ସାବଧାନ! ନଡିଆ ଗଛରେ ବସିଛି ବାଘ…. ସୋସିଆଲ ମିଡିଆରେ Video ଭାଇରାଲ

ନମସ୍କାର ବନ୍ଧୁଗଣ । ଆପଣ ମାନେ କଲରାପତରିଆ ବାଘ ବିଷୟରେ ନିଶ୍ଚୟ ଜାଣିଥିବେ । ସେ ବହୁତ ଭୟଙ୍କର ଆଉ ଦେଖିବାକୁ ଖତରାନାକ ମଧ୍ୟ ହୋଇଥାନ୍ତି । ଏଭଳି ଜାତିର ବାଘ ହାବୁଡରେ ପଡିଲେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ । କିନ୍ତୁ କଣ ଆପଣ ମାନେ କେବେ ଦେଖିଛନ୍ତି ବା ଶୁଣିଛନ୍ତି କି ବାଘ ଗଛ ଚଢିଥାଏ । ତେବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଘଟଣା ଅଟେ । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କେମିତି ନଡିଆ ଗଛକୁ ଚଢି ଯାଉଛି କଲରାପତରିଆ ବାଘ ।

ଏତେ ସ୍ପିଡ ରେ ବାଘ ଚଢୁଛି ଏ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ବାଘ କଣ ଏତେ ଜଲ୍ଦି ଗଛ ଚଢିପାରେ । ଏହାର ଉତ୍ତର ମହଦୀ ହଁ ଆସିବ ଯାହାର ଦ୍ରୁଶ୍ଯ ପାନ ମାନେ ଏହି ଭିଡିଓ ରେ ଦେଖି ପାରିବେ । ନଡିଆ ଗଛରେ ତୀବ୍ର ଗତିରେ ଚଢୁଛି ବାଘ ଆଉ ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ।

ଆଉ ପ୍ରଶ୍ନ କରିଛନ୍ତି ସତରେ କଣ ବାଘ ଗଛ ଚଢିପାରେ ? ଦର୍ଶକ ବନ୍ଧୁ ବାଘ ଗଛ ଚଢଉ ଥିବାର ଭିଡିଓ କୁ IAS ଅଧିକାରୀ ପ୍ରବୀଣ କାଶୱାନ ନିଜ ଟ୍ବିଟର ରେ ସେୟାର କରିଛନ୍ତି । ଏହି ଭିଡିଓ ସେୟାର ହେବା ପରେ ଏବେ ଗୋଟିଏ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ରେ କ୍ୟାପ୍ସନ ଦିଆ ଯାଇଛି କି ଏଭଳି ପ୍ରଜାତି ଙ୍କ ଦକ୍ଷତା କୁ ଦେଖ ଖାଲି ଏତିକି ନୁହେଁ ବରଂ କଲରାପତରିଆ ବାଘ ମାନେ ନିଜକୁ କୌଣସି ବି ସ୍ଥାନରେ ଖାପ ଖୁଆଇ ଚଳି ପାରନ୍ତି ବୋଲି ସେ କହିଛନ୍ତି । ରାଜସ୍ଥାନର ଶୁଖିଲା ଜଙ୍ଗଲ କୁ ନେଇ ଉତ୍ତର ପୂର୍ବରୁ ଉଚ୍ଚ ଜଙ୍ଗଲ ପର୍ଯ୍ଯନ୍ତ ଏମାନେ ସବୁ ଆଡେ ତିଷ୍ଠି ପାରନ୍ତି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା କଲରାପତରିଆ ବାଘ ଖୁବ ଚତୁର ବୋଲି ପ୍ରବୀଣ କହିଛନ୍ତି ।

ଏହି ବାଘ ମାନେ ସାଧାରଣତ ଆଖି ଓ ଚାହା ବଗିଚାରେ ରହିଥାନ୍ତି । ବିଶେଷ କରି ଚାହା ବଗିଚାରେ ମାନେ ଅଧିକାଂଶ ସମୟ ଆରେ ରହୁଥିବା କୁହାଯାଏ । ତେବେ ନଡିଆ ଗଛକୁ ବାଘ ଚଢୁ ଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଏହି ପ୍ରଜାତିର ବାଘ ଗଛ ଚଢୁ ଥିବାର ଭିଡିଓ ସମସ୍ତଙ୍କୁ ଭାବିବା ପାଇଁ ବାବଧ୍ୟ କରି ଦେଇଛି ଏଭଳି ପ୍ରଜାତିର ବାଘ ମାନେ ଯେଉଁ ଆଡେ ରହିବେ ସେଠାରେ ଚଳି ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଭିଡିଓ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *