ଓଡିଆ ଜଗତରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ଦାମ୍ପତ୍ୟ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ସେମାନେ ନିଜର ବ୍ୟକ୍ତିଗତ କଥା ସୋସିଆଲ ମିଡିଆରେ ଫ୍ୟାନ୍ସ ମାନଙ୍କ ସହ ସେୟାର କରିବାର ଅନେକ ଥର ନଜର ଆସିଛନ୍ତି । ତେବେ ଆଜି ହେଉଛି ଭ୍ୟାଲେନ୍ଟାଇନ ଡେ ମାନେ ପ୍ରେମ ଦିବସ ।

ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ପ୍ରପୋଜ କରିବା ସହ ସମୟ ଅତିବାହିତ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା କିପରି ଭ୍ୟାଲେନ୍ଟାଇନ ଡେ ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଲିଉଡ ଷ୍ଟାର ସବ୍ୟସାଚୀ ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।
ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଠିକ ସେହିପରି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ସାନଦାର ଅଭିନୟ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଦୁହେଁ ଶୁଟିଙ୍ଗ ସେଟରୁ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଦୁହେଁ ନିଜର ବ୍ୟକ୍ତିଗତ ଜୀବନୀ ବିଷୟରେ ଅନେକ କଥା ସୋସିଆଲ ମିଡିଆରେ ସେୟାର କରିବାର ନଜର ଆସିଥିଲେ । ଆଜିର ଭ୍ୟାଲେନ୍ତାଇନ ଡେ ରେ ଦୁହେଁ ଖୁବ ଧୁମାଧାମ ରେ ସେଲିବ୍ରେସନ କରିବାର ନଜର ଆସିଛନ୍ତି ।
ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଦୁଇ ଦାମ୍ପତ୍ୟ ବାହାରକୁ ବୁଲିବା ପାଇଁ ଯାଇଛନ୍ତି । ଏହା ସହ ଖୁବ ସାରା ମଜା ମସ୍ତି ମଧ୍ୟ କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଦୁହେଁ କୌଣସି ଦିଶକୋ କୁ ଯାଇଛନ୍ତି ଯେଉଁ ଠାରେ ଜବରଦସ୍ତ ଡ୍ୟାନ୍ସ ପରସ୍ପର ସହ କରୁଛନ୍ତି । ଏହା ସହ ଦୁଇ ଦମ୍ପତି ଚକ୍ରି ରେ ମଧ୍ୟ ଘୁରିବାର ନଜର ଆସୁଛନ୍ତି । ଏହି ସ୍ପେଶାଲ ଡେ ରେ ଦୁହେଁ ପରସ୍ପର ସହ ବହୁତ ସମୟ ଅତିବାହିତ କରିବା ସହ ଉପୋଭୋଗ ମଧ୍ୟ କରିଛନ୍ତି ।

ଦୁଇ ଦମ୍ପତି ନିଜର ବୈବାହିକ ଜୀବନରେ ବେଶ ଖୁସି ଥିବାର ନଜର ଆସୁଛନ୍ତି । ସବ୍ୟ ଓ ଅର୍ଚ୍ଚିତା ଡ୍ୟାନ୍ସ କରିବା ସମୟରେ ବେଲୁନ ଧରି ପରସ୍ପର ସହ ନଜର ଆସୁଛନ୍ତି ଯାହା ଖୁବ ସୁନ୍ଦର ଲାଗୁଛି । ଦୁହିଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ଭଲ ପାଇବା ମଧ୍ୟ ଦେଇଛନ୍ତି । ଆଗକୁ ଦୁହିଙ୍କ ବୈବାହିକ ଜୀବନ ସୁଖମୟ ହେଉ ଓ ଦୁହେଁ ପରସ୍ପର ସହ ଏମିତି ଏକାଠି ରହିଥାନ୍ତୁ ଏହା ଆମର କାମନା ।

ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
