ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ପୁର୍ନଜନ୍ମ କଥା ମାନନ୍ତି ଓ ବହୁତ ଲୋକ ଏହାକୁ ମାନନ୍ତି ନାହିଁ, ପ୍ରାୟତଃ ଯେଉଁ ଲୋକ ଏହାକୁ ମାନନ୍ତି ତାଙ୍କ କହିବା ଅନୁଯାଇ ଯିବ ଥରେ ମାନବ ଜୀବନ ପ୍ରାପ୍ତ କଲେ ଦୁତୀୟ ଥର ମାନବ ଯୋନିରେ ଜନ୍ମ ହବା ପାଇଁ ହଜାର ବର୍ଷ ଲାଗିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ପୁର୍ନଜନ୍ମ । ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ଛୁଆ ନିଜ ପୂର୍ବ ଜନ୍ମ ଘର, ମା ବାପା ବିଲ ଇତ୍ୟାଦି ମନେ ରଖିଛି ଓ ଯାଇକି ଦେଖା ମଧ୍ୟ କରିଛି ।
ତେବେ ଦୁନିଆରେ କାହା ପାଇଁ କିଛି ନାହିଁ ଜୀବନ ଆଜି ଥିଲେ କାଲୀକୁ ନାହିଁ ଦୁନିଆ ବହୁତ ଛୋଟ ହେଲେ ମଧ୍ୟ ଲୋକ କେବେ ନିଜ ପୂର୍ବ ଜନ୍ମକୁ ମନେ ରଖନ୍ତି ନାହିଁ ଏହା ବିଧି ବିଧାନ ଅଟେ । ଆତ୍ମା ଯେତେବେଳେ ନୂଆ ଜନ୍ମ ନେଇଥାଏ ସେତେବେଳେ ତାଙ୍କୁ ନିଜ ପୂର୍ବ ଜନ୍ମ କଥା କିଛି ମନେ ରୁହେ ନାହିଁ ।
କିନ୍ତୁ ଦୁନିଆରେ କିଛି ଲୋକ ବହୁତ ବିଶେଷ ଜନ୍ମ ହୋଇଛନ୍ତି ଯାହାକୁ ନିଜ ପୂର୍ବ ଜନ୍ମ ମନେ ଥିଲା ଯେମିତି ରସିଆରେ ଜେନ ବ୍ୟକ୍ତିଥିଲେ ଯାହାକୁ ନିଜ ପୂର୍ବ ଜନ୍ମ କଥା ମନେ ଥିଲା ଓ କିଏ କେମିତି ତାଙ୍କ ହତ୍ୟା କରିଥିଲେ ତାହା ମଧ୍ୟ ତାଙ୍କୁ ମନେ ଥିଲା । ଆଜି ଆମେ ଆମ ଭାରତ ର ଜଲାଲପୁରା ଗାଁ ଗୋଟେ ଦୁଇ ବର୍ଷ ଛୁଆ କଥା କହିବାକୁ ଯାଉଛୁ ଯିଏ ନିଜ ପୁରୁଣା ଘର ଓ ମା ବାପା ସହ ନିଜ ପୂର୍ବ ଜନ୍ମ ସବୁ କଥା ମନେ ରଖିଥିଲା କେମିତି ମୃତ୍ୟୁ ହୋଇଥିଲା ତାହା ମଧ୍ୟ ଜାଣିଥିଲା ।
ଛୁଆ ନାମ ଲବିଷ ଅଟେ ଓ ଲବିଷ ଜନ୍ମ ପର ଠାରୁ ଯେତେବେଳେ କଥା କହିବା ଆରମ୍ଭ କଳା ସେବେ ଠାରୁ ୪ ବର୍ଷ ପର୍ଯ୍ୟନ୍ତ ରାମରାୟ ରାମରାୟ ନାମ ଜପ କରିବା ଆରମ୍ଭ କଲା । ରାମରାୟ ଯିବା ପାଇଁ ଜିଦି କଲା ଯାହା ପରେ ଘର ପରିବାର ଲୋକ ଭାବିଲେ କଣ ପୂର୍ବ ଜନ୍ମ କଥା ମନେ ପକାଉଚି ଯାହା ପରେ ସେ ନିଜ ଗାଁ ଠାରୁ ୭କିଲୋ ମିଟର ଦୂର ରାମରାୟ ଗାଁରେ ଲବିଷକୁ ନେଇ ପହଞ୍ଚିଲେ ଯାହା ପରେ ଲବିଷ ନିଜ ପୂର୍ବ ଜନ୍ମ ଘର ରାସ୍ତା ନିଜେ କହିଲା ଓ ଘରେ ପହଞ୍ଚି ନିଜ ପୂର୍ବ ଜନ୍ମ ମା ବାପାକୁ ଚିହ୍ନି ପାରିଲା ।
ଏହା ଛଡା ଲବିଷ ନିଜ ପୂର୍ବ ଜନ୍ମ ବିଲ ବାଡି ମଧ୍ୟ କହିଲା ଓ ସେହି ସ୍ଥାନରେ ଯାଇ ପହଞ୍ଚିଲା ଯେଉଁଠି ତାକୁ ପୂର୍ବ ଜନ୍ମରେ କରେଣ୍ଟ ଲାଗିଥିଲା ଓ ତା ମୃତ୍ୟୁ ହୋଇଥିଲା ଏହା ଛଡା ନିଜ ପୂର୍ବ ଜନ୍ମ ନା ମଧ୍ୟ ଲବିଷ କହିଲା । ଲବିଷ ପୂର୍ବ ଜନ୍ମ ନାମ ସନ୍ଦିପ ଥିଲା, ତେବେ ଲବିଷ କଥା ଶୁଣି ପୂର୍ବ ଜନ୍ମ ମା ବାପା ବହୁତ ଖୁସି ହେଲେ ଓ ନିଜ ଆର ଜନ୍ମ ଦେଖି ସନ୍ତୁଷ୍ଟି ପାଇଲେ ଯେ ତାଙ୍କ ପୁଅ ଆଉଥରେ ମଣିଷ ଜନ୍ମ ପାଇଛି । ତେବେ ଲବିଷ ନିଜ ପୁରୁଣା ମା ବାପା ପାଖରେ ଯିବା ଆସିବା କରିବ ବୋଲି ତା ବର୍ତମାନ ମା ବାପା କହିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।