ସୋସିଆଲ ମିଡିଆରେ ଅନେକ ଜିନିଷର ତଥ୍ୟ ଆମକୁ ମିଲୁଛି । ତେବେ ଏହି ସୋସିଆଲ ମିଡିଆରେ ଏକ ସୁନ୍ଦର ଜିନିଷ ଭାଇରାଲ ହେଇଛି । ଯାହାକି ଏକ ଦେଶ ଓ ତାହାର ଦେଶବାସୀଙ୍କ ସମ୍ପର୍କ ର ଏକ ମଧୁର ପରିଚୟ ଦେଉଛି । ଏହି ଭିଡିଓ ଟି ରେ ଏକ ମହିଳାଙ୍କର ନିଜର ଦେଶ ପ୍ରତି ଭଲ ପାଇବା ଓ ସମ୍ମାନ ଏବଂ ସାହାସର ପରିଚୟ ଦେଇଛି । ତେବେ ଏହି ଭିଡିଓ ଟି ର ସମ୍ପର୍କରେ ଜାଣିବା ।
“ ଆମେ ଡରିବୁନି , ପଛକୁ ବି ହଟିବୁନି , ତୁମ ମାନଙ୍କର ପରାଜୟ ନିଶ୍ଚିତ , ଏହି ସୁର୍ଜ୍ଯମୁଖୀ ଗଛର ମଞ୍ଜି ରଖିଥାଉ । ତୁମେ ମଲେ ଏଥିରୁ ଗଛର ହେବ ଓ ଫୁଲ ମଧ୍ୟ ଫୁଟିବ ” । ଏହା ଶୁଣିବାକୁ ଏପରି ଲାଗୁଛି ଯେମିତି କୌଣସି ଯାତ୍ରାର ଡାଇଲାଗ ।
ତେବେ ଏହା କୌଣସି ଅପେରା ବା ଫିଲ୍ମର ଡାଇଲାଗ ନୁହେ । ଏହା ଏକ ସତ୍ୟ ଘଟଣା । ଗତ କିଛି ଦିନ ହେବ ଏହା ଖବର ପ୍ରକାଶ ହୋଇଥିଲା କି ଯୁକ୍ରେନ ଓ ରୁଷ ମଧ୍ୟରେ ଯୁଧ୍ୟ ହେବ । ଏହା ଆରମ୍ଭ ମଧ୍ୟ ହୋଇ ସାରିଛି । ତେବେ ଘମାଘୋଟ ଯୁଧ୍ୟରେ ଥରୁଛି ଯୁକ୍ରେନ ମାଟି ।
ଅନ୍ୟପଟେ ରୁଷ ର ଘନ ଘନ ମିସାଲ ମାଡ ହେଉଛି ୟୁକ୍ରେଙ୍କୁ । ଯୁକ୍ରେନ ରେ ଡର ଓ ଭୟର ମାହୋଲ ସୃଷ୍ଟି ହୋଇଛି । ବଡ ବଡ ସହରରେ ପଇଁତରା ମାରୁଛି ରୁଷ । ଗୁଳି ଗୋଳାରେ ସୁସଜିତ ଉତିଙ୍କ ଯବାନ ଫ୍ଲାଗମାର୍କ କରୁଛନ୍ତି ଆଉ ଏପଟେ ଏକା ଲଢୁଛି ଯୁକ୍ରେନ । ତେବେ ଯୁଧ୍ୟ ବେଳର ଅନେକ ଫଟୋ ଓ ବିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
କିନ୍ତୁ ସେ ସବୁ ମଧ୍ୟରୁ ଏକ ଭିଡିଓ ଏପରି ଆସିଛି ଯାହାକୁ ଦେଖିଲେ ଦେଶ ଭକ୍ତିର ଏକ ସ୍ଵଚ ଉଦାହରଣ ସାମନାକୁ ଆସିଥାଏ । ତେବେ ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଯାଉଛି । ଏହି ଭଳି ଏକ ଯୁଧ୍ୟ ର ପରିବେଶ ରେ ନିଜ ଦେଶ ଭକ୍ତିକୁ ଦୁନିଆ ଆଗରେ ଦେଖାଇଛନ୍ତି ଏକ ମହିଳା ।
ଯିଏ କି ଯୁକରେନର ବାସନ୍ଦା ଅଟନ୍ତି । ଏହି ଭିଡିଓ ଟି ରେ ଦେଖିବାକୁ ମିଳିଛି କି ଏକ ୟୁକ୍ରେନ୍ର ର ମହିଳା ଋଶର ଏକ ଯବାନକୁ ଆଖିରେ ଆଖି ମିଶାଇ ତାଙ୍କୁ ଧମକାଇ ଛନ୍ତି । ସୁର୍ଜ୍ଯମୁଖୀ ଫୁଲର ମଞ୍ଜି ଦେଇ ଯବାନ ଙ୍କୁ ମହିଳା କହିଛନ୍ତି ଏହି ମଞ୍ଜି ରଖିଥଓ ତୁମେ ମଲେ ଏହି ମଞ୍ଜିକୁ ତୁମ ମର ଶରୀର ସହ ଯୁକ୍ରେନ ମାଟିରେ ପୋତିବୁ ଓ ଏଥିରୁ ଗଛ ମଧ୍ୟ ହେବ ।
ଫୁଲ ମଧ୍ୟ ଫୁଟିବ । ତେବେ ଏବେ ଯୁଧ୍ୟର ସ୍ଥିତି ଦେଖି କିଛି କୁହାଯାଇ ପାରିବ ନାହିନ । କିଏ ହାରିବ କିଏ ଜିତିବ ଏହା ସମୟ ସହ ଜଣା ପଡିବ । ରୁଷ ଭଳି ଶକ୍ତି ଶାଳି ଓ ଭାରି ଆକ୍ରମଣରେ ଯୁକ୍ରେନ ପରାଜୟ ହୋଇପାରେ । କିନ୍ତୁ ଯୁକ୍ରେନ ର ମହିଳାଙ୍କର ଏହି ଶାହାସ ଦେଖି ୟୁକ୍ରେନ୍ର ର ଅଧିବାସୀଙ୍କର ବୀରତ୍ଵ ସସବୁ ଦିନ ପାଇଁ ମନେ ରହିବ । ଏହି ଭିଡିଓ ରୁ ମହିଳାଙ୍କର ନିଜ ଦେଶ ପ୍ରତି ଥିବା ପ୍ରେମ ଓ ମହିଳା ଙ୍କର ସାହସିକତା ର ପରିଚୟ ଦେଉଛି ।