ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିର ସ୍ବଭାବ, ଭବିଷ୍ୟତ ।

ବନ୍ଧୁଗଣ ଆଜି ଆମେ ଜାଣିବା ରବିବାର ଦିନ ଜନ୍ମ ହୋଇଥିବା ବ୍ୟାଜକ୍ତିଙ୍କର ବ୍ୟକ୍ତିତ୍ବ ଓ ସ୍ଵଭାବ କିପରି ହୋଇଥାଏ । ବ୍ଯକ୍ତିର ଜନ୍ମ ର ତାରିଖ ନିର୍ଭର କରିଥାଏ କି ତାର ବ୍ୟବହାର ଓ ସ୍ଵଭାବ କିପରି ହୋଇଥାଏ । ପ୍ରତେକ ଦିନର ଅଲଗା ଅଲଗା ମହତ୍ଵ ଥାଏ । ବ୍ଯକ୍ତିର ଜନ୍ମର ଦିନ ମଧ୍ୟ ବିଶେଷ ମହତ୍ଵ ରଖିଥାଏ । ସେଥିପାଇଁ ଆସନ୍ତୁ ଜାଣିବା ରବିବାର ଦିନ ଜାତ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ କିଛି କ୍ଷାର କଥା ।

ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଲକି ନମ୍ବର ହେଉଛି 7 । ଏମାନଙ୍କର ଲକି ରଙ୍ଗ ହେଉଛି ଲାଲ । ଏମାନଙ୍କର ଲକି ଦିନ ହେଉଛି ସୋମବାର, ଶୁକ୍ରବାର ଓ ରବିବାର । ରବିବାର କୁ ଭଗବାନ ସୂର୍ଯ୍ୟ ଙ୍କ ବାର ଭାବେ ମାନାଯାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ତେଜସ୍ବୀ, ଦୀର୍ଘ ଆୟୁ ଓ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସବୁ କ୍ଷେତ୍ରରେ ଆଗରେ ରହିଥାନ୍ତି ।

ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କମ କଥା କହୁଥିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ଯାହା ବି କୁହନ୍ତି ଭାବି ଚିନ୍ତି କୁହନ୍ତି । ଏମାନଙ୍କ କଥାର କିଛି ଅଲଗା ପ୍ରଭାବ ଥାଏ । ଏମାନେ ନିଜ ବାଣୀ ମାଧ୍ୟମରେ ଅନ୍ୟ ମାନଙ୍କୁ ଖୁସି କରିଥାନ୍ତି । ଏମାନଙ୍କର କଥା ଲୋକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଆସ୍ଥାବାନ ହୋଇଥାନ୍ତି ।

ଏମାନେ ପୂଜା ପାଠ ରେ ଅଧିକ ବିଶ୍ଵାସ କରିଥାନ୍ତି । ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ପରିବାର, ବନ୍ଧୁ ଓ ପରିଜନ ଙ୍କ ସହ ସବୁବେଳେ ଭଲ ସମ୍ପର୍କ ରଖିଥାନ୍ତି । ଏମାନେ ନିଜ ପରିବାରର ସାଥ ଦେଇଥାନ୍ତି । ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଚାବି ସମସ୍ତଙ୍କର ଠାରୁ ଭିନ୍ନ ହୋଇଥାଏ । ଏମାନେ ଦେଖିବାକୁ ଆକ୍ଷର୍ଷିତ ହୋଇଥାନ୍ତି । ଏମାନଙ୍କ ଆଖି ବହୁତ ସୁନ୍ଦର ହୋଇଥାଏ ।

ଏମାନେ ସବୁ ଲୋକଙ୍କୁ ପସନ୍ଦ ଆସନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକ ସଂବେଦନଶୀଳ ହୋଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ କାହା କଥା ଖରାପ ଲାଗିଲେ ଅନେକ ଦିନ ଯାଏଁ ସେହି କଥା ଭାବିଥାନ୍ତି । ଏମାନଙ୍କ ପାଖରେ ଟଙ୍କାର କେବେ ବି ଅଭାବ ରହିବ ନାହିଁ । ଏମାନେ ନିଜ କାମ ନିଜେ କରିଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକ ସବୁବେଳେ ତରବର ହୋଇଥାନ୍ତି ।

ଏମାନେ ସବୁ କାମ ରୁଚି ସହ କରିଥାନ୍ତି । ପରିଶ୍ରମ କରିବାକୁ କେବେ ବି ଭୟ କରନ୍ତିନି । ଏମାନେ ଯେତେ ଜଲ୍ଦି ରାଗିଥାନ୍ତି ସେତେ ଜଲ୍ଦି ସାନ୍ତ ବି ହୋଇଥାନ୍ତି । ରବିବାରକୁ ଜନ୍ମ ବ୍ୟକ୍ତିଙ୍କୁ କମ ରୋଗ ହୋଇଥାନ୍ତି । କିନ୍ତୁ ଆଖି, ହାର୍ଟ ରୋଗ ଅଧିକ ହୋଇଥାଏ । ଏହି ଦିନ ଜାତ ବ୍ୟକ୍ତି ପରିସରରେ ସବୁ କାମ କରନ୍ତି ଓ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରନ୍ତି । ଏମାନେ ଲୋକଙ୍କ ପାଇଁ ପ୍ରେରଣା ପାଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *