ଅଚ୍ୟୁତାନନ୍ଦ ମାଳିକା, ଯାହା ଯୁଗେ ଯୁଗେ ସତ୍ୟ ପ୍ରମାଣିତ ହୋଇ ଆସୁଛି, ବର୍ତ୍ତମାନ କଳିଯୁଗର ସମୟ- Malika Bhabisyabani

ଦର୍ଶକ ବନ୍ଧୁ ଅଚ୍ୟୁତାନନ୍ଦ ମାଳିକା ଯାହା ଯୁଗେ ଯୁଗେ ସତ୍ୟ ପ୍ରମିନିଟ ହୋଇ ଆସୁଛି । ବର୍ତ୍ତମାନ କଳିଯୁଗର ସମୟ ଚାଲିଛି ହେଲେ ଏଥିରେ ଅନେକ କଥା ଲୁଚି ରହିଛି । ଆପଣମାନେ ଭାବୁଥିବେ ଏହା ହେଉଛି ପ୍ରଥମ କଳିଯୁଗ । କିନ୍ତୁ ନା ଏହା ପୂର୍ବରୁ ଅନେକ କଳିଯୁଗ ଧରା ପୃଷ୍ଠାରେ ତାଣ୍ଡବ ରଚି ସାରିଲେଣି । ଯଦି ଆପଣ ଅଚ୍ୟୁତାନନ୍ଦ ଙ୍କୁ ବିଶ୍ଵାସ କରୁଛନ୍ତି ତେବେ ଏଠାରେ ଆମେ ଆପଣଙ୍କୁ ଯାହା କହିବୁ ଆପଣ ବିଶ୍ଵାସ କରିବାକୁ ବାଧ୍ୟ ହେବେ ।

ବର୍ତ୍ତମାନ ଯେଉଁ କଳିଯୁଗ ଚାଲିଛି ଅଚ୍ୟୁତାନନ୍ଦ ମାଲିକ ଅନୁଯାୟୀ ତାହା ୫୨ତମ କଳିଯୁଗ ବୋଲି କୁହାଯାଉଛି । ଏହା ପୂର୍ବରୁ ୫୧ଟି କଳିଯୁଗର ପରିସମାପ୍ତି ଘଟି ସାରିଛି । ଅଚ୍ୟୁତାନନ୍ଦ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ । ସେ ଭବିଷ୍ୟତ ବିଷୟରେ ଜାଣିପାରି ପୋଥିରେ ଅନେକ କଥା ଲେଖି ଯାଇଛନ୍ତି । ଯାହା ବର୍ତ୍ତମାନ ସତ ପ୍ରମାଣିତ ହେଉଛି । ହେଲେ ଆଉ କିଛି ଗୁପ୍ତ ରହସ୍ୟ ମାଳିକାରେ ଆଜି ବି ବନ୍ଦ ହୋଇ ରହିଛି ।

ଯେଉଁ ଭଳି ଭାବେ ମାଳିକାରେ ବର୍ଣ୍ଣିତ ଅଛି ମହାପ୍ରଭୁ କେବେ କଲ୍କି ରୂପ ଧାରଣ କରିବେ, କେବେ ସାତ ଦିନ ସତ ରାତି ଅନ୍ଧାର ହେବ ଏଭଳି ଅନେକ ଘଟନା । ବର୍ତ୍ତମାନ ମାଳିକା ବିଷୟରେ କିଛି ସତ କଥା ସାମନାକୁ ଆସିଛି । ମହାପ୍ରଭୁ କେବେ ପୁରୀ ଛାଡି ଛତିଆ ଯିବେ ସେହି ସମୟରେ ପୃଥିବୀର ଅବସ୍ଥା କିପରି ରହିବ ? ଯଦି ଆପଣ ବାସ୍ତବରେ ଲକ୍ଷ୍ୟ କରିବେ ମାଳିକାରେ ବର୍ଣ୍ଣିତ ଘଟନା ୨୦୧୯ ଆରମ୍ଭରୁ ହୋଇସାରିଛି । ମାଳିକାରେ ଲେଖା ହୋଇଥିଲା ଅଜଣା ରୋଗ ଆସିବ ଲୋକେ ଘରୁ ବାହାରି ପାରିବେ ନାହି ।

ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିବେ । ଖାଲି ସେତିକି ନୁହେଁ ବରଂ ଏପରି ସମୟ ଅଢେଇ ବର୍ଷ ରହିବ ବୋଲି ମାଳିକାରେ ଲେଖାଅଛି । ବର୍ତ୍ତମାନର ସ୍ଥିତିକି ଯଦି ଲକ୍ଷ୍ୟ କାରଜାଏ ତେବେ ସେହି ସମୟ ସଋ ଆସିଲାଣି । ବୈଜ୍ଞାନିକ ମତ ରଖିଛନ୍ତି ଓମିକ୍ରନ କୋରୋନାର ଶେଷ ଭ୍ୟାରିଆଣ୍ଟ । ହେଲେ ଏହା ପରେ ଯାହା ଘଟଣା ପୃଥିବୀରେ ଘଟିବ ତାହା କୋରୋନା ଠାରୁ ୧୦ ଗୁଣା ଅଧିକା । ବର୍ତ୍ତମାନ ବିଶ୍ବରେ ଯୁଦ୍ଧର ସ୍ଥିତି ଆରମ୍ଭ ହୋଇସାରାଇଛି । ପ୍ରତୀଟି ଦେଶରେ ଯୁଦ୍ଧର ଆଶଙ୍କା ବି ଲାଗି ରହିଛି ।

କିଏ କେତେବେଳେ କାହାକୁ ଆକ୍ରମଣ କରିବ ତାହା କେହି କହିପାରିବେ ନାହି । ଏସବୁ କଥା ମାଳିକାରେ ୬୦୦ ବର୍ଷ ପୂର୍ବେ ଲେଖା ସାରିଛି । ଇକତ ଭବିଷୟରେ ଏହା ନିଶ୍ଚିନ୍ତ ଘଟିବ । ମାଳିକାରେ ଲେଖାଅଛି ପ୍ରଥମେ ଚାଈନା ଭାରତକୁ ଆକ୍ରମଣ କରିବ । ସେହି ସମୟରେ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେବ । ମହାପ୍ରଭୁ ପୁରୀ ଛାଡି ଛତିଆ ଯିବେ ।

ମାଳିକା ଅନୁଯାୟୀ ୨୦୨୪ ବଙ୍ଗୋପସାଗରରେ ବଡ ଧରଣର ଉଲକା ଖସିବ ଯାହା ପାଇଁ ପୁରୀ ଠାରୁ ଛତିଆ ଯାଏଁ ସମୁଦ୍ର ଜୁଆର ମାଡି ଆସିବ । ସେଇ ସମୟରେ ବାଇଶୀ ପାହାଚରେ ମୀନ ଖେଳିବା । ଯେଉଁ ଦିନ ମହାପ୍ରଭୁ ଛତିଆବଟ ଯିବେ ତାର ଦୁଇ ଦିନ ପରେ ବଙ୍ଗୋପସାଗରରେ ଉଲକା ପଡିବ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *