ପୁରୁଷ ମାନେ ଏହି କାରଣ ଯୋଗୁ ବିବାହିତା ମହିଳାଙ୍କ ପ୍ରତି ବେଶୀ ଆକର୍ଷିତ ହୋଇଯାଆନ୍ତି… କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ପୁରୁଷ ମାନେ ମହିଳାଙ୍କ ପ୍ରତି ଆକର୍ଷିତ ହେବା ସାଧାରଣ କଥା ଅଟେ । ହେଲେ ଅନେକ ସମୟରେ ଦେଖାଯାଇଥାଏ । ଯେ ପୁରୁଷ ମାନେ କୁଆଁରୀ ଝିଅ ମାନଙ୍କ ଅପେକ୍ଷା ବିବାହିତା ଝିଅଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ତେବେ ବିବାହିତା ମହିଳାଙ୍କ ଠାରେ ଏପରି କେଉଁ ସବୁ କ୍ଵାଲିଟି ରହିଥାଏ କି ଯାହା କୁଆଁରୀ ଝିଅ ମାନଙ୍କ ପାଖରେ ରହିନଥାଏ ଏହା ଜାଣିବାକୁ ବହୁତ ଲୋକ ଚାହିଁଥାନ୍ତି । ତେବେ ଏ ସମ୍ପର୍କରେ ଆପଣଙ୍କୁ କିଛି ରୋଚକପୂର୍ଣ୍ଣ ଟିପ୍ସ କହିବାକୁ ଯାଉଛୁ ।

ପୁରୁଷଙ୍କୁ ଏମିତି ଲାଗିଥାଏ କି ବିବାହିତ ମହିଳାମାନଙ୍କ ତୁଳନାରେ କୁଆଁରୀ ଝିଅମାନଙ୍କ ଠାରେ ଆତ୍ମବିଶ୍ବାସର ଅଭାବ ରହିଥାଏ । ପୁରୁଷଙ୍କୁ ଆତ୍ମବିଶ୍ବାସ ଭରି ହୋଇଥିବା ଝିଅମାନେ ଅଧିକ ପସନ୍ଦ ଆସିଥାନ୍ତି । ଏମିତିରେ ବିବାହିତ ମହିଳାଙ୍କ ଠାରେ ଆତ୍ମବିଶ୍ବାସ ରହିବା କ୍ଵାଲିଟି ଅଧିକାଂଶ ପୁରୁଷଙ୍କୁ ଭଲ ଲାଗିଥାଏ ।

ପୁରୁଷଙ୍କର ଏହା କହିବା କଥା କି କୁଆଁରୀ ଝିଅ ତୁଳନାରେ ବିବାହିତ ସ୍ତ୍ରୀ ସବୁ ପରିସ୍ଥିତି କୁ ଠିକ ସେ ବୁଝି ତାର ସାମ୍ନା କରିବା ଶିଖି ଯାଇ ଥାଆନ୍ତି । ପୁରୁଷଙ୍କ ଅନୁସାରେ କୁଆଁରୀ ଝିଅମାନଙ୍କ ଠାରେ ଆଟିଚ୍ୟୁଡ ଓ ଇଗୋ ବହୁତ ମାତ୍ରାରେ ଭରି ରହିଥାଏ କିନ୍ତୁ ବିବାହିତ ମହିଳାଙ୍କ ଠାରେ ଚିନ୍ତା କରିବା ଓ ବୁଝିକି ବିଚାର କରିବା ଶକ୍ତି ଅଧିକ ମାତ୍ରାରେ ଥାଏ । ଯେଉଁ କାରଣରୁ ସେ ଜଣେ ଭଲ ବୁଝିଲାସୁଝିଲା ସାଥିଟିଏ ପ୍ରମାଣିତ ହୋଇଥାନ୍ତି ।

ରିସର୍ଚ ଅନୁସାରେ ବିବାହ ପରେ ସବୁ ଝିଅ କେୟାରିଙ୍ଗ ନେଚରର ହୋଇ ଯାଇଥାନ୍ତି ତାଙ୍କୁ ତାଙ୍କ ପରିବାରର ଚିନ୍ତା ରହିଥାଏ । ଏମିତି କୁହାଯାଏ କି ବିବାହ ପରେ ସବୁ ଝିଅ ପରିବାରର ଦାୟିତ୍ଵକୁ ବହୁତ ବୁଝିଥାନ୍ତି ଓ ସୁଖ ଦୁଃଖରେ ନିଜ ଲୋକଙ୍କର ସାଙ୍ଗରେ ରହିବା ଭଲସେ ଜାଣିଥାନ୍ତି । ବିବାହିତ ସ୍ତ୍ରୀ ଲୋକଙ୍କର ଏହି ସ୍ଵଭାବ ପୁରୁଷଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ ।

କୁଆଁରୀ ମହିଳାଙ୍କ ତୁଳନାରେ ବିବାହିତ ସ୍ତ୍ରୀ ଲୋକଙ୍କ ଶାରୀରିକ ଗଠନ ପୁରୁଷଙ୍କୁ ଅଧିକ ଆକର୍ଷଣୀୟ ଲାଗିଥାଏ । ସବୁ ଝିଅଙ୍କର ବିବାହ ପରେ ତାଙ୍କ ମଧ୍ୟରେ ହର୍ମୋନାଲ୍ ଚେଞ୍ଜେସ ଆସିଥାଏ । ଏହି ଚେଞ୍ଜେସ ପାଇଁ ତାଙ୍କ ଚେହେରା ଅଧିକ ଗ୍ଲୋଇଙ୍ଗ ଓ ସୁନ୍ଦର୍ ଦେଖା ଯାଇଥାଏ । ଯେଉଁଠି ଗୋଟେ ପଟେ ସୁନ୍ଦର୍ ଝିଅମାନେ ନିଜ ଭିତରେ ହଜି କି ରହିଥାନ୍ତି ଓ ସବୁ କଥାରେ ଜିଦି କରିଥାନ୍ତି ଅପର ପକ୍ଷରେ ବିବାହିତ ଝିଅମାନେ ନିଜ ଘର ଓ ବାହାର କାମକୁ ଭଲସେ ହ୍ୟାଣ୍ଡେଲ କରିବା ଜାଣିଥାନ୍ତି ।

ଯେତେ କଷ୍ଟ ହେଲେ ମଧ୍ୟ ସେ ତାଙ୍କ ସାଥିକୁ କେବେ କୁହନ୍ତି ନାହିଁ ଓ ନିଜର ମିଠା ହସ ଦ୍ଵାରା ତାଙ୍କ ମନ କିଣି ନିଅନ୍ତି । ତେବେ ବିବାହିତା ମହିଳାଙ୍କ ଠାରେ ଥିବା ଏହିସବୁ କ୍ଵାଲିଟି ପୁରୁଷ ମାନଙ୍କୁ ପସନ୍ଦ ଆସିଥାଏ । ଯେଉଁ କାରଣରୁ ବହୁତ ପୁରୁଷ କୁଆଁରୀ ଝିଅ ଅପେକ୍ଷା ବିବାହିତା ମହିଳାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ତେବେ ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *