ଋତୁସ୍ରାବ ମିସ ହେବା ପରେ ଏହି 6 ଟି କଥା Pregnancy କୁ କରିପାରେ ଖରାପ ? Pregnancy Tips

ପ୍ରତେକ ମହିଳା ମାନଙ୍କର ମାସିକ ଋ-ତୁ-ସ୍ରା-ବ ହେବା ଏକ ସାଧାରଣ କଥା ଅଟେ । ଯଦି କୌଣସି ମାସରେ ମା-ସି-କ ଧ-ର୍ମ କୌଣସି କାରଣରୁ ବ-ନ୍ଦ ହୋଇଯାଏ ବା ତାରିଖ ଗଡିଯାଏ ତେବେ ହୁଏ ତ ଏହା ଗ-ର୍ଭ ଧା-ର-ଣ ହୋଇପାରେ ବୋଲି ଅନୁମାନ କରାଯାଏ । ଯଦି ଆପଣ କିଡ ଦ୍ଵାରା ଟେଷ୍ଟ କରିବା ପରେ ଜଣାପଡେ କି ପ-ଜେ-ଟି-ଭ ଆସିଛି ତେବେ ଆପଣଙ୍କ ଶରୀରରେ କିଛି ନୂଆ ପରିବର୍ତ୍ତନ ଆସିପାରେ । କିନ୍ତୁ ଏହି ପରିବର୍ତ୍ତନ ଦ୍ଵାରା ଆପଣଙ୍କର କୌଣସି କ୍ଷତି ହେବ ନାହି । ଯଦି ରେ-ଜ-ଲ୍ଟ ପ-ଜେ-ଟି-ଭ ଆସେ ତେବେ ଆପଣ ପ୍ରେଗେନେଣ୍ଟ ଅଛନ୍ତି ବୋଲି ଜଣା ପଡିବ ।

ଏଥିପାଇଁ ଆପଣଙ୍କୁ ନିଜର ଅଧିକ ଧ୍ୟାନ ରଖିବା ଉଚିତ । ଯଦି ଆପଣଙ୍କର ଗ-ର୍ଭ ଧା-ର-ଣର ଗୋଟିଏ ସପ୍ତାହ ବା ଅନ୍ୟ କୌଣସି ମାସରେ ଅଧିକ ବ୍ରୀ-ଡି-ଙ୍ଗ ହୋଇଥାଏ ତେବେ ଏହା କୌଣସି ବି-ପ-ଦର ସଂକେତ ହୋଇପାରେ । କାରଣ ଏହା ଦ୍ଵାରା ଆପଣଙ୍କ ଗର୍ଭ ମଧ୍ୟ ନ-ଷ୍ଟ ହୋଇପାରେ । ତେଣୁ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଉଚିତ । ଏହା ସହ ଅଧିକ ଜ୍ଵର ହେଲେ ମଧ୍ୟ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଅସହନୀୟ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ ତେବେ ଏହା ବି-ପ-ଦ ହୋଇପାରେ । କାରଣ ଏହା ପ୍ରେ-ଗେ-ନେ-ନ୍ସି ପାଇଁ ଠିକ ନୁହେଁ ।

ଯଦି ଗ-ର୍ଭ ଧା-ର-ଣ ସମୟରେ ଅଧିକ ଥଣ୍ଡା ହୁଏ ତେବେ ଆପଣ କୌଣସି ମେଡ଼ିସିନର ପ୍ରୟୋଗ କରିଆବା ଉଚିତ ନୁହେଁ । ଏଥିପାଇଁ ଆପଣ କିଛି ଘରୋଇ ଚିକିତ୍ସା କରନ୍ତୁ । ଯଦି ଆପଣ କୌଣସି ଔଷଧ ସେବନ କରନ୍ତି ତେବେ ଏହା ଗର୍ଭ ଉପରେ ଖରାପ ପ୍ରଭାବ ପକାଇପାରେ । ଏହି ସମୟରେ ହରମୋନରେ ଅନେକ ପରିବର୍ତ୍ତନ ହୋଇଥାଏ । ଏହି ସମୟରେ ମାନସିକ ଚିନ୍ତା ରେ ରହିବା ଦ୍ଵାରା ପିଲା ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିପାରେ । ଏହା ଦ୍ଵାରା ମି-ସ କ୍ୟା-ରେ-ଜ ମଧ୍ୟ ହୋଇପାରେ ।

ତେଣୁ ସର୍ବଦା ଏହି ସମୟରେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ୟୁରିନରେ କୌଣସି ଇନଫେକସନ ହୋଇଯାଏ ତେବେ ଏହା ଖରାପ ହୋଇଥାଏ । ଏହି ସମୟରେ ମୁଣ୍ଡ ବି-ନ୍ଧା ସମସ୍ଯା ସାଧାରଣ କଥା ଅଟେ । କିନ୍ତୁ ଯଦି ବାରମ୍ବାର ମୁଣ୍ଡ ବି-ନ୍ଧା ହୁଏ ତେବେ ଏହା ଗ-ର୍ଭ ଧା-ର-ଣ ପାଇଁ କ୍ଷତିକାରକ ହୋଇଥାଏ । ଏହା ଦ୍ଵାରା ବ୍ଲଡ଼ ପ୍ରେସର ଅଧିକ ହୋଇଯାଏ ଯାହା ପାଇଁ ଆପଣଙ୍କ ଶରୀରରେ ପ୍ରଭାବ ପଡିବା ସହ ଆପଣଙ୍କ ଶିଶୁ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ତେଣୁ ପ୍ରେ-ଗ-ନେ-ନ୍ସି ସମସ୍ୟାରେ ଏହି ସବୁ କଥା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଏପରି କରିଲେ ଆପଣ ସୁସ୍ଥ ରହିବା ସହ ଆପଣଙ୍କ ପିଲା ମଧ୍ୟ ସୁସ୍ଥ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *