କ ହାତ ଧରି ବସି ରହିଛନ୍ତି ସୁମିତଙ୍କ ଘର ଆଗରେ ।

ପୁଣି ଫେରିଛନ୍ତି ସେହି ଜାଗକାଉ ଯେଉଁଠାରେ ଘଟଣାର ସୂତ୍ର ଆରମ୍ଭ ହୋଇଥିଲା । ତପସ୍ଵିନୀ କହିଛନ୍ତି ସେ ଯେଉଠାରେ ବସିଛନ୍ତି ସେଇଟା ହେଉଛି ତାଙ୍କ ଶାଶୁଘର ଯାହା ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ । ଯେଉଁଠି ତାଙ୍କ ସ୍ଵାମୀ, ଶାଶୁ ଶଶୁର ଅଛନ୍ତି ସେଠାକୁ ପୁଣି ଆଜି ଫେରିଛନ୍ତି ତପସ୍ଵିନୀ ।

ସୁମିତଙ୍କ ମନକୁ ପରିବର୍ତ୍ତନ କରି ତାଙ୍କ ସହ ରହିବା ପାଇଁ ଜିଦ ନେଇ ଫେରିଛନ୍ତି ତପସ୍ଵିନୀ । ଆସନ୍ତା ୨୦ରେ ତପସ୍ଵିନୀଙ୍କ ମାମଲାରେ ଶୁଣାଣୀ ହୋଇପାରେ । ତେବେ ସୁମିତଙ୍କ କେସକୁ ନେଇ ତପସ୍ଵିନୀ ଜିଲ୍ଲା ଜଜଙ୍କ ପାଖରେ ଅପିଲ କରିଛନ୍ତି ।

ଯାହାର ରାଏ ଆସନ୍ତା ୨୭ରେ ଆସିବ । ତେବେ ପ୍ରଶ୍ନ ଉଠିଛି ଏତେ ଦିନ ତପସ୍ଵିନୀ କଣ ଏଇ ଶୀତ ରାତିରେ ବାହାରେ ବସିବେ । ଯେଉଁଠାରେ ତପସ୍ଵିନୀ ସୁମିତଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି ସେଠାରେ ତାଙ୍କ ପରିବାର ତାଙ୍କୁ ବୋହୁ ଭାବେ ଘରେ ପୁରାଉ ନାହାନ୍ତି । ଯେଉଁଠାରେ ତପସ୍ଵିନୀ ଅଢେଇ ଆମସ ରହିଥିଲେ ଆଜି ସେହି ଘରର କବାଟ ତାଙ୍କ ପାଇଁ ଫିଟିବ କି ନାହି ତାହା କେହି କହି ପାରିବେ ନାହି ।

ଏ ସ୍ଥିତିକୁ ଦେଖିଲେ ମନରେ ପ୍ରଶ୍ନ ଉଠିଛି ଏତେ ସିଟ କାକର ରାତିରେ କୁକୁର, ବିଲେଇ ଗାଈ ଗୋରୁଙ୍କ ପାଇଁ ମନରେ ଦୟା ଚାଲି ଆସେ । ତାଙ୍କୁ ବି ଜାଗା ଦେବା ଏପାଇଁ ଅନେକ ଲୋକ ଘରର କବାଟ ଖୋଲି ଦିଅନ୍ତି । ସୁମିତ ଓ ତାଙ୍କ ପରିବାର ଏତେ କଠୋର ହୋଇଛନ୍ତି ଯେ ତପସ୍ଵିନୀଙ୍କୁ ତାଙ୍କ ଘରେ ଜାଗା ଦେବା ପାଇଁ ମନ ହେଉନି ।

ତେବେ ତପସ୍ଵୀନି ନିଜର ସଂଘର୍ଷ ଆଗକୁ କେମିତି କରିବେ ଓ ତାଙ୍କର ଥଇଥାନ ପାଇଁ କୋର୍ଟ କେଉଁ ବ୍ୟବସ୍ଥା କରିବ ତାହା ଦେଖିବାର ଅଛି । ସୁମିତ କେବେ ଭଡାଘର ଖୋଜିବେ ତାହା ଦେଖିବାର ବାକି ରହିଲା ।

ନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *