ପୁରୁଣାରୁ ପୂରୁଣା ଚନ୍ଦାପଣରୁ ମିଳିବ ମୁକ୍ତି, ବାସ କରନ୍ତୁ ଏହି ତେଲର ପ୍ରୟୋଗ…୧୦୦% କେଶ ଉଠିବାକୁ ଲାଗିବ- Health Tips

ଆଜିକାଲି ଅନେକ ଲୋକ ମାନଙ୍କର କେଶ ଝଡିବା ଯୋଗୁ ଚନ୍ଦାପଣ ଦେଖା ଯାଉଛି । ଏହା ଦ୍ଵାରା ଅନେକ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେବା ସହ ଅନ୍ୟ ମାନଙ୍କ ଆଗରେ ନିଜକୁ ଛୋଟ ମନେ କରିଥାନ୍ତି । ଚନ୍ଦାପଣ ସାଧାରଣତ ଜେନେଟିକ ସମସ୍ଯା ଯୋଗୁ ହୋଇଥାଏ । ଚନ୍ଦାପଣ ପ୍ରାୟତ ପୁରୁଷଙ୍କ ଠାରେ ଦେଖା ଯାଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସିଛୁ ଯାହା ପ୍ରାକୃତିକ ହେବା ସହ କେଶ ଝଡିବା ବନ୍ଦ କରିବ ଓ ଚନ୍ଦାପଣ ହୋଇଥିଲେ ସେଥିରେ କେଶ ଉଠିବାରେ ସାହାଜ୍ଯ କରିବ ।

ଏହି ହୋମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ନଡିଆ ତେଲ । ଏହା ପରେ ୧୦ରୁ ୨୦ଟି ମନ୍ଦାର ଗଛର ପତ୍ର ଆଣନ୍ତୁ ଯାହା ଚନ୍ଦାପଣ ଦୂର କରିଆବାରେ ସହାୟକ ହୋଇଥାଏ । ମନ୍ଦାର ପତ୍ରକୁ ଛେଚି ଏହାର ରସ ବାହାର କରନ୍ତୁ ।

ଏହା ପରେ ଆବଶ୍ୟକ ରହିଛି ବରୁଡି ବସା ଯାହାର ପ୍ରୟୋଗ କରିବା ଦ୍ଵାରା ଚନ୍ଦାପଣ ଦୂର ହୋଇଥାଏ । ଏହା ପରେ ଏକ ପାତ୍ର ରେ ନଡିଆ ତେଲ ଓ ମନ୍ଦାର ପାତ୍ର ର ରସ କୁ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହା କିଛି ସମୟ ଫୁଟିବା ପରେ ଏକ ପତ୍ର କୁ ଛାଣି ଦିଅନ୍ତୁ ।

ଏହାକୁ କିଛି ସମୟ ପାଇଁ ଥଣ୍ଡା କରିବାକୁ ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି ପିଜା ରସ । ନଡିଆ ତେଲ ଓ ମନ୍ଦାର ପତ୍ର ରେ ତିଆରି ହୋଇଥିବା ତେଲକୁ ଆପଣ ପ୍ରତି ଦିନ ନିଜ ଚନ୍ଦା ହୋଇଥିବା ଜାଗାରେ ମୁଣ୍ଡରେ ଲଗାନ୍ତୁ । ଏହା ଛଡା ରାତିରେ ପିଜା ରସ ସହ ନଡିଆ ତେଲ ଓ ମନ୍ଦାର ପତ୍ରରେ ତିଆରି ହୋଇଥିବା ତେଲକୁ ମିଶ୍ରଣ କରି ଏହାକୁ ଆପଣ ନିଜ ମୁଣ୍ଡ ରେ ଲଗାନ୍ତୁ ।

ଏପରି କରିବା ଦ୍ଵାରା ଆପଣଙ୍କ ଯେଉଁ କେଶ ଝଡି ଯାଇଛି ତାହା ପୁନ ଉଠିବାରେ ଲାଗିବ । ଏହି ରେମେଡି ର ପ୍ରୟୋଗ ରାତିରେ କରିବା ପରେ ସକାଳେ ଆପଣ ନିଜ କେଶ ଧୋଇ ପାରିବେ । ଏହା ଏକ ଆୟୁର୍ବେଦିକ ଉପଚାର ହେବା ସହ ରାମବାଣ ଅଟେ ଯାହା ଦ୍ଵାରା ଚନ୍ଦାପଣ କିଛି ଦିନରେ ଦୂର ହୋଇଯିବ ।

ଏହା ବହୁ ପରୀକ୍ଷିତ ଉପାୟ ଅଟେ ଯାହା ଏଲୋପେଶିଆ ବା ଚନ୍ଦାପଣ ଦୂର କରିବାରେ ବିଶେଷ ସହାୟକ ହେବ । ଏହି ଉପାୟ ଟି କରିବା ଦ୍ଵାରା ଆପଣଙ୍କୁ ୧୦୦ ପ୍ରତିଶତ ରେଜଲ୍ଟ ଦେଖିବାକୁ ମିଳିବ । ଆପଣଙ୍କର ଯେତେ ପୁରୁଣା ଚନ୍ଦାପଣ ହୋଇଥାଉ ନାଁ କାହିଁକି ସେଥିରେ ନୂତନ କରି କେଶ ଉଠିବାକୁ ଲାଗିବ । ଅନେକ ଲୋକ ମାନେ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ଚନ୍ଦାପଣ ଦୂର କରିବା ପାଇଁ । କିନ୍ତୁ କିଛି ଫଳ ମିଳେ ନାହି । ତେଣୁ ଏହି ଉପାୟକୁ ମାତ୍ର ଥରେ ବ୍ୟବହାର କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *