ସିରିଏଲ Radha Krishnରେ ନିରୀହ ଦେଖାଯାଉଥିବା Radha ଅସଲରେ ଅଟନ୍ତି ଏତେ ହଟ ଓ ବୋଲ୍ଡ

ବର୍ଷ ୨୦୧୮ରେ ଷ୍ଟାର ଭାରତ ଚ୍ୟାନେଲରେ ଏକ ନୂଆ ଶୋ ଆରମ୍ଭ ହୋଇଥିଲା । ଯାହାର ନାଁ ଥିଲା ରାଧାକୃଷ୍ଣ । ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନଙ୍କ ଏହା ପସନ୍ଦିତା ସିରିଏଲ ଅଟେ । ଏହି ସିରିଲେ ୨୦୧୮ ଅକ୍ଟୋବର ୧ ରୁ ଆରମ୍ଭ ହୋଇଥିଲା । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବି ଚାଲିଛି । ଏହି ଶୋର ପାପୁଲରୀଟି ଆଜି ବି ଅଛି । ଏହି ସିରିୟଲ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି ।

ରାଧା କୃଷ୍ଣ ସିରିଏଲରେ କୃଷ୍ଣ ଓ ରାଧାଙ୍କ ଭୂମିକାରେ ନଜର ଆସୁଥିବା ଅଭିନେତା ଓ ଅଭିନେତ୍ରୀ ସମସ୍ତଙ୍କର ପ୍ରିୟ ଅଟନ୍ତି । ସିରିଏଲରେ ଶ୍ରୀ କୃଷ୍ଣଙ୍କ ଭୂମିକାରେ ନଜର ଆସୁଥିବା ଅଭିନେତା ସୁମେଧ ମୁଦଗଲକର ଅସଲ ଜୀବନରେ ବି ବହୁତ ସୁନ୍ଦର ବାଂସୁରୀ ବଜାନ୍ତି । ରାଧାଙ୍କ ରୋଲରେ ଅଭିନେତ୍ରୀ ମଲିକା ସିଂହ ନଜର ଆସୁଥିଲେ ।

ଆଜି ଆମେ ଆପଣଙ୍କୁ ରାଧାକୃଷ୍ଣ ସିରିଏଲରେ ରାଧାର ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏକି ମାତ୍ର ୧୮ ବର୍ଷ ବୟସରେ ଛୋଟ ପରଦାରେ ଗୋଟିଏ ଭିନ୍ନ ପରିଚୟ ସୃଷ୍ଟି କରି ଦେଇଛନ୍ତି । ମଲିକା ସିଂହଙ୍କୁ ଡାନ୍ସ ଓ ମ୍ୟୁଜିକ ବହୁତ ପସନ୍ଦ । ମଲିକା ସିଂହ ଜାମ୍ମୁ କାଶ୍ମୀର ନିବାସୀ ଅଟନ୍ତି । ତାଙ୍କର ଜନ୍ମ ୧୫ ସେପ୍ଟେମ୍ବର ୨୦୧୫ରେ ହୋଇଥିଲା ।

ତାଙ୍କର ପିତା ଜଣେ ଡାନ୍ସ ଟିଚର ଥିଲେ । କହିଦେଉଛୁ କି ମଲିକା ସିଂହ ନିଜ ମା ଙ୍କ କହିବା ପରେ ରାଧା କୃଷ୍ଣର ଅଡିସନରେ ଭାଗ ନେଇ ଥିଲେ । ଏହି ସିରିଏଲ ପାଇଁ ତାଙ୍କର ସିଲେକ୍ସନ ବି ହୋଇ ଯାଇଥିଲା । ସେହି ସମୟରେ ମଲିକା ସିଂହ ୧୦ମ କ୍ଳାସରେ ପଢୁଥିଲେ । ଶୋ ଯୋଗୁ ମଲିକା ସିଂହ ଓ ସୁମେଧ ମୁଦଗଲକରଙ୍କ ଫ୍ୟାନମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଅଟେ ।

ଷ୍ଟାର ଭାରତରେ ଶୋ ରାଧାକୃଷ୍ଣରେ କୃଷ୍ଣ ଓ ରାଧାଙ୍କ ରୋଲରେ ଦର୍ଶକମାନଙ୍କ ମନୋରଞ୍ଜନ କରୁଥିବା ସୁମେଧ ମୁଦଗଲକର ଓ ମଲିକା ସିଂହ ନିଜର କିରଦାର ଓ ଅନସ୍କ୍ରିନ କେମେଷ୍ଟ୍ରି କାରଣରୁ ବହୁତ ଲୋକ ପ୍ରିୟ ହୋଇ ଯାଇଛନ୍ତି । ଯଦି ମଲିକା ସିଂହଙ୍କ ପରିବାର ବିଷୟରେ କହିବା ତେବେ ସେ ଯେତେବେଳେ ମାତ୍ର ୪ ବର୍ଷର ଥିଲେ ତେବେ ସେହି ସମୟରେ ଏକ ଦୁର୍ଘଟଣାରେ ତାଙ୍କ ପିତାଙ୍କର ନିଧନ ହୋଇ ଯାଇଥିଲା । ସେହି ସମୟରୁ ମଲିକା ସିଂହ ନିଜ ମା ରୁବି ସିଂହଙ୍କ ସହ ରହୁଛନ୍ତି ।

ମଲିକା ସିଂହଙ୍କ ମା ଜାମ୍ମୁ ଓ କାଶ୍ମୀରରେ ସ୍କୁଲ ଟିଚର ଥିଲେ । କିନ୍ତୁ ଝିଅ ମଲିକା ସିଂହଙ୍କୁ ଅଭିନୟ ଫୀଲ୍ଡରେ କ୍ୟାରିୟର କରିବାରେ ସପୋର୍ଟ କରିବା ପାଇଁ ତାଙ୍କ ମା ଜାମ୍ମୁ କାଶ୍ମୀର ଛାଡି ମୁମ୍ବାଇରେ ନିଜ ମାତା ପିତାଙ୍କ ପାଖକୁ ଚାଲି ଆସିଲେ । କହିଦେଉଛୁ କି ମଲିକା ସିଂହଙ୍କ ଦୁଇ ମାଉସୀ ମଡେଲିଙ୍ଗ ଫୀଲ୍ଡ ସହ ଜଡିତ ଅଟନ୍ତି । ମଲିକା ସିଂହ ଭଲ ଅଭିନେତ୍ରୀ ସହ ଭଲ ଡାନ୍ସର ବି ଅଟନ୍ତି । ଏହା ସହିତ ସେ ଭଲ ପେଣ୍ଟିଙ୍ଗ ବି କରନ୍ତି ।

Leave a Reply

Your email address will not be published. Required fields are marked *