ଯୁଦ୍ଧରେ ବ୍ୟସ୍ତ Putin, ଋଷ ଯାଇ ଲଜ୍ଜିତ ହେଲେ Imran Khan…. ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ଦେଶରେ ବିଭିନ୍ନ ବିରୂଧ ସତ୍ବେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଛି । ଆମେରିକା ଓ ଜର୍ମାନୀ ଓ ବ୍ରିଟେନେ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ମଧ୍ୟ ରୁଷ ପଛକୁ ହତ ନାହି । ଏବେ ରୁଷ ରାଷ୍ଟ୍ରପତି ଲାଦାମିର ପୁଟିନ ଲଢେଇରେ ବ୍ୟସ୍ତ ରହି ଯୁକରେନ ଦଖଲରେ ରହିଛନ୍ତି । ଏମିତି ଘଡି ସନ୍ଧି ମୂହୁର୍ତ୍ତରେ ରୁଷ ଗସ୍ତରେ ଯାଇ ଭାଣ୍ଡିଆ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ।

ଯେଉଁ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରୁଷ ଯାଇ ପହଞ୍ଚି ଥିଲେ ସେହି ସମୟରେ ୟୁକେର୍ଣ ଉପରେ ଆକ୍ରମଣ କରିବାକୁ ଇସାରା ଦେଇଥିଲେ ପୁଟିନ । ଯାହା ପାଇଁ ରାଷ୍ଟ୍ରପତି ପୁଟିନ ଙ୍କ ସହ ଇମ୍ରାନ ଖାନ ଙ୍କ ସହ ସାକ୍ଷାତ ହୋଇଥିଲେ ବି ଆଲୋଚନା ହୋଇପାରି ନାହି । ଶେଷରେ ମସ୍କୋକୁ ପୁଟିନକୁ ହେଟି ଇମ୍ରାନ ଖାନ ଖାଲି ହାତରେ ପାକିସ୍ତାନାକୁ ଫେରିଥିଲେ ।

ତେବେ ପାକ ବାଇଦାସିକ ମନ୍ତ୍ରାଳୟ ଏମିତି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଇମ୍ରାନ ଖାନଙ୍କ ରୁଷ ଗସ୍ତ ଦୂଇ ବର୍ଷ ପୂର୍ବରୁ ସ୍ଥିର ହୋଇଥିଲା । ମାତ୍ର କୋରୋନା ମହାମାରୀ କାରଣରୁ ଗସ୍ତ ସ୍ଥଗିତ ହୋଇଥିଲା । ଏବେ ଗଣ ମାଧ୍ୟମରେ ଇମ୍ରାନ ଖାନଙ୍କ ରୁଷ ଗସ୍ତ ଯିବା ସମୟର ଭିଡିଓ ବହଇରାଲ ହେଉଛି । ଯେଉଁଥିରେ ଇମରାନ କହୁଛନ୍ତି ଯୁଧା ସମୟରେ ରୁଷ ଆସି ସେ ବହୁତ ଖୁସି ଅଛନ୍ତି ।

ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଦିନ ରୁଷ ରେ ପହଞ୍ଚି ଥିଲେ । ବିପାଖିକ ସମ୍ପର୍କକୁ ମଜବୁତ କରିବା ଓ ଶକ୍ତି କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ଲାଗି ସେ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବାକୁ କୁହା ଯାଉଥିଲା । ହେଲେ ଏଭଳି ଘଡି ସନ୍ଧି ସମୟରେ ପୁଟିନ ଙ୍କୁ ଦେଖା କରିଥିଲେ ମଧ୍ୟ ଆଲୋଚନା ନ କରିପାରି ଇମ୍ରାନ ସମାଲୋଚନାର ଶିକାର ହୋଇଛନ୍ତି ।

ଦୀର୍ଘ ୨୦ରୁ ଅଧିକ ବର୍ଷ ପରେ ପାକିସ୍ତାନ ନେତାଙ୍କର ଏହା ଥିଲା ପ୍ରଥମ ରୁଷ ଗସ୍ତ । ଯାହା ପାଇଁ ପାକ ବାସି ଓ ପାକିସ୍ତାନ ମିଡିଆ ବହୁତ ଉଷଚୁକ ଥିଲେ । ଇମ୍ରାନ ଖାନ ଙ୍କ ରୁଷ ଯାତ୍ରା ବହୁତ ଜରୁରୀ ଥିଲା ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସବୁ ଖୁସିରେ ବିରହ ଭାରି ଦେଇଛନ୍ତି ରୁଷ ୟୁକ୍ରେନ ଯୁଦ୍ଧ । ଏବେ ମହଙ୍ଗା ମାଡରେ ଶିକାର ହେଉଛି ପାକିସ୍ତାନ ।

ପେଟ୍ରୋଲ ଡିଜେଲ ଦର ଠାରୁ ଆରମ୍ଭ କରି ଇନ୍ଧନ ଗ୍ଯାସ ଦର ଆକାଶ ଛୁଆଁ ରହିଛି । ପାକିସ୍ତାନ ରେ ଘରୋଇ ସିଲିଣ୍ଡର ଦାମ ୨୫୬୦ ଟଙ୍କା ଥିବା ବେଳେ କମରସିୟାଲ ସିଲିଣ୍ଡର ଦାମ ୯୮୪୭ ଟଙ୍କା ରେ ମିଳୁଛି । ଏହା ସହ ଚିନିର ଦାମ ୧୦୦ ଟଙ୍କା ଥିବା ବେଳେ ମାଛ, ଚିକେନ ଓ ଡାଲି ଦର ବହୁତ ଅଧିକ ରହିଛି ପାକିସ୍ତାନ ରେ ।

ବନ୍ଧୁଗଣ ଆପଣ ମାନଙ୍କର ଇମ୍ରାନ ଖାନଙ୍କ ଗସ୍ତ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *