ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ଛୋଟିଆ ଉପାୟ- Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ ଯାହା ମାନବ ସମାଜରେ କଲ୍ୟାଣରେ ଆସିଥାଏ । ଏହାର ପାଳନ କରିଲେ ମଣିଷ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଅନେକ ସମସ୍ୟାର ନିବାରଣ ହୋଇଥାଏ । ଏମିତି କିଛି ବିଧି ରହିଛି ଯାହା କରିଲେ ମଣିଷର ମଙ୍ଗଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ।

୧- ଯଦି କୌଣସି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର କଲି ହେଉଥାଏ ତେବେ ଯୋଡିଏ ମୟୂର ପର ଆଣି ବିବାହର ଫୋଟୋ ବା ଆଲବମରେ ଏକାଠି ଯୋଡି କି ରଖିଲେ ଏହା ଦୂର ହୋଇଥାଏ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ମନ ମାଳିନ୍ୟ ନିଶ୍ଚିନ୍ତ ଭାବେ କମିଯିବ ।

୨- ଆପଣଙ୍କର ପୁଅ ବା ଝିଅର ଯଦି ଜନ୍ମ ଦିନ ପାଳନ କରୁଛନ୍ତି ତେବେ ମନେ କରି ଛୁଆର ଜନ୍ମ ଦିନରେ ତା ଦେହରେ ଖସା ମାରିବା ସହ ଖସା ଲଡୁ ଖାଇବାକୁ ଦେବେ । କାରଣ ଖସା ହେଉଛି ବିଘ୍ନ ବିନାସକ । ଖସା ତେଲ ମାରିବା ଦ୍ଵାରା ଆସନ୍ତା ଜନ୍ମ ଦିନ ଯାଏଁ କୌଣସି ବିପଦ ଆସିବ ନାହି ।

୩- ଜନ୍ମ ମାସ, ଦିନ, ଜନ୍ମ ନକ୍ଷତ୍ର ରେ ପୁଅ ଝିଅଙ୍କର ବିବାହ କେବେ କରିବା ଉଚିତ ନୁହେଁ । ଏହା କ୍ଷତିକାରକ ଅଟେ । ଉପନିଷଦରେ ସୁନ୍ଦର କଥା ରହିଛି ତାହା ହେଉଛି ନାରୀ ଋତୁମତୀ ହେବାର ଚତୁର୍ଥ, ଷଷ୍ଠ, ଅଷ୍ଟମ, ଦଶମ ଓ ଦ୍ଵାଦଶ ଦିନରେ ଯଦି ସ୍ଵାମୀ ସ୍ତ୍ରୀ ଙ୍କର ମିଳନରେ ସ୍ତ୍ରୀ ଗର୍ଭଧାରଣ କରେ ତେବେ ପୁତ୍ର ସନ୍ତାନ ହୋଇଥାଏ ।

୪- ଆପଣ ମାନେ ଘରେ ଠାକୁର ପୂଜା କରିବା ସମୟରେ ବିନା କାରଣରେ ପିଲା ଟି କାନ୍ଦିବାକୁ ଲାଗେ ତେବେ କିଛି ଅଶୁଭ ଘଟଣା ଘଟିବାକୁ ଯାଉଛି । ପ୍ରତିକାର ପାଇଁ ତୁରନ୍ତ ଘରୁ ହଳଦୀ ଆଣି ଠାକୁର ଘର କାନ୍ଥରେ ଲାଗାଇ ଦେଲେ ସବୁ ବିପଦ ଦୂର ହୋଇଥାଏ ।

୫- ପ୍ରତେକ ନାରୀ ସ୍ନାନ କରିବା ପରେ ମୁଣ୍ଡ ରେ ସିନ୍ଦୁର ଲଗାଇବା ପରେ ଗଭାରେ ଧଳା ରଙ୍ଗର ଫୁଲ ଲଗାଇବା ସହ ମନ ସ୍ବଚ୍ଛ ରହିବ । ଏହା ସହ ଆତ୍ମା ଶାନ୍ତି ରହିବା ସହ ମାନସିକ ଶାନ୍ତି ପ୍ରାପ୍ତ ହେବ ।

୬- ପୁରୁଷ ମାନେ ପୂଜା କରିବା ସମୟରେ ଦୂର୍ଗାଙ୍କ ମୂର୍ତ୍ତି ବ ଫୋଟୋରେ ସିନ୍ଦୁର ଦେବା ଉଚିତ ନୁହେଁ । ଠିକ ସେହିପରି ନାରୀ ମାନେ ପୂଜା କରିବା ସମୟରେ ପ୍ରଭୁ ହନୁମାନଙ୍କ ଫୋଟୋ ବା ମୂର୍ତ୍ତିରେ ସିନ୍ଦୁର ପିନ୍ଧାଇବା ଉଚିତ ନୁହେଁ । କିନ୍ତୁ ପୂଜକ ମାନେ ସେମାନେ ଲଗାଇ ପାରିବେ ।

୭- ଯଦି ପିଲାମାନେ ରାତିରେ ଚମକୁଥାନ୍ତି ତେବେ ଗାଇର ଲାଞ୍ଜରେ ଯେ କୌଣସି ଶୁକ୍ରବାର ଦିନ ପିଲାକୁ ଗୋଡ ଠାରୁ ମୁଣ୍ଡ ଯାଏଁ ୩ ଥର ଝଡାଇ ଦିଅନ୍ତୁ । ଏମିତି ୩ରୁ ୪ଟି ଶୁକ୍ରବାର କରିଲେ ପିଲା ମାନେ ଚମକିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *