ୟୁକ୍ରେନ ପରେ ଋଷିଆ ଆକ୍ରମଣ କରିବା ପରତେ ୟୁରୋପୀୟ ସାଙ୍ଗ ଓ ଆମେରିକା ଋଷିଆ ଉପରେ ବେପାରରେ ପ୍ରତିବନ୍ଧକ ଲଗାଇଛି । ଏଥିରେ ଚିନ୍ତାରେ ପଡିଥିବା ଋଷିଆର ତେଲ କମ୍ପାନୀ ଗୁଡିକ ଭାରତକୁ କଞ୍ଚା ତେଲ ଦେବାକୁ ପ୍ରସ୍ତୁତ ଅଛନ୍ତି । ସୂଚନା ଜଗି କି ଋଷିଆ ର ତେଲ କମ୍ପାନୀ ଗୁଡିକ ତେଲ ଦର ଯେତିକି ରହିଛି ତା ଠାରୁ ୨୫ରୁ ୨୭ ଟଙ୍କା କମ ଦରରେ ଦେବାକୁ ପ୍ରସ୍ତୁତ ଅଛନ୍ତି । ଋଷିଆର ସରକାରି ତେଲ କମାପାନୀ ରୋଷନେପଥ ଭାରତକୁ କଞ୍ଚା ତେଲ ସପ୍ଲାଏ କରିଥାଏ ।
ଗତ ବର୍ଷ ଡିସେମ୍ବର ମାସରେ ଋଷିଆର ରାଷ୍ଟ୍ରପତି ବ୍ଳାଡିମିର ପୁଟିନ ଭାରତ ଯାତ୍ରା କରିବା ସମୟରେ ରୋଷନେପଥ ଓ ଇଣ୍ଡିଆନ ଅଏଲ କର୍ପୋରେସନ ୨୦୨୨ ଶେଷ ଯାଏଁ ୨୦ ଲକ୍ଷ ଟନ ତେଲ ସପ୍ଲାଏ କରିଥିଲା । ଏସିୟାର ତେଲ ଆୟତ୍ତ ଉପରେ ନିର୍ଭର କରୁଥିବା ଭାରତ ଋଷିଆ ଓ ଆମେରିକା ଠାରୁ କଞ୍ଚା ତେଲ ଆୟତ୍ତ କରିବାର ଜୋର ଦେଇଛି । ଏକ ସୂତ୍ରରୁ ଜଣା ପଡିଛି କି ଋଷିଆର ତେଲ କମ୍ପାନୀର ମୂଲ୍ଯରେ ଭାରି ଛୁଟ ଲଗାଇଛି ।
କହିବାକୁ ଗଲେ ଏ ଯାଏଁ କୌଅଂଶୀ ସୂଚନା ମିଳି ନାହି କିପରି ତେଲର ଭରଣ ହେବ । ବ୍ଲୁମବର୍ଗର ଖବର ଅନୁଯାୟୀ ଋଷିଆର ପ୍ରମୁଖ କମ୍ପାନୀ ପ୍ରତିବନ୍ଧକ ଲାଗିବାର ଠିକ ପୂର୍ବରୁ ୧୧.୬୦ ଡଲାର ପ୍ରତି ବ୍ୟାରେଲ କମ ନେଇ କଞ୍ଚା ତେଲ ଦେବା ପାଇଁ ପ୍ରସ୍ତାବ ଦେଇଥିଲା । କିନ୍ତୁ କ୍ରୟଦାତା ମାନେ କୌଣସି ନିଲାମି ଲଗାଇ ନ ଥିଲେ କାରଣ ସମ୍ଭାଭିତ ପ୍ରତିବନ୍ଧକ ଆଶଙ୍କାରେ କାରୋବାର କରିବା ପାଇଁ ଚିନ୍ତାରେ ଥିଲେ ।
ଭାରତୀୟ ବ୍ଯାଙ୍କ ଗୁଡିକ ପଶ୍ଚିମୀ ଦେଶ ଦ୍ଵାରା ସ୍ଵିଫ୍ଟ ଦ୍ଵାରା ଲଗା ଯାଇଥିବା ପ୍ରତିବନ୍ଧକର ଉଲଂଘନ ଭୟରେ ଋଷିଆକୁ ଟଙ୍କା ଯୋଗାଣ କରିବା ବନ୍ଦ କରିଥିଲା । ଆମେରିକା ଓ ୟୁରୋପୀୟ ସଂଘ ଋଷିଆର କେତେକ ବଡ ବ୍ଯାଙ୍କ ଗୁଡିକୁ ସ୍ଵିଫ୍ଟ ରୁ ବାହାର କରି ଦେଇଛି । ସରକାର ଓ ଭାରତୀୟ ରିଜର୍ଭ ବ୍ଯାଙ୍କ ଉଦ୍ଯୋଗ ଓ ବ୍ଯାଙ୍କର ବିକଳ୍ପ ବ୍ୟବସ୍ଥାର ଚର୍ଚ୍ଚା ହେଉଛି ଯାହା ଦ୍ଵାରା ଆୟତ୍ତଙ୍କର ଭରଣ କରାଯାଇ ପାରିବ ।
ବ୍ୟାଙ୍କ ରୂପାୟା ଓ ରୁବଲରେ ବ୍ୟାପାର କରିବାର ଅନୁମତି ଦେବା ପାଇଁ ପ୍ରସ୍ତାବ ଦେଇଛି କିନ୍ତୁ ଏ ଯାଏଁ କୌଣସି ଫଇସଲା ହୋଇ ନାହି । ଭାରତ ଋଷିଆର ବହୁତ କମ ତେଲ ଆୟତ୍ତ କରିବା ସହ ନିଜର ଆବଶ୍ୟକ ଅନୁଯାୟୀ ୭୦% କଞ୍ଚା ତେଲ ଅଧିକ ଦେଶରୁ କିଣିଥଏ । ୨୦୨୧ରେ ଭାରତ ୪୨ ଲକ୍ଷ ବ୍ୟାରେଲ କଞ୍ଚା ତେଲର ଆୟତ୍ତ କରଥିଲା ।
ଋଷିଆ-ୟୁକ୍ରେନ-ବେଲାରୁଷ ଠାରୁ ଭାରତର କାରୋବାର ବହୁତ କମ କିନ୍ତୁ କିଛି ଖାସ ଉତ୍ପାଦନ ଉପରେ ଭାରତ ନିର୍ଭର କରିଥାଏ । ଖାନିଜ ଇନ୍ଧନ ମାମଲାରେ ଏହାର ଅଂସ ୨.୮% ଥିବାବେଳେ ମୂଲ୍ୟ ଠାରୁ ପରୋକ୍ଷ ନିବେଶ ଅଧିକ ରହିଛି । ନୋମରୁଆ ଗ୍ରାହକଙ୍କ ନୋଟରେ କହିଛି ଯେ “ସରାକର ଖାଦ୍ୟ ତେଲ ଓ ଉର୍ବରକର ବିକଳ୍ପ ଆୟତର ସ୍ରୋତ ଖୋଜିବା ସହ ରୂପାୟା-ରୁବଲ କାରୋବର ଉପରେ ବିଚାର କରାଯାଇ ପାରିବ । ୟୁକ୍ରେନ-ଋଷିଆ ଯୁଦ୍ଧ କାରଣରୁ ତେଲ ଦର ୧୦୦ ଡଲାର ବୃଦ୍ଧି ହେଲାଣି ।
ବନ୍ଧୁଗଣ ଆପଣଙ୍କର ତେଲେ ଦର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।