ବନ୍ଧୁଗଣ ଓଡିଆ ଇଣ୍ଡଟ୍ରି ରେ ଯେମିତି କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଠିକ ସେହିଭଳି ଯାତ୍ରା ଦୁନିଆରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଯାତ୍ରା ଦୁନିଆରେ ଅଭିନୟ କରି ଅଭିନେତା ଓ ଅଭିନ୍ତେରି ମାନେ ନିଜର ଅଲଗା ଅନ୍ଦାଜ ରେ ଅଭିନୟ ଜାରି ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ହଟ ଲୁକ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ ।
ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସ୍ମାୟରେ କୌଣସି ନା କୌଣସି କାରଣରୁ ବିବାଦ ରେ ଘେରି ହୋଇ ରହିଥାନ୍ତି । ଯାହା ପାଇଁ ସେ ବିବାଦୀୟ ରାନୀ ପଣ୍ଡା ନାମରେ ମଧ୍ୟ ପରିଚିତ ଅଟନ୍ତି ।
ଅନେକ ସମୟରେ ସେ ନିଜର କିଛି ନୂଆ ଲୂକ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଏହି ଭିଡିଓ ରେ ଆପଣ ମାନେ ରାନୀ ପଣ୍ଡା ଙ୍କୁ ଝରଣା ରେ ନୂଆ ଷ୍ଟାଇଲିଶ ଅନ୍ଦାଜ ରେ ଦେଖି ପାରିବେ । ତାଙ୍କର ଏହି ନୂଆ ଅବତାର ବା ନୂଆ ଲୁକ ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି ।
ସେ ଧଳା ଶଢାରେ ଖୋଲା କେଶରେ ନିଜକୁ ଏମିତି ଭାବେ ସଯାଇଛନ୍ତି ଯେ ବହୁତ ଗରଜେସ ଲାଗିବା ସହ ହଟ ଲାଗୁଛନ୍ତି । ତାଙ୍କର ଏହି ହଟ ଲୂକ ଦର୍ଶକ ମାନନକୁ ବେସ ପସନ୍ଦ ଆସିଛି । ଏହା ସହ ରାନୀ ପଣ୍ଡା ଗାଡିରେ ବସି ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି ।
ସେ ଗାଡିରେ ବସି ବହୁତ ଏଞ୍ଜୋଏ କରିବାର ଜଣା ପଡ଼ୁଛନ୍ତି । ଏହା ସହ ରାନୀ ପଣ୍ଡା ଖୁବ ସୁନ୍ଦର ଭାବେ ସଜବାଜ ମଧ୍ୟ ହେବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଆପଣ ମାନେ ଦେଖି ପାରିବେ କିପରି ଭାବେ ରାନୀ ପଣ୍ଡା ସାଧା ସିଧା ଡ୍ରେସରେ ମେକପ ନେଇ ସୁନ୍ଦର ଲାଗୁଛତି ।
ଏହା ସହ ନାଲି ଲେହେଙ୍ଗା ପିନ୍ଧି ସେ ଛେଳି ଛୁଆକୁ ନିଜ କୋଳରେ ଧରିବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ରାନୀ ପଣ୍ଡାଙ୍କର ଏହି ନୂଆ ଲୁକ ଖୁବ ନିଆରା ଲାଗିଛି । ତାଙ୍କର ଏହି ନୂଆ ଅବତାର ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ଆକର୍ଷକ କରିବା ।
ରାନୀ ପଣ୍ଡା ଝରଣା ରେ ପାଣି ସହ ଖେଳିବାର ନଜର ଆସୁଛନ୍ତି । ଏମିତିକି ଝରଣାରେ ନିଜକୁ ବହୁତ ଉପୋଭୋଗ କରିବାର ଜଣା ପଡୁଛି । ତାଙ୍କର ଏହି ନୂଆ ଲୁକ ତାଙ୍କର ଆଗାମୀ ଫିଲ୍ମ ପାଇଁ କରୁହକନ୍ତି ବୋଲି ଜଣା ପଡିଛି ।
ବନ୍ଧୁଗଣ ଆପଣ ମାନଙ୍କର ରାନୀ ପଣ୍ଡାଙ୍କର ଏହି ନୂଆ ଲୁକ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।