ଆପଣ ମାନେ ସମସ୍ତେ ରାମାୟଣ ନିଶ୍ଚିନ୍ତ ପଢିଥିବେ ନଚେତ ଦେଖିଥିବେ ତେବେ ରାମାୟଣରେ ରାବଣ ମୁଖ୍ୟ ଅପରାଧୀ ଥିଲା ବୋଲି ଆମେ ସମସ୍ତେ ଜାଣିଛୁ କିନ୍ତୁ କଣ ଆପଣ ଜାଣିଛନ୍ତି ରାବଣ କେବଳ ଖରାପ ରାକ୍ଷାଶ ନଥିଲା ସେ ମଧ୍ୟ ବହୁତ ଭଲ କାମ କରିଥିଲା କିନ୍ତୁ ନିଜ କୁରିତି ପାଇଁ ସେ ପୁରା ଦୁନିଆରେ ଭୁଲ ହୋଇଥିଲା । ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ରାବଣ କେମିତିକା ରାକ୍ଷାଶ ଥିଲା ଆଉ ସେ କଣ କଣ କରିଥିଲା ।
ରାବଣ ବହୁତ ବଡ ମୁନି ଥିଲା ସେ ନିଜ ତପ ଦ୍ଵାରା ତୃଦେବଙ୍କୁ ବହୁତ ଥର ପ୍ରସନ୍ନ କରିଥିଲା ଆଉ ତୃଦେବଙ୍କ ଠାରୁ ବହୁତ ପ୍ରକାର ଶକ୍ତି ହାସଲ କରିଥିଲା ଯାହା ଦ୍ଵାରା ସେ ଆଉ ସାମାନ୍ୟ ରାକ୍ଷାଶ ହୋଇ ନଥିଲା । ରାବଣ ବହୁତ କଷ୍ଟ ତପ କରି ବ୍ରମ୍ହାଙ୍କୁ ପ୍ରଶ୍ନ କରିଥିଲା ଯାହା ପରେ ଭଗବାନ ବ୍ରମ୍ହା ତାକୁ ବରଦାନ ଦବା ପାଇଁ ହାର ମାଣିଥିଲେ । ରାବଣ ତାଙ୍କୁ ଅ-ମୃ-ତ ମାଗିଥିଲା ଯାହା ପରେ ଭାଗଫବାନ ବ୍ରମ୍ହା କହିଲେ ତମ ନାଭିରେ ଅ-ମୃ-ତ ଅଛି ତମକୁ କେହି ମା-ରି ପାରିବେ ନାହିନ ।
ତେବେ କଣ ଆପଣ ଜାଣିଛନ୍ତି ରାବଣ ରାମଙ୍କ ଉପରେ ମଧ୍ୟ ଭାରି ପଡିଥିଲା କିନ୍ତୁ ଠିକ ସମୟରେ ରାବଣ ଭାଇ ବିଭୀଷଣ ରାମଙ୍କୁ ଏହି ଅ-ମୃ-ତ କଥା କହିଦେଲେ ଯାହା ପରେ ରାବଣ ହତ୍ୟା ହୋଇଥିଲା । କଣ ଆପଣ ଏହା ଜାଣିଛନ୍ତି ଯେ ରାମ ଏହି କଥା ବେସ ଭଲ ଭାବରେ ଜାଣିଥିଲେ ଯେ ରାବଣ ବହୁତ ବଡ ଜ୍ଞାନି ସେଥିପାଇଁ ସେ ଲକ୍ଷ୍ମଣକୁ ରାବଣ ଅନ୍ତିମ ଅକ୍ଷର ଶୁଣିବା ପାଇଁ ପଠାଇଥିଲେ । ତେବେ କଣ ଆପଣ ଜାଣିଛନ୍ତି ରାବଣ ଲକ୍ଷ୍ମଣଙ୍କୁ କଣ ଶିକ୍ଷା ଦେଇଥିଲେ ।
୧. ରାବଣ କହିଥିଲେ ଶୁଭ କାମକୁ କରିବା ପାଇଁ କେବେ ଡେରି କରିବ ନାହିଁ, ସମୟ କେବେ ଆସିବ ନାହିଁ ଯେଉଁ ମୁହୂର୍ତରେ ଭାବିଛ କରିବ ।
୨. ଅଶୁଭ ଘଟଣାକୁ ଯେତେ ପାରୁଛ ଟାଳି ଦବ, ଆଉ କେବେ କାହାକୁ ନିଜ ଠାରୁ ତୁଛ ମନେ କରିବ ନାହିଁ ଏହା ସବୁଠାରୁ ବଡ ଭୁଲ ହୋଇଥାଏ ।
୩. ଅ-ନ୍ତି-ମ କଥା ରାବଣ କହିଥିଲା ଯେ ନିଜ ଦୁର୍ବଳତା କାହାକୁ ବି କହିବ ନାହିଁ ସେ ଯେତେ ନିଜର ହେଲେ ମଧ୍ୟ କେବେ କାହାକୁ ନିଜ ଦୁର୍ବଳତା କହିବ ନାହିଁ ଆଉ ଜୀବନରେ କେବେ ଭାଉକ ହୋଇ ନିଷ୍ପତ୍ତି ନବ ନାହିଁ ।
ଶ୍ରୀ ଲଙ୍କାରେ ଏବେ ବି ରାବଣ ପୂଜା କରା ଯାଇଥାଏ ଆଉ ଭାରତରେ ମଧ୍ୟ ୟୁପି, ରାଜସ୍ଥାନ ଆଉ କେତେକ ଜାଗାରେ ଦଶରାରେ ରାବଣକୁ ପୋଡନ୍ତି ନାହିଁ ତା ପୂଜା କରା ଯାଇଥାଏ । ରାବଣ ବାପା ଜଣେ ବହୁତ ବଡ ମୁନିଥିଲେ ଆଉ ମାତା ରାକ୍ଷାଶ ସେଥିପାୟ ରାବଣ ବହୁତ ବୁଦ୍ଧିମାନ ଓ ଜ୍ଞାନୀ ହାବା ସହ ବହୁତ ଶକ୍ତିଶାଳୀ ଥିଲା । ରାବଣ ନିଜ ସମୟ ସବୁଠାରୁ ଉତ୍ତମ ରାଜା ଥିଲା ତା ସମୟରେ ତା ରାଜ୍ଯରେ କେହି ଦୁଃଖୀ ନଥିଲେ ସମସ୍ତଙ୍କ ସୁଖ ଦୁଃଖ କଥା ରାବଣ ଭଲ ଭାବରେ ବୁଝୁଥିଲା ।