ରବିବାରରେ ଆମିଷ ଖାଉଥିଲେଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, Ajira Anuchinta

ବନ୍ଧୁଗଣ ବୃହତ୍ତ ଲକ୍ଷ୍ମୀ ପୁରାଣରେ ଅନେକ କଥା ଲେଖା ଯାଇଛି ଯାହା ମଣିଷ ଜୀବନର ହିତରେ ଆସିଥାଏ । ଏଥିରେ ଲେଖା ଯାଉଛି କି ରବିବାର ଦିନ ଆମିଷ ଖାଇବା ଉଚିତ ନୁହେଁ ଯାହା ଆଜିର ଆମର ବିଷୟ ବସ୍ତୁ ରହିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବାକୁ ଯାଉଛୁ । ପ୍ରତେକ ବ୍ୟକ୍ତି ନିଜର ନୀତି ଦିନିଆ ଜୀବନରେ ଖାଦ୍ଯ ଖାଇଥାଏ ଯାହା ବିନ ମଣିଷ ବଞ୍ଚି ପାରିବ ନାହି । ତେବେ ଶାସ୍ତ୍ର ଅନୁଯାୟୀ ପ୍ରତେକ ବାର ର ବିଶେଷ ମହତ୍ଵ ରହିଛି । ଯେମିତି ସୋମବାର ଦିନ ମହାଦେବଙ୍କର ପୂଜା କରାଯାଏ ତ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ପୂଜା କରାଯାଏ ।

ଠିକ ସେମିତି ବାର ଅନୁଯାୟୀ ମଣିଷ କଣ କଣ କରିବା ଉଚିତ କଣ କରିବା ଅନୁଚିତ ସେହି ବିଷୟରେ ମଧ୍ୟ ଅନେକ ଗ୍ରନ୍ଥ ମାନଙ୍କରେ ଲେଖା ଯାଇଛି । ସୋମବାର ଦିନ ମହାଦେବଙ୍କର ବାର ହୋଇ ଥିବାରୁ ଏହି ଦିନ ଆମିଷ ଖାଇବାକୁ ବର୍ଜନ କରା ଯାଇଛି । ଠିକ ସେହିପରି ମଙ୍ଗଳବାର ଦିନ ମଧ୍ୟ ପ୍ରଭୁ ହନୁମାନଙ୍କର ବାର ହୋଇ ଥିବାରୁ ଆମିଷ ଖାଇବାକୁ ବର୍ଜନ କାର ଯାଇଛି ।

କିନ୍ତୁ ବୁଧବାର ଦିନ ଆମିଷ ଭୋଜନ କରି ହେବ । ଗୁରୁବାର ଦିନ ମା ଲକ୍ଷ୍ମୀ ଙ୍କ ବାର ହୋଇ ଥିବାରୁ ଆମିଷ ଖାଇବା ତ୍ୟାଗ କରା ଯାଇଛି । ଶୁକ୍ରବାର ଦିନ ମଧ୍ୟ ଆମିଷ ଭୋଜନ କରିବା ବର୍ଜନ କରା ଯାଇଛି କାରଣ ଏହି ଦିନ ଟି ମା ସନ୍ତୋଷିଙ୍କର ବ୍ରତ ରଖାଯାଏ । ତେବେ କିଛି ଲୋକ ମାନେ ଏହାକୁ ମାନିଥାନ୍ତି ତ ଆଉ କିଛି ଲୋକେ ମାନି ନ ଥାନ୍ତି ।

ତେବେ ଆଜିର ଆମର ବିଷୟ ବସ୍ତୁ ଅନୁଯାୟୀ ବୃହତ୍ତ ଲକ୍ଷ୍ମୀ ପୁରାଣରେ କୁହା ଯାଇଛି କି ମହାଦେବ ଓ ଦେବୀ ପାର୍ବତୀ ଙ୍କ ମଧ୍ୟରେ ମା ଲକ୍ଷ୍ମୀ ଙ୍କୁ ନେଇ ଅନେକ କଥା ଆଲୋଚନା ହେଉଛି । ଅନେକ ପ୍ରଶ୍ନର ଉତ୍ତର ମହାଦେବ ମା ପାର୍ବତୀ ଙ୍କୁ ଦେଉଛନ୍ତି । ଏହାରି ମଧ୍ୟରେ ବହୁତ ଗୁଡାଏ ପ୍ରସଙ୍ଗ ଆସିଛି ।

ସେଥି ମଧ୍ୟରୁ ଗୋଟେ ପ୍ରସଙ୍ଗ ରହିଛି ମା ଲକ୍ଷ୍ମୀ କେଉଁ ଠାରେ ବାସ କରିଥାନ୍ତି ଯାହା ମା ପାର୍ବତୀ ମହାଦେବଙ୍କୁ ପ୍ରଶ୍ନ କରିଛନ୍ତି । ବୃହତ୍ତ ଲକ୍ଷ୍ମୀ ପୁରାଣ ରେ କୁହା ଯାଇଛି ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଶରୀରରେ ତେଲ ଲଗାଏ ନାହି ଏବଂ ରବିବାର ଦିନ ଆମିଷ ଖାଏ ନାହି ସେହି ବ୍ୟକ୍ତି ଙ୍କ ପାଖରେ ମା ଲକ୍ଷ୍ମୀ ବସ କରିବାକୁ ପସନ୍ଦ କରିଥାନ୍ତି ।

ମା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ହେଲେ ରବିବାର ଦିନ ଭୁଲରେ ବି ଆମିଷ ଭୋଜନ କରିବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏହା ସହ ରବିବାର ଦିଅ ସୂର୍ଯ୍ୟ ଙ୍କ ବାର ମଧ୍ୟ ହୋଇଥାଏ । ତେଣୁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ବିଶେଷ ଭାବେ ପୁଜା ମଧ୍ୟ କରାଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *