ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଭାବେ ପୋଲିସ ବାବୁ ମାନେ ଲୋକ ମାନଙ୍କୁ ମଦ ସେବନ କରିଛନ୍ତି କି ନାହି ତାହା ଏକ ମେସିନ ସାହାଜ୍ୟରେ ଟେଷ୍ଟ କରୁଛନ୍ତି । ଜଣଙ୍କ ପରେ ଜଣେ ମଦ ସେବନ କରିଛନ୍ତି କି ନାହି ଟେଷ୍ଟ କରିବାରେ ଲାଗିଛନ୍ତି । ଏହି ଭିଡିଓ ରେ ପରପଲ ରଙ୍ଗର ଡ୍ରେସ ପିନ୍ଧିଥିବା ବ୍ୟକ୍ତି ଜଣକ ମେସିନ ରେ ଫୁଙ୍କ ମାରୁଛନ୍ତି ଓ ଅନେକ ସମୟ ପରେ ଜଣା ପଡିଲା ସେ ଆଲକୋହଲ ନେଇ ନାହାନ୍ତି । ଦେଖିଲେ ଲାଗୁଛି ଯୁଗ ବଦଳିବାରେ ଲାଗିଛି ।
ଆଉ ଜଣେ ଡ୍ରାଇଭର ଭାଇ ଜଣକ ଫୁଙ୍କିବାରେ ଲାଗିଛନ୍ତି କିନ୍ତୁ ପୋଲିସ ବାବୁ କହୁଛନ୍ତି କଣ ଭଲ କି ଫୁଙ୍କିବା ଜାଣିନ କି । ତେବେ ଏହି ଭାଇ ଜଣକ ମଦ୍ୟପାନ ସେବନ କରିବାର ଜଣା ପଡିଲେ । ଆଉ ଜଣେ ଡ୍ରାଇଭର ଭାଇ ଜଣକ ମେସିନ ମୁହଁ ରେ ଲଗାଇବା ବଦଳରେ ମାସ୍କ ପିନ୍ଧୁଛନ୍ତି । ଯାହାକୁ ଦେଖି ପୋଲିସ ବାବୁ କହୁଛନ୍ତି ଯେଉଁ ମାନେ ମେସିନ ଫୁଙ୍କୁଛନ୍ତି ସେମାନଙ୍କର ସରିବା ପରେ ପାଇପ ବଦଳି କରା ଯାଉଛି ।
ଆଉ ଜଣେ ଭାଇ କହୁଛନ୍ତି ମୋର ନିଶ୍ଵାସ ହେଲେ ସିନା ମୁଁ ଫୁଙ୍କିବୀ । କିନ୍ତୁ ପୋଲିସ ବାବୁ ମାନେ କଣ ଛାଡୁଛନ୍ତି ସେମାନେ ଲାଗି ପଡି ଡ୍ରାଇଭର ମାନଙ୍କ ଠାରୁ ଗୋଟିଏ ପରେ ଗୋଟିଏ ଫୁଙ୍କ ମାରିବାରେ ଲାଗିଛନ୍ତି । ତେବେ ଆଜି ପୋଲିସ ବାବୁ ମାନଙ୍କର ବେପାର ପୁରା ମାନ୍ଦା ହୋଇ ପଡିଲା ଯାହା ଏହି ଭିଡିଓ ରେ ଜଣା ପଡୁଛି ।
ପୋଲିସ ବାବୁ ମାନେ ରାତି ଅଧାରେ ଏତେ ପରିଶ୍ରମ କରି ମଧ୍ୟ କାହାରି ଚାଲାଣ କାଟି ପାରିଲେ ନାହି । କାରଣ ଯେତିକି ଡ୍ରାଇଭର ଭାଇ ଅଛନ୍ତି ସେମାନଙ୍କ ମଧ୍ୟରୁ କେହି ବି ଆଲୋଖଳ ସେବନ କରି ନାହାନ୍ତି । ଆଉ ଜଣେ ଭାଇ ଆସିଲେ ଯାହା ଭିଡିଓ ରେ ଦେଖା ଯାଉଛି ।
ତେବେ ସେହି ଭାଇ ଜଣକ ମଦ ପିଇଛନ୍ତି ଯାହା ପାଇଁ ତାଙ୍କୁ ପୋଲିସ ବାବୁ ଥାନା କୁ ନେଉଛନ୍ତି । ତେବେ ଡ୍ରାଇଭର ଭାଇ ଜଣକ କହୁଛନ୍ତି ସେ ସକାଳେ ବିୟର ସେବନ କରିଥିଲେ ଯାହା ରାତି ଯାଏଁ ନିଶା ରହିଛି । ଡ୍ରାଇଭର ଜଣକ ପୋଲିସ ଗାଡିରେ ବସିବା ବଦଳରେ ଟ୍ରକ ରେ ବସି ଡ୍ରାଇଭିଙ୍ଗ କରୁଛନ୍ତି । ତାଙ୍କ ସହ ଅନ୍ୟ ଜଣେ କନେଷ୍ଟବଳ ମଧ୍ୟ ଯାଉଛନ୍ତି । କାରଣ ପୋଲିସ ଡ୍ରାଇଭର ଙ୍କୁ ନେବା ସହ ତାଙ୍କ ଗାଡିକୁ ମଧ୍ୟ ଜବତ କରି ଥାନା କୁ ନେଉଛନ୍ତି ।
ପୋଲିସ ବାବୁ ମଦ ପିଇଥିବା ଡ୍ରାଇଭର ଙ୍କ ସହ ଟ୍ରକ ରେ ବସି ଯାଉଛନ୍ତି ସତ କିନ୍ତୁ ପୋଲିସ ହେପାଜତରେ ମଦ ସେବନ କରି ଗାଡି ଚଳାଇଲେ କଣ ଆଇନ ସମତ ଅଟେ ତାହା ବଡ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।